୧ ମିନିଟ ପର୍ଯ୍ୟନ୍ତ ଜିଭରେ ଏପରି ଲଗାଇ ରଖନ୍ତୁ ଚାମଚ, ସବୁ ରୋଗର ମିଳିଯିବ ଖବର !

ଆଜିକା ସମୟ ରେ ଲୋକେ ନିଜ ର ବ୍ୟସ୍ତବହୁଳ ଜୀବନ କୁ ନେଇ ସଠିକ ଖାଦ୍ୟପେୟ ନେଇପାରନ୍ତି ନାହିଁ I ଯାହା ଦ୍ୱାରା କି ଲୋକେ ଅନେକ ରୋଗ ର ଶିକାର ହେଇଥାନ୍ତି I ଏହି ରୋଗ କାରଣ ରୁ ଲୋକେ ଯେଉଁ ଡାକ୍ତରୀ ପରୀକ୍ଷ କରିଥାନ୍ତି ଏହା ବହୁତ ଅଧିକ ମୂଲ୍ୟ ର ହେଇଥାଏ I କିଛି ଲୋକେ ଏହି ଡାକ୍ତରୀ ପରୀକ୍ଷ କରିଥାନ୍ତି ତ କିଛି ଲୋକେ କରି ନ ଥାନ୍ତି I ଆଜି ଆମେ ଆପଣ ଙ୍କୁ କିଛି ଏପରି କଥା କହିବା କୁ ଯାଉଛୁ ଯାହା କି ଘରୋଇ ଟେଷ୍ଟ ଅଟେ I

ଏହି ଉପାୟ ଦ୍ୱାରା ଘରେ ବସି ବସି ଆପଣ ଅନେକ ଗମ୍ଭୀର ରୋଗ ବିଷୟ ରେ ଜାଣିପାରି ଥାନ୍ତି I ୟୁନିଭର୍ସିଟି ଅଫ ଟୋରନଟୋ ର ଆସିଷ୍ଟାଣ୍ଟ ପ୍ରଫେସର ଓ ବ୍ରଡକଷ୍ଟ ମେଡିକାଲ ଜର୍ଣ୍ଣାଲିଷ୍ଟ ରେ ଏକ ରିସର୍ଚ୍ଚ ସମୟ ରେ ମନୁଷ୍ୟ ଶରୀର ରେ କେଉଁ ପ୍ରକାର ର ରୋଗ ରହିଛି ଏହା ଜାଣିବା ର ଏକ ସହ ଉପାୟ ବିଷୟ ରେ ଆଲୋଚନା କରିଛନ୍ତି I

କିପରି କରିବେ ବ୍ୟବହାର
ଏକ ଚାମଚ ର ଉପରି ଭାଗ କୁ ଆପଣ ନିଜ ର ଜିଭ ରେ ଲଗାନ୍ତୁ I ଧୀରେ ଧୀରେ ଏହା କୁ ଜିଭ ରେ ଘସନ୍ତୁ I ଯେ ପର୍ଯ୍ୟନ୍ତ ପାଟି ରୁ ଲାଳ ନ ବାହାରିଛି ସେ ପର୍ଯ୍ୟନ୍ତ ଏହି ଚାମଚ କୁ ରଖିଥାନ୍ତୁ I ଏହା ପରେ ଚାମଚ କୁ ମୁହଁ ରୁ ବାହାର କରି ଏକ ପଲିଥିନ ରେ ରଖନ୍ତୁ I ଏବଂ ଏହି ପଲିଥିନ କୁ ଏକ ବଲ୍ବ ସମୁଖ ରେ ରଖନ୍ତୁ I

ରୋଗ ର ପରିଚୟ
ଯଦି ପଲିଥିନ ରୁ ମିଠା ଗନ୍ଧ ବାହାରିଥାଏ ତ ଆପଣ ଙ୍କୁ ସୁଗାର ରୋଗ ହେଇଚି I

ଯଦି ଚାମଚ ର ରଙ୍ଗ ହଳଦିଆ ହେଇଥାଏ ତେବେ ଥାଇରଇଡ ରୋଗ ରେ ଆପଣ ପୀଡିତ ଅଟନ୍ତି I

ଯଦି ଚାମଚ ର ରଙ୍ଗ ବାଇଗଣୀ ହେଇଯାଇଥାଏ ତେବେ ଶରୀର ରେ ରକ୍ତ ସଂଚାର ଠିକ ରେ ହେଇପାରୁ ନାହିଁ I ଏବଂ କୋଲେଷ୍ଟ୍ରଲ ର ମାତ୍ରା ବଢି ଯାଇଥାଏ I

ଯଦି ଚାମଚ ର ରଙ୍ଗ ଧଳା ହେଇଥାଏ ତେବେ ଶରୀର ରେ କୌଣସି ସଂକ୍ରମଣ ରୋଗ ହେଇଚି I

ଯଦି ଚାମଚ ର ରଙ୍ଗ ନାରଙ୍ଗୀ ହେଇଥାଏ ତେବେ ଆପଣ ଙ୍କ ର କିଡ୍ନୀ ସମସ୍ୟା ରହିଥାଏ ବୋଲି ଜାଣିପାରିବେ I