ଗୋଟେ ସମୟରେ କ୍ରାଇମ ରିପୋର୍ଟର ଥିଲେ ବିଗ ବସ ୧୩ର ହିନ୍ଦୁସ୍ତାନୀ ଭାଉ, ଫୋଟୋ ଦେଖିକି ଆପଣ ଚିହ୍ନି ପାରିବେନି

ବିଗ ବସ ସିଜନ 13 ର ଆରମ୍ଭ ଆଗାମୀ 2 ମାସ ରେ ହେବାକୁ ଯାଉଛି I ଏଥର ସୋ ରେ ସିଦ୍ଧାର୍ଥ ଶୁକ୍ଳ , ରସମି ଦିଶଇ , ଦେବୋଲିନ ଭାଟାଚାର୍ଯ୍ୟ , ମହିରା ଶର୍ମା ପରି ଅନେକ କଳାକାର ଅଛନ୍ତି I ବିଗତ ଦିନ ରେ କିଛି ବାଇଲଡ କାର୍ଡ କଣ୍ଟଷ୍ଟ ଙ୍କୁ ମଧ୍ୟ ଏଣ୍ଟ୍ରି ମିଳିଥିଲା I ଏହି ପ୍ରତିଯୋଗୀ ଙ୍କ ମଧ୍ୟ ରେ ହିନ୍ଦୁସ୍ତାନୀ ଭାଉ ଙ୍କ ପରି ବ୍ୟକ୍ତି ଅର୍ଥାତ ବିକାଶ ପାଠକ ଙ୍କୁ ସୁଯୋଗ ମିଳିଛି I

ବିକାଶ ଓରଫ ଭାଉ ନାମ ରେ ବିଗ ବସ ରେ ସେ ଏଣ୍ଟ୍ରି କରୁଛନ୍ତି I ସେ ସାରା ଭାରତ ରେ ବେଶ ସୁପରିଚିତ ଅଟନ୍ତି I ସେ ତାଙ୍କ ନିଜ ର ଏକ ୟୁଟୁବ ଚାନେଲ କରିଛନ୍ତି I ସେ ସର୍ବଦା ପାକିସ୍ତାନ ଓ ଭାରତ ବିବାଦ କୁ ନେଇ ଭାରତ ସମର୍ଥନ ରେ ଦେଉଥିବା ବୟାନ କୁ ଚର୍ଚିତ ଅଟନ୍ତି I

ଲୋକପ୍ରିୟତା ପାଇଛନ୍ତି ବିକାଶ
ବିକାଶ ଜଣେ ୟୁଟୁବ ର ଲୋକପ୍ରିୟ ବ୍ୟକ୍ତି ଅଟନ୍ତି I ତାଙ୍କ ଚାନେଲ ର ସବସ୍କ୍ରିପସନ ଲକ୍ଷ ଲକ୍ଷ ଅଟେ I ଏବଂ ତାଙ୍କ କଥା କହିବା ର ଶୈଳୀ ଦର୍ଶକ ଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥାଏ I ବିଗ ବସ ରେ ମଧ୍ୟ ବିକାଶ ଙ୍କୁ ଦର୍ଶକେ ଅଧିକ ପସନ୍ଦ କରିବେ I ସେ ୟୁଟୁବ ରେ ଦେଶ ଦ୍ରୋହି ଙ୍କୁ ସର୍ବଦା ଖରାପ ଭାଷା ରେ ଗଲି ଦେଉଥିବା ର ଆପଣ ଦେଖିଥିବେ I

କରୁଥିଲେ କ୍ରାଇମ ରିପୋର୍ଟିଂ
ଭାଉ ଙ୍କ ର ଅନ୍ଦାଜ ଦେଖି ଆପଣ ଙ୍କ ମନ ରେ ମଧ୍ୟ ଏପରି କିଛି ପ୍ରଶ୍ନ ଆସିଥିବି I କିନ୍ତୁ ୟୁଟୁବ ପୂର୍ବ ରୁ ସେ ଜଣେ ସୁପରିଚିତ କ୍ରାଇମ ରିପୋର୍ଟର ଥିଲେ I ସେ ଲୋକାଲ ନ୍ୟୁଜପେପର ରେ ମଧ୍ୟ କାମ କରୁଥିଲେ I ତେଣୁ ସେ 2011 ରେ ମଧ୍ୟ ବେଷ୍ଟ ଚିଫ କ୍ରାଇମ ରିପୋର୍ଟର ରୂପେ ଆୱାର୍ଡ ପାଇଥିଲେ I

ଚଳାଉଛନ୍ତି ଏନଜିଓ
ବିକାଶ ଓରଫ ଭାଉ ଙ୍କ ର ବିବାହ ଅଶ୍ୱିନୀ ପାଠକ ଙ୍କ ସହ ହେଇଚି I ଏଠାରେ ଆପଣ ଉଭୟ ଙ୍କ ର ଫୋଟୋ ମଧ୍ୟ ଦେଖିପାରୁଥିବେ I ବିକାଶ ଙ୍କ ର ବୟସ ବର୍ତମାନ 40 ବର୍ଷ ବୟସ ଅଟେ I ଏବଂ ଭାଉ ଙ୍କ ର ପୁଅ ଆଦିତ୍ୟ ମଧ୍ୟ ମଧ୍ୟ ତାଙ୍କ ପିତାମାତା ଙ୍କ ର ଅତି ନିକଟତର ଅଟନ୍ତି I ବିକାଶ ଙ୍କ ର ନିଜ ର ଏକ ଏନଜିଓ ରହିଛି I ଏହି ସଂସ୍ଥା ର ନାମ ଆଦିତ୍ୟ ୟୁଵା ପ୍ରତିଷ୍ଠାନ I

ପତ୍ନୀ କରିଥିଲେ ପୋଲିସ ରେ କମ୍ପ୍ଲେନ
ବିଗତ ଦିନ ରେ ଭାଉ ଙ୍କ ର ପତ୍ନୀ ଅଶ୍ୱିନୀ ବେଶ ଚର୍ଚା କୁ ଆସିଥିଲେ କାରଣ ସେ ନିଜ ପତି ବିକାଶ ଙ୍କ ର ବିରୋଧ ରେ ମିଡ଼ିଆ ରେ ଚାଲୁଥିବା ଅପପ୍ରଚାର କୁ ନେଇ ଅଭିଯୋଗ କରିଛନ୍ତି I ସେ ଅଭିଯୋଗ ରେ ଲେଖିଛନ୍ତି , ଅନେକ ଭୁଲ ଓ ଫରଜି ମ୍ୟାସେଜ , ବୟାନ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ହିନ୍ଦୁସ୍ତାନୀ ଭାଉ ଙ୍କ ବିରୋଧ ରେ ଦେଖିବା କୁ ମିଳିଛି I ଯେଉଁମାନେ ତାଙ୍କୁ ସୋସିଆଲ ମିଡ଼ିଆ ରେ ତାଙ୍କ ସମ୍ପର୍କୀୟ କହୁଛନ୍ତି ସେମାନେ ତାଙ୍କ ର କେହି ନୁହନ୍ତି I

Share Your Comments Below