ଗୋଟିଏ ମାସରେ ପେଟ କମାଇବାର ଅଛି ତ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହା ଜନିଷ, ଗୋଟେ ମାସରେ ଦେଖିବେ ଫରକ

ଓଜନ ବଢାଇବା ସହଜ ହେଇଥାଏ I କିନ୍ତୁ ଓଜନ କମାଇବା ବହୁତ କଷ୍ଟ ହେଇଥାଏ I ଓଜନ କମାଇବା ପାଁଇ ଅନେକ ବ୍ୟାୟାମ କରିବାକୁ ପଡିଥାଏ I ଓଜନ କମାଇବା କୁ ହେବ ଆପଣ ନିଜ ର ଖାଦ୍ୟ ଶୈଳୀ କୁ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେଇଥାଏ I ତେବେ ଆପଣ ନିଜ ର ଖାଦ୍ୟ ଶୈଳୀ ରେ ଅମୃତଭଣ୍ଡା ର ବ୍ୟବହାର କରିପାରିବା I ଯାହା ଦ୍ୱାରା କି ଆପଣ ଙ୍କ ଶରୀର ର କୋଲେଷ୍ଟ୍ରଲ କମିଥାଏ I

ଅମୃତଭଣ୍ଡା କେମିତି କରିଥାଏ ଓଜନ କମ
ଅମୃତଭଣ୍ଡା ରେ ଅନେକ ପ୍ରକାର ର ପୋଷକତତ୍ୱ ରହିଥାଏ I ଯାହା କି ଆପଣ ଙ୍କ ଶରୀର ର ଚର୍ବି କୁ କମାଇଥାଏ I ଅମୃତଭଣ୍ଡା ରେ ଅନେକ ପୋଷକତତ୍ୱ ରହିଥାଏ ଯାହା ଆପଣ ଙ୍କ ର ଓଜନ କମାଇଥାଏ I ଏବଂ ଆପଣ ଙ୍କ ର ଶରୀର ସୁସ୍ଥ ରହିବା ସହ ଅନେକ ରୋଗ ମଧ୍ୟ ଭଲ ହେଇଥାଏ I

ଅମୃତଭଣ୍ଡା ର ସେବନ
ଓଜନ କମାଇବା ପାଁଇ ନିୟମିତ ଅମୃତଭଣ୍ଡା ସେବନ କରିବା ଉଚିତ I ଏହା କୁ ଖାଇବା ଦ୍ୱାରା ଆପଣ ଙ୍କ ର ଭୋକ କମିଥାଏ I ଏହା କୁ ଆପଣ ନିଜ ର ଡାଇଟିଂ ରେ ସାମିଲ କରିବା ଉଚିତ I

ଅମୃତଭଣ୍ଡା ଡାଏଟ ପ୍ଲାନ
ଜଳଖିଆ
ସକାଳୁ ଆପଣ ଜଳଖିଆ ରେ କ୍ଷୀର ଓ ଅମୃତଭଣ୍ଡା ସେବନ କରିପାରିବେ I ଏହା କୁ ସେବନ କରିବା ଦ୍ୱାରା ଆପଣ ଙ୍କ ଶରୀର କୁ ମିଳିଥାଏ I ପାଚନତନ୍ତ୍ର ମଧ୍ୟ ମଜବୁତ ହେଇଥାଏ I ଏହା ର 15 ମିନିଟ ପରେ ଆପଣ ପୁଣି କ୍ଷୀର ର ସେବନ କରିପାରିବେ ଏହା ସହ ଅଣ୍ଡା ମଧ୍ୟ ସେବନ କରିପାରିବେ I

ଲଞ୍ଚ
ଆପଣ ଦିପହର ଖାଦ୍ୟ ରେ ଏକ ରୁ ଦୁଇଟି ରୁଟି ଓ ଏକ ଛୋଟ ତାଟିଆ ରେ ଡାଲି ସହ କିଛି ସିଝା ପରିବା ଖାଇପାରିବେ I ଏହା କୁ ସେବନ କରିବା ର ଏକ ଦୁଇ ଘଣ୍ଟା ପରେ ହିଁ ପାଣି ପିଇବେ I ଆପଣ ଚାହିଁଲେ ଅମୃତଭଣ୍ଡା କୁ କାଟିକି ଖାଇପାରିବେ I

ଡିନର
ରାତି ରେ ଆପଣ ଏକଦମ ହାଲୁକା ଖାଦ୍ୟ ସେବନ କରିବା ଉଚିତ I ଏବଂ ସୁପ ମଧ୍ୟ ସେବନ କରିପାରିବେ I ସୁପ ପିଇବା ର ଅଧ ଘଣ୍ଟା ପରେ ଆପଣ ଅମୃତଭଣ୍ଡା ର ସେବନ କରିପାରିବେ I

ଅମୃତଭଣ୍ଡା କୁ ରଖିବେ ଡାଇଟ ରେ
-ଏହି ସମୟ ରେ ଭାତ ଖାଇବେ ନାହିଁ I କାରଣ ଭାତ ଖାଇବା ଦ୍ୱାରା ଭୋକ ଅଧିକ ହେଇଥାଏ I ଏବଂ ଓଜନ ବଢିଥାଏ I
– ବାହାର ର ଖାଦ୍ୟ ସେବନ କରନ୍ତୁ ନାହିଁ I
-ଅଧିକ ଭୋକ ଲାଗିଲେ ଆପଣ ସୁଗାର ଫ୍ରି ବିସ୍କୁଟ ର ସେବନ କରିପାରିବେ I
-ପିଜ୍ଜା , ବର୍ଗର ପରି ଜିନିଷ ଭୁଲ ରେ ମଧ୍ୟ ସେବନ କରନ୍ତୁ ନାହିଁ I
-ମିଠା , ଚକଲେଟ ଆଦି ର ସେବନ କରିବା ଉଚିତ ନୁହେଁ I