ବାସ ଗୋଟେ ମାସ ପର୍ଯ୍ୟନ୍ତ କିସମିସ କୁ ଭେଦଇ ତାର ପାଣିକୁ ପିଅନ୍ତୁ, ଏହି ସବୁ ବଡ ରୋଗରୁ ପାଇବେ ସବୁଦିନ ପାଇଁ ମୁକ୍ତି !

ମେବେ ର ଫାଇଦା ବିଷୟ ରେ ଆପଣ ପୂର୍ବ ରୁ ଜାଣିଥିବେ I ବାଦାମ , କାଜୁ , ଅଖରୋଟ , କିସମିସ ଶୁଖିଲା ଫଳ ଅଟେ I କିନ୍ତୁ ଏହା ର ସେବନ ଦ୍ୱାରା ବେଶ ସ୍ଵାସ୍ତ୍ୟ ପାଁଇ ଏହା ଲାଭକାରୀ ହେଇଥାଏ I ବାଦାମ ଓ କାଜୁ ସହଜ ରେ ହଜମ ହେଇ ନ ଥାଏ I କିସମିସ ରେ ଅମେଗା 3 କ୍ୟାଲସିୟମ ଜିଙ୍କ , ଭିଟାମିନ ଇ ଆଦି ରହିଥାଏ I ଏହା ର ସେବନ କରିବା ଯେତିକି ଉପକାର କିସମିସ ପାଣି ର ମଧ୍ୟ ସେବନ କରିବା ତା ଠାରୁ ଅଧିକ ଉପକାର ଅଟେ I ରାତି ରେ କିଛି କିସମିସ ପାଣି ରେ ବତୁରାଈ ରଖନ୍ତୁ ଓ ସକାଳୁ ଏହି ପାଣି ର ସେବନ କରନ୍ତୁ I ନିୟମିତ ଏକ ମାସ ଏହି କାର୍ଯ୍ୟ କରନ୍ତୁ I

ହଜମ ପାଁଇ ସହାୟକ ହେଇଥାଏ I
ସର୍ବଦା ଖାଇବେନି କାହିଁକି ଅନେକ କିଛି ଖାଦ୍ୟ ର ସେବନ କରିଥାନ୍ତି ଯାହା ଦ୍ୱାରା ପେଟ ଗ୍ୟାସ , ଏସିଡ଼ିଟି ଆଦି ସମସ୍ୟା ଲାଗି ରହିଥାଏ I ଯାହା ଦ୍ୱାରା ଆମେ ଶାରୀରିକ ପୀଡା ର ସମୁଖୀନ ହେଇଥାଉ I କିସମିସ ରେ ଥିବା ପୋଷକତତ୍ୱ ଆମ ହଜମ ଜନିତ ସମସ୍ୟା କୁ ଦୂର କରିଥାଏ I ଏବଂ ଏହି କିସମିସ ପାଣି ର ସେବନ ଦ୍ୱାରା ପେଟ ଗ୍ୟାସ ସମସ୍ୟା ଦୂର ହେଇଥାଏ I

ଶରୀର ର ମୈଲା ଦୂର ହେଇଥାଏ
ସକାଳୁ ଖାଲି ପେଟ ରେ ଏହି କିସମିସ ପାଣି ର ସେବନ କରିବା ଦ୍ୱାରା ଶରୀର ମଧ୍ୟ ରେ ଯେତେ ମୈଲା ରହିଛି ସବୁ ବାହାରିଯାଇଥାଏ I କିସମିସ ରେ ଅଣ୍ଟିଆକ୍ସିଡେଣ୍ଟ ରହିଥାଏ ଯାହା କି ପେଟ ଭିତର ର ମୈଲା କୁ ବାହାର କରିବା ରେ ସହାୟକ ହେଇଥାଏ I ଏବଂ ଶରୀର ରେ ହାନିକାରକ ଟାକ୍ସନ କୁ ଶରୀର ରୁ ବାହାର କରିଥାଏ I

ରକ୍ତ ର ଅଭାବ ଦୂର ହେଇଥାଏ
କିଛି ଲୋକେ କିଛି ନା କିଛି କାରଣ ରୁ ଏନିମିୟା ର ଶିକାର ହେଇଥାନ୍ତି I ତେଣୁ ଏପରି ଲୋକ ଙ୍କ ପାଁଇ କିସମିସ ପାଣି ଲାଭକାରୀ ଅଟେ I କିସମିସ ପାଣି ର ସେବନ କରିବା ଦ୍ୱାରା ଶରୀର ରେ ରକ୍ତ କୋଷିକା ର ପୁନର ଗଠନ ହେଇଥାଏ I ଆପଣ ଏକ ମାସ କିସମିସ ପାଣି ସେବନ କରି ଦେଖନ୍ତୁ I

ତ୍ୱଚା ର ସୁନ୍ଦରତା
ରୋଗ ଦୂର କରିବା ସହ କିସମିସ ପାଣି ଚେହେରା ର ଚମକ ମଧ୍ୟ ଦୂର କରିଥାଏ I କିସମିସ ପାଣି ସେବନ ଦ୍ୱାରା ଶରୀର ର ସବୁ ମୈଲା ଦୂର ହେଇଥାଏ I ଏବଂ ରକ୍ତ ଅପରିଷ୍କାର କୁ ମଧ୍ୟ ଏହା ଦୂର କରିଥାଏ I ଚେହେରା ର ସବୁ ଦାଗ ସମସ୍ୟା କୁ ମଧ୍ୟ ଏହା ଦୂର କରିଥାଏ I

ହୃତଘାତ
ଆଜିକା ଵ୍ୟସ୍ତବହୁଳତା କୁ ନେଇ ଲୋକେ ସର୍ବଦା ଚିନ୍ତା ରେ ରହିଥାନ୍ତି I ତେଣୁ କମ ବୟସ ରେ ଲୋକ ଙ୍କୁ ହୃତଘାତ ପରି ସମସ୍ୟା ଲାଗି ରହୁଛି I ଏପରି କ୍ଷେତ୍ର ରେ କିସମିସ ପାଣି ର ସେବନ ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ରେ ରହିବା ସହ ଫୁସଫୁସ ମଧ୍ୟ ସୁସ୍ଥ ରଖିଥାଏ I ଏହା ଆପଣ ଙ୍କୁ ଅନେକ ରୋଗ ରୁ ବଂଚାଇଥାଏ I