21 ରୁ 23 ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି 3ରାଶି ଉପରେ ବର୍ଷିବି ମାତା ଲକ୍ଷ୍ମୀଙ୍କ ର କୃପା ,ଦୁର ହେଵ ସବୁ ଅସୁବିଧା

ହିନ୍ଦୁ ଧର୍ମ ରେ ଅନେକ ଦେବା ଦେବୀ ଅଛନ୍ତି ଏବଂ ପ୍ରତୋକ କ୍ଷେତ୍ର ରେ ପ୍ରତୋକ ଦେବଦେବୀ ବି ପୂଜନୀୟ ଅଟନ୍ତି I ଭିର କାର୍ଯ୍ୟ ରେ ଭିର ଦେବା ଦେବୀ ଙ୍କ ର ପୂଜା କରାଯାଇଥାଏ I ଅସମୟ ରେ ଯେତେବେଳେ ଆପଣ କୌଣସି ନିଷ୍ପତି ନେଇପାରନ୍ତି ନାହିଁ ସେ ସମୟ ରେ ଆପଣ ଭଗବାନ ଙ୍କୁ ସ୍ମରଣ କରିଥାନ୍ତି I ସବୁ ପ୍ରୟାସ ରେ ଅସଫଳ ହେବା ପରେ କେବଳ ଭଗବାନ ଙ୍କ ଉପରେ ହିଁ ବିଶ୍ୱାସ ରହିଥାଏ I ତେବେ ଅନେକ ଲୋକ ଙ୍କ ର ସମସ୍ୟା ର କାରକ ଗ୍ରହ ହେଇଥାନ୍ତି ଶନି , ରହୁ ଓ କେତୁ ଗ୍ରହ I 21 ରୁ 23 ସେପ୍ଟେମ୍ବର ମଧ୍ୟ ରେ ଏପରି 3 ରାଶି ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ରହିଛି I ତେବେ ଚାହାନ୍ତୁ ଜାଣିବା କେଉଁ କେଉଁ ରାଶି I

ବିଛା ରାଶି
ଅଯଥା ବିବାଦ ରୁ ଦୁରେଇ ରୁହନ୍ତୁ I ଚାକିରୀ ଓ ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ I ଅଟକିରହିଥିବା ପଇସା କୁ ଫେରିପାଇବେ I ଚାକିରୀ ଓ ବ୍ୟବସାୟ ରେ ସଫଳତା ପ୍ରାପ୍ତି ହେବ I ଜାଗାବାଡ଼ି ସମ୍ବନ୍ଧିତ ମାମଲା ରେ ଆପଣ ଲାଭବାନ ହେବେ I ପୁରୁଣା ବିବାଦ ର ସମାଧାନ ହେବ I ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ I ବୈବାହିକ ଜୀବନ ରେ କ୍ଳେଶ ଲାଗିରହିବ I

ମୀନ ରାଶି
ଚାକିରୀ ଓ ବ୍ୟବସାୟ ରେ ଥିବା ଲୋକେ କୌଣସି ଶୁଭ ସମାଚାର ପାଇପାରିବେ I ଅଟକି ରହିଥିବା କାର୍ଯ୍ୟ ଆଜି ସଫଳ ହେବ I ମନ ପ୍ରସନ୍ନ ରହିବ I ବ୍ୟବସାୟ ରେ ପୁଞ୍ଜି ନିବେଶ ବଢିପାରେ I ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି I ପୂର୍ବ ଅପେକ୍ଷା ପରିଶ୍ରମ ବଢିପାରେ I କୌଣସି ବୟସ୍କ ଲୋକଙ୍କ ର ଆଶ୍ରିବାଦ ପ୍ରାପ୍ତି ହେବ I ପାର୍ଟନର ଙ୍କ ସହ ରୋମାନ୍ସ କରିବା ର ସମୟ ପାଇବେ I

ତୁଳା ରାଶି
ପ୍ରତୋକ ମାସ ରେ ଗ୍ରହ ଙ୍କ ର ସ୍ତିତି ଭଲ ରହିଥାଏ I ଚାକିରୀ ଓ ବ୍ୟବସାୟ କରୁଥିବା ଲୋକ ଙ୍କ ର ପରିସ୍ଥିତି ଭଲ ରହିବ I କୌଣସି ନୂତନ ପ୍ରୋଜେକ୍ଟ ର କାମ ଆରମ୍ଭ କରିପାରିବେ I ବିପରୀତ ପରିସ୍ଥିତି ସତ୍ୱେ ବି ଆପଣ ଙ୍କ ର ନିଷ୍ପତି ସଠିକ ହେବ I ଶତ୍ରୁ ଙ୍କୁ ପରାଜୟ କରାଇବେ I ସନ୍ତାନ ସମ୍ବନ୍ଧିତ କୌଣସି ଖୁସି ଖବର ମିଳିପାରେ I ବନ୍ଧୁ ପରିଜନ ଙ୍କ ସହ ସମୟ ବେଶ ଭଲ ରେ କଟିବ I ବେରୋଜଗାର ଥିବା ବ୍ୟକ୍ତି ଚାକିରୀ ପାଇପାରିବେ I

Leave a Reply

Your email address will not be published. Required fields are marked *