ଗରିବ ଝିଅ ବାହାଘରରେ ପୋଲିସ କର୍ମୀ କରିଲେ ଏପରି କାମ ଯାହା ଜାଣିଲା ପରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ଭାରତ ରେ ପୋଲିସ ଙ୍କ ପାଁଇ ଲୋକଙ୍କ ମନ ରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି I ତେବେ ଅନେକ ପୋଲିସ କର୍ମଚାରୀ ଭ୍ରଷ୍ଟାଚାର ରେ ଲିପ୍ତ ଥିବା ରୁ ଲୋକଙ୍କ ମନ ରେ ଏପରି ଚିନ୍ତା ଆସିବା ସ୍ୱାଭାବିକ ଅଟେ I ତେବେ ଏହା ବି ଏକ ସତ୍ୟ କି ଗୋଟେ ହାତ ର ପାଞ୍ଚ ଗୋଟି ଆଙ୍ଗୁଳି ସମାନ ନ ଥାଏ I ସବୁ ପୋଲିସ ଅଫିସର ଭ୍ରଷ୍ଟାଚାର ରେ ଲିପ୍ତ ନୁହନ୍ତି ଏବଂ କିଛି ଏପରି ପୋଲିସ କର୍ମଚାରୀ ଅଛନ୍ତି ଯେଉଁମାନେ ନିଜ କାର୍ତ୍ୟବ୍ୟ କୁ ସଠିକ ଭାବରେ ପାଳନ କରିଥାନ୍ତି I

ତେବେ ପ୍ରତୋକ ପିତା ମାତା ଙ୍କ ର ଏହି ସ୍ୱପ୍ନ ରହିଥାଏ କି ସେମାନେ ତାଙ୍କ ପିଲାଙ୍କ ର ବିବାହ ବଡ଼ ଜୋର ସୋର ରେ କରିବେ I କିନ୍ତୁ ଅନେକ ସମୟ ରେ ପଇସା ର ଅଭାବ କାରଣ ରୁ କିଛି ଲୋକେ ସାଧାରଣ ବିବାହ ହିଁ କରିଥାନ୍ତି I ତେବେ ଏପରି ଏକ ସମସ୍ୟା ଦେଇ ଗତି କରୁଥିଲେ ରାଜସ୍ତାନ ର ଟୋକ ଜିଲ୍ଲା ର ଜଣେ ମହିଳା I ଏହି ମହିଳା ନିଜ ଏକମାତ୍ର ଝିଅ ର ବିବାହ ଅନେକ ଦିନ ରୁ କରିବାକୁ ଚାହୁଁଥିଲେ କିନ୍ତୁ ମମତା ଙ୍କ ର ଭାଇ ଓ ପିତା ଙ୍କ ର ମୃତ୍ୟୁ ହେଇଯିବା କାରଣ ରୁ ତାଙ୍କ ବିବାହ ଅଟକିଯାଇଥିଲା I ତେବେ ସେହି ମହିଳା ଙ୍କ ପାଖରେ ଝିଅ କୁ ବିବାହ କରିବାକୁ କିଛି ବି ପଇସା ନ ଥିଲା I

ରାଜସ୍ତାନ ର ଟୋକ ଜିଲ୍ଲା ର ମମତା ଯେତେବେଳେ ସାନ ଥିଲେ ସେ ସମୟ ରେ ତାଙ୍କ ର ପିତା ଙ୍କ ଦେହାନ୍ତ ହେଇଯାଇଥିଲା ଏବଂ ଏହା ପରେ କିଛି ମାସ ରେ ତାଙ୍କ ଭାଇ ଙ୍କ ର ବି ଏକ ରୋଗ ରେ ଦେହାନ୍ତ ହେଇଯାଇଥିଲା I ତେବେ ମମତା ଙ୍କ ର ମା ବ୍ୟାଙ୍କ ରୁ ବି ଲୋନ ନେଇଥିଲେ ବିବାହ ପାଁଇ କିନ୍ତୁ ମମତା ଙ୍କ ର ଭାଇ ର ଚିକିତ୍ସା ରେ ଏହି ପଇସା ଖର୍ଚ୍ଚ ହେଇଯାଇଥିଲା I

ଭାଇ ର ମୃତ୍ୟୁ ପରେ ମମତା ଘର ର ଆର୍ଥିକ ସ୍ତିତି କୁ ସୁଧାରିବାକୁ ଚାହିଁଲେ ଏବଂ ଏଥିପାଇ ସେ ମଜଦୂରୀ ବି କରିବା ଆରମ୍ଭ କରିଦେଇଥିଲେ ଏହା ପରେ MNREGA (Mahatma Gandhi National Rural Employment Gurantee Act) ରେ ଏକ ସ୍ଥାନ ରେ କାମ କରିବା ଆରମ୍ଭ କରିଥିଲେ କିନ୍ତୁ ପାରିଶ୍ରମିକ ଠିକ ରେ ମିଳିନଥିଲା I

ଯେତେବେଳଲ ମା ଝିଅ କେଶ ଚକର ରେ ବାରମ୍ବାର ପୋଲିସ ଷ୍ଟେସନ ଯାଇଥିଲେ ତ ପୋଲିସ କର୍ମୀ ମାନେ ଜାଣିବାକୁ ପାଇଥିଲେ କି ମମତା ଙ୍କ ର ମା ତାଙ୍କ ଝିଅ ର ନିର୍ବନ୍ଧ କରିଦେଇଛନ୍ତି କିନ୍ତୁ ଅର୍ଥ ର ଅଭାବ କାରଣ ରୁ ସେ ତାଙ୍କ ଝିଅ ର ବିବାହ କରିପାରୁ ନାହାନ୍ତି I ଏହା ପରେ ସବୁ ଘଟଣା କୁ ଅନୁଧ୍ୟାନ କରିବା ପରେ ପୋଲିସ କର୍ମୀମାନେ ସମସ୍ତେ କିଛି କିଛି ପଇସା ଆଦାୟ କରି ମମତା ଙ୍କ ର ବିବାହ କରିଥିଲେ I ଏଥିପାଁଇ ପୋଲିସ ଷ୍ଟେସନ କୁ ରଂଗା ରଙ୍ଗ ଲାଇଟ ରେ ସଜାଯାଇଥିଲା ଏବଂ ଅକ୍ଷ୍ୟ ତୃତୀୟ ପରି ଶୁଭ ଦିନ ରେ ମମତା ଙ୍କ ର ବାହାଘର ପୋଲିସ ଷ୍ଟେସନ ରେ ବଡ଼ ଜୋର ସୋର ରେ ହେଇଥିଲା I

ତେବେ ପୋଲିସ କର୍ମୀ ଙ୍କ ର ଏପରି ସହଯୋଗ ଦେଖି ପ୍ରକୃତ ରେ ଦେଖିବାକୁ ଗଲେ ଆଜି ବି ଏପରି କିଛି ପୋଲିସ କର୍ମୀ ଙ୍କ ମଧ୍ୟ ରେ ମଣିଷ ପଣିଆ ରହିଛି I