ଗୋଟେ ଛେଳି ଖାଇଦେଲା ଚାଷୀଙ୍କର 60 ହଜାରେ ଟଙ୍କା, ଦୁଃଖୀ ଚାଷୀ ଜଣଙ୍କ ତାପରେ ଯାହା କଲେ ଜାଣିଲେ ଆପଣ ଝଟକା ଖାଇଯିବେ

ଆଜିକା ସମୟ ରେ ଦେଶ ରେ ଚାଷୀ ଙ୍କ ର ପରିସ୍ଥିତି କଣ ଏହା ତ ଆପଣ ଜାଣିଥିବେ I ସରକାର ବି ଚାଷୀ ଙ୍କ ର ସହାୟତା ପାଁଇ ଋଣ ପ୍ରଦାନ କରିଥାନ୍ତି I ହେଲେ ଜଣେ ଚାଷୀ ଙ୍କ ର ଟଙ୍କା କୁ ଯଦି କୌଣସି ଛେଳି ଖାଇଦେବି ତ ସେହି ଚାଷୀ କଣ କରିବ I ଏହି ଚାଷୀ ଭାଇ ଙ୍କ ର କ୍ଷେତ୍ର ରେ ଏପରି କିଛି ହେଲା ଯେତେବେଳେ ତାଙ୍କ ପରିଶ୍ରମ ର 60 ହଜାରେ ଟଙ୍କା ଏକ ଛେଳି ଖାଇଦେଲା I

ଛେଳି 60 ହଜାରେ ଖାଇଦେବା ଏହି ଘଟଣା ଟି ଉତ୍ତର ପ୍ରଦେଶ ର ଅଟେ I ଏଠାରେ ଜଣେ ଚାଷୀ ସର୍ବେଷୁ ପଟେଲ ଙ୍କ ର ସବୁ କିଛି ଚାଲିଯାଇଛି I ତାଙ୍କ ଜୀବନସାରା ର ରୋଜଗାର 60 ହଜାରେ ଟଙ୍କା କୁ ଏକ ଛେଳି ଖାଇଦେଇଛି I ଏହି ଚାଷୀ ଘର ମରାମତି ପାଁଇ ବ୍ୟାଙ୍କ ରୁ 60 ହଜାରେ ଟଙ୍କା ବାହାର କରିଥିଲେ I ଏବଂ ପ୍ୟାଣ୍ଟ ରେ ଥିବା ପଇସା ସେ ପ୍ୟାଣ୍ଟ ବଦଳି ସେ ଏକ ଖଟ ଉପରେ ରଖିଦେଇଥିଲେ I ଏବଂ କିଛି ସମୟ ପରେ ସେ ଦେଖିବାକୁ ପାଇଲେ କି ତାଙ୍କ ର ଏକ ଛେଳି ସବୁ ଟଙ୍କା କୁ ଖାଇଦେଇଛି I

କୌଣସି ଚାଷୀ ଏତେ ଟଙ୍କା ସଂଚୟ କରି ନିଜ ର ଘର କାମ ରେ ଲଗାଇବା ଖୁବ କଷ୍ଟକର ହେଇଥାଏ I ଯେତେବେଳେ ଜାଣିବାକୁ ପାଇଲେ କି ତାଙ୍କ ର ସବୁ ଜମା ଟଙ୍କା କୁ ଏକ ଛେଳି ଖାଇଦେଇଛି ଏହା ପରେ ସେ ଉକ୍ତ ଛେଳି ସହ ଯାହା କରିଲେ ଅବିଶ୍ୱାସନୀୟ ହେଇଥାଏ I ସର୍ବେଷୁ ଙ୍କୁ ସେଠାରେ ଲୋକେ ନିର୍ଦେଶ ତାଙ୍କ ଘର ଲୋକଙ୍କୁ ଦେଲେ କି ଏହି ଛେଳି କୁ କାଟି ଦିଅ ହୁଏତ ତା ପେଟ ରୁ ସେହି ଟଙ୍କା ମିଳିପାରିବ I ଏକ ଭଲ ଭୋଜନ ବି ହେଇଯିବ I କିନ୍ତୁ ସର୍ବେଷୁ ସେପରି କିଛି ବି କରି ନ ଥିଲେ ଏବଂ କହିଥିଲେ ମୁ ଯଦି ତାଙ୍କୁ ମାରିଦେବି ତ ଛେଳି ଓ ମୋ ମଧ୍ୟ ରେ କଣ ଫରକ ରହିଯିବ I