ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ଏହି କଥା ଉପରେ ଦିୟନ୍ତୁ ବିଶେଷ ଧ୍ୟାନ…

ଗର୍ଭାବସ୍ଥା ରେ ଶାରୀରିକ ସମ୍ବନ୍ଧ ରଖିବା କୁ ନେଇ ଲୋକ ଙ୍କ ମନ ରେ ଅନେକ ଭ୍ରାନ୍ତି ଚିନ୍ତାଧାରା ରହିଥାଏ I ଏହି ବିଷୟ ରେ ଲୋକେ ନିଜ ନିଜ ର ମତାମତ ରଖିଥାନ୍ତି I କିଛି ଲୋକ ଙ୍କ କହିବା ଅନୁସାରେ ଗର୍ଭାବସ୍ଥା ରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ I କିଛି ଲୋକ ଙ୍କ କହିବା ଅନୁସାରେ ସେକ୍ସ କରିବା ଏକ ନର୍ମାଲ କଥା ଅଟେ I ଯଦି ମେଡିକାଲ ସାଇନ୍ସ କଥା ଦେଖିବା ତେବେ ଗର୍ଭାବସ୍ଥା ରେ ଶାରୀରିକ ସମ୍ବନ୍ଧ ଏକ ସାଧାରଣ ପ୍ରତିକ୍ରିୟା ଅଟେ I

ଗର୍ଭାବସ୍ଥା ର କରିବା ବହୁତ ସମସ୍ୟା ର କାରଣ ହେଇଥାଏ I ଏହି ସମୟ ରେ ଦମ୍ପତି ଙ୍କୁ ସେକ୍ସ କରିବା ଉଚିତ ନୁହେଁ I ଡାକ୍ତର ଙ୍କ କହିବା ଅନୁସାରେ ଗର୍ଭାବସ୍ଥା ର ଶେଷ ତିନି ମାସ ସେକ୍ସ କରିବା ଉଚିତ ନୁହେଁ I କାରଣ ଏହି ସମୟ ରେ ସେକ୍ସ କରିବା ଦ୍ୱାରା ଶରୀର ପାଁଇ ଏହା ହାନିକାରକ ହେଇଥାଏ I ଏହି ସମୟ ରେ ଭୃଣ ର ବିକାଶ ହେଇଥାଏ I

ଗର୍ଭାବସ୍ଥା ସମୟ ରେ ବୁମନ ଡବ୍ଲ୍ୟୁଓଟି କାରଣ ରୁ ସମ୍ବନ୍ଧ ରଖିବା ଉଚିତ ନୁହେଁ I ଏହି ସମୟ ରେ ସେକ୍ସ କରିବା ଦ୍ୱାରା ପେଟ ର ଉପରି ଭାଗ ରେ ପ୍ରେସର ପଡିଥାଏ I ଏବଂ ଏହି ମାମଲା ରେ ପ୍ଳେସେଟ ଆପଣ ଙ୍କ ଗର୍ଭାଶୟ ଗ୍ରୀବା ଆଗ କୁ ଢାଙ୍କି ରଖିଥାଏ I ଏହା ଅସାମାନ୍ୟ ରୂପେ ରହିଥାଏ I ଏପରି ସ୍ତିତି କୁ ପ୍ଳେସେଟ ପ୍ରବିଆ କୁହାଯାଇଥାଏ I ତେଣୁ ଏପରି ସ୍ତିତି ସେ ସେକ୍ସ କରିବା ହାନିକାରକ ହେଇଥାଏ I

ଅନେକ ସମୟ ରେ ଓରାଲ ସେକ୍ସ ସମୟ ରେ ପୁରୁଷ ମାନେ ଉତେଜିତ ହେଇଥାନ୍ତି I କିନ୍ତୁ ଏପରି କରିବା ଦ୍ୱାରା ମଧ୍ୟ ମହିଳାମାନେ ସଂକ୍ରମଣ ର ଶିକାର ହେଇଥାନ୍ତି I ଏବଂ ଏହା ମହିଳା ଙ୍କ ପାଁଇ ହାନିକାରକ ହେଇଥାଏ I