ଗୋଟେ ମାସରେ ଗାୟବ ହେଇଯିବ ପେଟର ସବୁ ଚର୍ବି, ବାସ ଏହି ସାମାନ୍ୟ କଥାର ରଖନ୍ତୁ ଧ୍ୟାନ…

ଓଜନ ବୃଦ୍ଧି ଦ୍ୱାରା ଏହା ର ଖରାପ ପ୍ରଭାବ ସ୍ଵାସ୍ତ୍ୟ ଉପରେ ମଧ୍ୟ ରହିଥାଏ I ଓଜନ ନିୟନ୍ତ୍ରଣ କରିବା କୁ ଲୋକେ ନିଜ ର ଖାଦ୍ୟପେୟ କୁ ବିଶେଷ ଧ୍ୟାନ ଦେଇଥାନ୍ତି I ଅନେକ ଲୋକେ ସକାଳୁ ଖାଲି ପେଟ ରେ ମହୁ ଗରମ ପାଣି ର ସେବନ କରିଥାନ୍ତି I କାରଣ ଏହି ମହୁ ମିଶ୍ରିତ ଗରମ ପାଣି ଶରୀର ପାଁଇ ଉତ୍ତମ ହେଇଥାଏ I

40 ବର୍ଷ ର ଆୟୁ ପାର କରିବା ପରେ ମହିଳାମାନେ ଓ ପୁରୁଷ ଙ୍କ ର ଓଜନ ବୃଦ୍ଧି ହେଇଥାଏ I ଏବଂ ପେଟ ବାହାରି ଆସିଥାଏ I କିଛି ଲୋକ ଙ୍କ କହିବା ଅନୁସାରେ ଯଦି ପ୍ରତୋକ ଦିନ ମହୁ ଓ ଉଷୁମ ପାଣି ର ସେବନ କରିବେ ତେବେ ପେଟ କମିଯିବ I କାରଣ 40 ବର୍ଷ ବୟସ ପରେ ଓଜନ ସହଜ ରେ କମି ନ ଥାଏ I

ଏହିପରି ପେଟ କମାଇ ପାରିବେ
ଆୟୁ ବୃଦ୍ଧି ସହ ଶରୀର ରେ ଅନେକ ପରିବର୍ତନ ଆସିଥାଏ I ଅନେକ ଲୋକ ଙ୍କ ର ଓଜନ ବୃଦ୍ଧି ହେଇଥାଏ I ତେଣୁ ଓଜନ ବୃଦ୍ଧି ହେବା ସହ ଏହା କୁ ଅଣଦେଖା କରନ୍ତୁ ନାହିଁ I ଓଜନ କମାଇବା ର ମହତ୍ବପୂର୍ଣ କାମ ହେଉଛି ଡାଇଟ I ସଠିକ ଖାଦ୍ୟ ସଠିକ ସମୟ ରେ ସେବନ କରିଲେ ଆପଣ ଙ୍କ ର ଓଜନ କମିପାରିବ I ତେଣୁ ଆପଣ ନିଜ ର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ I

ଓଜନ କମିବା ପାଁଇ ଏହା କୁ ଅନୁସରଣ କରନ୍ତୁ
– ନିୟମିତ ଖାଲି ପେଟ ରେ ସକାଳୁ ବ୍ୟାୟାମ କରନ୍ତୁ I ଏହା ପରେ ଖାଲି ପେଟ ରେ ଗ୍ରୀନ ଟି ସେବନ କରନ୍ତୁ I ଏହା ଦ୍ୱାରା ଚର୍ବି କମିବ I

-ସକାଳୁ କ୍ଷୀର ଓ ଅଣ୍ଡା ର ସେବନ କରନ୍ତୁ I କ୍ଷୀର ସ୍ଥାନ ରେ ଆପଣ ଏକ ଗ୍ଲାସ ଜୁସ ସେବନ କରିପାରିବେ I

-ଦିପହର ସମୟ ରେ ଆପଣ ତିନି ରୁଟି ଓ ଦୁଇଟି ବିସ୍କୁଟ ଖାଇପାରିବେ I କିମ୍ବା ଫଳ ସେବନ କରିପାରିବେ I

-ସନ୍ଧ୍ୟା ରେ ଚା ବିସ୍କୁଟ ଆଦି ସେବନ କରିପାରିବେ I

-ରାତି ରେ ଡାଲି ରୁଟି କିମ୍ଭା ଭାତ ସେବନ କରିପାରିବେ I ଏହା ସହ ଆପଣ ଚିକେନ ସେବନ କରିପାରିବେ I

ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ I ଅତି କମ ରେ 20 ମିନିଟ ବ୍ୟାୟାମ କରନ୍ତୁ I ଯଦି ବ୍ୟାୟାମ ନ କରୁଛନ୍ତି ତେବେ ଯୋଗା କରନ୍ତୁ I ଏପରି କରିବା ଦ୍ୱାରା ଖାଦ୍ୟ ଠିକ ରେ ହଜମ ହେଇଥାଏ I ନିଦ ଭଲ ହେଇଥାଏ I ଆପଣ ଅତି କମ ରେ 8 ଘଣ୍ଟା ଶୋଇବା ଉଚିତ I

ଏହି ନିୟମ ର ପାଳନ
-ଆପଣ କେବଳ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ହିଁ ସେବନ କରନ୍ତୁ I
-ଦ୍ୱିତୀୟ ନିୟମ ଅନୁସାରେ ଅଧିକ ବ୍ୟାୟାମ କରନ୍ତୁ I ଶରୀର ଆକ୍ଟିଭ ରହିବ I
-ତୃତୀୟ ନିୟମ ଅନୁସାରେ ଲୋ କାରବ ଫୁଡ ର ସେବନ କରନ୍ତୁ I
-ଚତୁର୍ଥ ନିୟମ ଅନୁସାରେ ସକାଳୁ ଖାଲି ପେଟ ରେ ଲେମ୍ବୁ ପାଣି କିମ୍ବା ଗ୍ରୀନ ଟି ସେବନ କରନ୍ତୁ I