ପ୍ରତୋକ ଯୁବପିଢ଼ି ଏକ ଭଲ ଚାକିରୀ କରିବା କୁ ଆଶା ରଖିଥାନ୍ତି I ପ୍ରତୋକ ଯୁବପିଢ଼ି ଏହା ହିଁ ଚାହିଁଥାନ୍ତି ଯେପରି ତାଙ୍କୁ ତାଙ୍କ ମନ ପସନ୍ଦ ର ଏକ କାମ ମିଳିଯାଉ I ଏବଂ ଏହି କାର୍ଯ୍ୟ ରେ ଯଦି ଆପଣ କେବଳ ବସିକି କାମ କରିବେ ତ ଆହୁରି ଭଲ କଥା ଓ କାମ ଯଦି ରହିବ କେବଳ ଭିଡିଓ ଗେମ ଖେଳିବା ର ତ ମଜା ବେଶ ଅଧିକ I
ଏହା କୌଣସି ମଜାକ ନୁହେଁ , ଜଣେ ଯୁବତୀ ଯିଏ କି ଏକ ଘଣ୍ଟା କୁ 9 ଲକ୍ଷ ଟଙ୍କା ନେଉଛନ୍ତି I ତେବେ ଆପଣ ଚିନ୍ତା କରୁଥିବେ ଏହି ଯୁବତୀ ଏପରି କରୁଛନ୍ତି କଣ ଯାହା ଦ୍ୱାରା କି ଏତେ ଟଙ୍କା ସେ ଦରମା ନେଉଛନ୍ତି I
ଶୁଣିବା କୁ ଆପଣ ଙ୍କୁ ଏକ ସ୍ବପ୍ନ ପରି ଲାଗୁଥିବ କିନ୍ତୁ ଏହା ସତ ଅଟେ I ଏଠାରେ ଯୁବତୀ ଙ୍କୁ ନିଜ ଇଚ୍ଛା ରେ କାମ ଓ ଟଙ୍କା ଉଭୟ ମିଳୁଛି I ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ ର ଏହି ଗେମର ଗାର୍ଲ ଚେଲସିୟ ନିଜ ସ୍ଥାନ ରେ ବସିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି I କିଛି ଘଣ୍ଟା ଗେମ ଖେଳିବା କୁ ତାଙ୍କୁ ଅନେକ ଟଙ୍କା ମିଳିଥାଏ I ତାଙ୍କୁ , ସ୍ତୃମିଙ୍ଗ ସବସ୍କ୍ରିପସନ , ବିଜ୍ଞାପନ ଆଦି ରୁ ଅନେକ ଟଙ୍କା ମିଳିଥାଏ I
ଅଷ୍ଟ୍ରେଲିଆ ର ଛେଲସ୍ୟ ଗେମିଙ୍ଗ ୱାର୍ଲଡ ରେ ଏକସ୍ମିକସ ନାମ ରେ ଏହି ଯୁବତୀ ପରିଚିତ ଅଟନ୍ତି I ଏବଂ ଏକ ଘଣ୍ଟା ରେ ଏହି ଯୁବତୀ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି I ଏହି ଯୁବତୀ ଫାର୍ମେସୀ ରେ ୟୁନିଭର୍ସିଟି ରୁ ଡିଗ୍ରୀ ହାସିଲ କରିଛନ୍ତି I
ଚେଳିସ୍ୟ କହିଛନ୍ତି ଏହି ଲାଇଭ ସ୍ଟିମିଙ୍ଗ ରୁ ଯେତିକି ରୋଜଗାର କରୁଛନ୍ତି ଏହା ତାଙ୍କ ର ନିଜ ପାଠ ପଢା ର ଦକ୍ଷତା ରେ ହିଁ ଆଜି ସମ୍ଭବ ହେଇଚି I ଏହି ଟଙ୍କା ରେ ହିଁ ସେ ନିଜ ଘର ଚଳାଇଥାନ୍ତି I ବର୍ତମାନ ଚେଲସିୟ ଙ୍କ ର ତିନି ଲକ୍ଷ ରୁ ଅଧିକ ସବସକ୍ରାଇବର ରହିଛି I