ଗୋଟେ ପରେ ଗୋଟେ ମ୍ୟାଚ ରେ ହିଟ ହେଇଚାଲିଛନ୍ତି ଏହି ଖେଳାଳି, ଲାଗୁଚି ଆଗାମୀ ବିରାଟ ହେବେ ଏହି ଖେଳାଳି

ବିରାଟ କୋହଲି ଭାରତୀୟ କ୍ରିକେଟ ଟିମ ର ବର୍ତମାନ ର କ୍ୟାପଟେନ ଅଟନ୍ତି I ସେ ଡାହାଣ ହାତ ରେ ହିଁ ବ୍ୟାଟିଂ କରନ୍ତି I ବିରାଟ କୋହଲି ଦୁନିଆ ର ସର୍ବଶ୍ରେଷ୍ଟ କ୍ରିକେଟର ଅଟନ୍ତି I 2008 ରେ 19 ବର୍ଷ ଆୟୁ ରେ ହିଁ ବିଶ୍ୱକପ କ୍ରିକେଟ ଟିମ ରେ କ୍ୟାପଟେନ ରହିଥିଲେ I ଏବଂ IPL ମ୍ୟାଚ ରେ ବିରାଟ ରୟାଲ ଚାଲେଞ୍ଜର ବ୍ୟଙ୍ଗଲୋର ଟିମ ର କ୍ୟାପଟେନ ମଧ୍ୟ ଅଟନ୍ତି I

ଭାରତୀୟ କ୍ରିକେଟ ଟିମ ସର୍ବଦା ହିଁ ୟୁଵା ଖେଳାଳି ଙ୍କ ର ଭରସା ରେ ଚାଲିଥାଏ I ଭାରତୀୟ କ୍ରିକେଟ ଟିମ ରେ ଏପରି ଅନେକ ପ୍ରତିଭାଶାଳୀ ଖେଳାଳି ରହିଛନ୍ତି I ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ନିଜ ର ଆକ୍ରମକ ଖେଳ ପ୍ରଦର୍ଶନ କୁ ନେଇ ହିଁ ଚର୍ଚିତ ରହିଥାନ୍ତି I

ବିରାଟ କୋହଲି ଙ୍କ ର ପରେ ଭାରତୀୟ କ୍ରିକେଟ ଟିମ ରେ ତାଙ୍କ ସ୍ଥାନ କେଉଁ ଖେଳାଳି ପୂରଣ କରିବେ ଏହା ଆଜି ଆମେ ଆଲୋଚନା କରିବା I ବିରାଟ ଙ୍କ ଯିବା ପରେ ତାଙ୍କ ପରି ଜଣେ ବ୍ୟାଟ୍ସମ୍ୟାନ ରହିବା ଭାରତୀୟ ଟିମ ପାଁଇ ଅତ୍ୟନ୍ତ ଜରୁରୀ ଅଟେ I ତେବେ ବିଗତ ଦିନ ରେ ବିରାଟ କହିଛନ୍ତି ତାଙ୍କ ସ୍ଥାନ ଯଦି କେହି ନେଇପାରିବେ ତେବେ ସେ ହେଉଛନ୍ତି ଶୁଭମନ ଗିଲ I

ଶୁଭମନ ଗିଲ ସର୍ବଦା ଅଣ୍ଡର 19 ଓ ଭାରତୀୟ ଏ ଟିମ ତରଫରୁ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି I ଶୁଭମନ ଗିଲ ଭାରତୀୟ ଟିମ ରେ କମ ବୟସ ରେ ହିଁ ଡବଲ ସେନ୍ଚୁରୀ କରି ରେକର୍ଡ କରିଛନ୍ତି I

Share Your Comments Below