ଗୋଟେ ଦିନରେ ତିନି ଥର ରଙ୍ଗ ପରିବର୍ତନ କରିଥାଏ ଏହି ଶିବଲିଙ୍ଗ , ଜଣାନ୍ତୁ କେଉଁଠାରେ ରହିଛି ଏହା !

ରାଜସ୍ତାନ ର ଘୋଲପୁର ରେ ଚମ୍ବଲ ନଦୀ ର କୁଳ ରେ ଅବସ୍ତିତ ରହିଛି ଏହି ଅଚଳେଶ୍ଵର ମହାଦେବ ଙ୍କ ର ମନ୍ଦିର I ଏହି ଠାରେ ଭକ୍ତ ଙ୍କ ଭିଡ଼ ଲାଗିରହିଥାଏ I ଏହା ର କାରଣ ହେଲା ଏହି ସ୍ଥାନ ରେ ଥିବା ଚମତ୍କାରୀ ଶିବ ଲିଙ୍ଗ I ଯାହା କି ଦିନ ରେ ତିନି ଥର ରଙ୍ଗ ପରିବର୍ତନ ହେଇଥାଏ I

ଘୋଲପୁର ରେ ଏହି ଶିବଲିଙ୍ଗ ଦିନ ରେ ତିନି ଥର ନିଜ ର ରଙ୍ଗ ପରିବର୍ତନ କରିଥାଏ , ଶିବ ଲିଙ୍ଗ ର ରଙ୍ଗ ଦିନ ରେ ଲାଲ , ଦିପହର ରେ କେଶରୀୟ ଓ ରାତି ରେ ସାବାଲା ରଙ୍ଗ ର ହେଇଥାଏ , ଆଉ ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ ବିଜ୍ଞାନ ମଧ୍ୟ ଖୋଜି ପାଇଲା ନାହିଁ I

ଶିବ ଙ୍କ କୃପା ରେ ଏଠାରେ ସବୁ ଭକ୍ତ ଙ୍କ ର ମନକାମନା ପୁରଣ ହେଇଥାଏ I

ଚମତ୍କାରୀ ଶିବଲିଙ୍ଗ ବିଷୟ ରେ ଏପରି ମାନ୍ୟତା ରହିଛି କି ଯେଉଁ ମାନେ ବି ନୂଆ ବିବାହ ପୂର୍ବ ର ବର ମାଗିଥାନ୍ତି , ତ ମହାଦେବ ତାଙ୍କ ର ମନକାମନା ପୁରଣ କରିଥାନ୍ତି I ଝିଅ ଙ୍କ ର ଇଚ୍ଛା ଆସନୁସରେ ହିଁ ସେମାନେ ନିଜ ର ଜୀବନସାଥୀ ପାଇଥାନ୍ତି I

ଏଠାକୁ ଆସୁଥିବା ଭକ୍ତ ଙ୍କ କହିବା ଅନୁସାରେ ଏହି ମନ୍ଦିର ପାଖାପାଖି 1000 ବର୍ଷ ପୁରୁଣା ଅଟେ I ପୂର୍ବରୁ ଏଠାରେ ବହୁତ କମ ସଂଖ୍ୟା ରେ ଭକ୍ତ ଆସୁଥିଲେ କିନ୍ତୁ ବର୍ତମାନ ହଜାରେ ହଜାରେ ସଂଖ୍ୟା ରେ ଭକ୍ତ ଙ୍କ ର ଆଗମନ ହେଉଛି I

Share Your Comments Below