ସନିଦେବ ହେଉଛନ୍ତି ସବୁଠାରୁ କ୍ରୋଧୀ ଦେବତା | ସନିଦେବ ଙ୍କ କୋପ ଦୃଷ୍ଟି ଯେଉଁ ବ୍ୟକ୍ତି ଙ୍କ ଉପରେ ପଡିବ ସେହି ବ୍ୟକ୍ତି ଙ୍କ ର ଜୀବନ ନର୍କ ସମାନ ହେଇଯିବ କିନ୍ତୁ ଯେଉଁ ବ୍ୟକ୍ତି ଉପରେ ସନିଦେବ ଙ୍କ କୃପା ଦୃଷ୍ଟି ରହିବ ସେହି ବ୍ୟକ୍ତି ଙ୍କ ର ଜୀବନ ଧନ୍ୟ ହେଇଯିବ ଓ ସ୍ୱର୍ଗ ସମାନ ସୁଖ ପ୍ରାପ୍ତି କରିବେ | ସର୍ବଦା ସନିଦେବ ଙ୍କ ଚରଣ ଦର୍ଶନ କରବା ଉଚିତ |
ସନିଦେବ ଯେତିକି କ୍ରୋଧୀ ସେତିକି ହିଁ ଦୟାଳୁ ଅଟନ୍ତି | ତାଙ୍କ ଭକ୍ତ ଙ୍କ ଉପରେ ସେ ଅସୀମ କୃପା କରିଥାନ୍ତି | ଜୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଙ୍କ ର ସ୍ଥାନ ପରିବର୍ତନ ଅନଶୁୟାରେ ହିଁ ବ୍ୟକ୍ତି ଙ୍କ ଉପରେ ଏହା ର ପ୍ରଭାଵ ପଡିଥାଏ |
ଗ୍ରହ ଙ୍କ ର ପରିବର୍ତନ ର ପ୍ରଭାବ ଆମ ଉପରେ ବିଶେଷ ରହିଥାଏ | ବର୍ତମାନ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ର ଭାଗ୍ୟ ବଦଳାଇଦେବେ ସନିଦେବ | ଏବଂ ଗୋଟେ ରାଶି ର ଭାଗ୍ୟ ମଧ୍ୟ ସମ୍ପୂର୍ଣ ବଦଳିଯିବ |
ଏହି ରାଶି ର ବ୍ୟକ୍ତି ସନିଦେବ ଙ୍କ ଶୁଭ ଦୃଷ୍ଟି ପ୍ରାପ୍ତି କରିବାକୁ ଆଗାମୀ 33 ବର୍ଷ ପର୍ଯ୍ୟନ୍ତ ଅନେକ ସୁଖ ସୁବିଧା ପ୍ରାପ୍ତି କରିବେ | ଏହି ରାଶି ହେଉଛି ମୀନ ରାଶି | ମୀନ ରାଶି ର ଲୋକେ ଆଗାମୀ 33 ବର୍ଷ ପର୍ଯ୍ୟନ୍ତ ନିଜ କ୍ୟାରିୟର ରେ ଅନେକ ଉର୍ନତି କରିବେ |
ପାଠପଢା ରେ ଅନେକ ସଫଳ ହେବେ | ବିବାହ ର ଯୋଗ ମଧ୍ୟ ରହିଛି | କିନ୍ତୁ ବିବାଦ ଆଦି ରୁ ଦୁରେଇ ରହିବା ଉଚିତ | ଶନିବାର ଦିନ ପ୍ରଭୁ ସନିଦେବ ଙ୍କ ଦର୍ଶନ କରିବା ଉଚିତ | ଏହା ଦ୍ୱାରା ସନିଦେବ ଙ୍କ ର ବିଶେଷ କୃପା ଆପଣ ପ୍ରାପ୍ତି କରିଥାନ୍ତି |
ମେଷ ରାଶି ର ବ୍ୟକ୍ତି ଙ୍କ ର ରାଶି ରେ 12 ମଇ ରୁ ରାତି ରୁ ଭାଗ୍ୟ ବଦଳିବା ଆରମ୍ଭ ହେବ | ପ୍ରଚୁର ଧନ ପ୍ରାପ୍ତି ର ଯୋଗ ରହିଛି | ମଙ୍ଗଳବାର ରାତି ସମୟ ରେ ହିଁ ଅଧୁରା କାର୍ଯ୍ୟ ପୁରା କରିବେ |
ବ୍ୟବସାୟ ରେ ଉର୍ନତି କରିବେ | କୌଣସି ବଡ଼ ଅଧିକାରୀ ଙ୍କ ଦ୍ୱାରା ଉପହାର ପ୍ରାପ୍ତି କରିବେ | ପ୍ରେମ ସମ୍ବନ୍ଧ ରେ ମଧୁରତା ପ୍ରାପ୍ତି କରିବେ | କ୍ରୋଧ କୁ ଶାନ୍ତ କରିବେ | ନେତ୍ର ଦୋଷ ରହିପାରେ | ସ୍ଵାସ୍ତ୍ୟ କୁ ଧ୍ୟାନ ଦେବେ | ସନ୍ତାନ ପ୍ରାପ୍ତି ର ଯୋଗ ରହିଛି | ଶିକ୍ଷ୍ୟା କ୍ଷେତ୍ର ରେ ଉର୍ନତି କରିବେ |
ତୁଳା ରାଶି ର ବ୍ୟକ୍ତି ଙ୍କ ର ଲୋକଙ୍କ ସମୟ ବେଶ ଭଲ ରହିଛି | କ୍ୟାରିୟର ରେ ଲଗାତାର ଉର୍ନତି କରିବେ | ଅନେକ ବର୍ଷ ରୁ ଅଟକି ରହିଥିବା କାର୍ଯ୍ୟ ରେ ସଫଳ ହେବେ | କୌଣସି ଖୁସି ଖବର ପ୍ରାପ୍ତି କରିବେ |
ଆପଣ ଙ୍କ ସଫଳତା ରେ ଆପଣ ଙ୍କ ପତ୍ନୀ ଙ୍କ ର ଯୋଗଦାନ ଅଧିକ ରହିବ | ଜୀବନ ରେ ଆପଣ ଯାହା ବି କାର୍ଯ୍ୟ କରିବେ ଅନ୍ୟ ର ଭଲ ପାଁଇ ହିଁ କରିବେ | ସମାଜ ରେ ମାନ ସଂମାନ ବୃଦ୍ଧି ହେବ |
ସିଂହ ରାଶି ର ଲୋକେ ଧନ ପ୍ରାପ୍ତି ର ଯୋଗ ରହିଛି | ଆର୍ଥିକ ସ୍ତିତି ଉତ୍ତମ ରହିବ | କିନ୍ତୁ ପୁଞ୍ଜି ନିବେଶ ରେ ବିଶେଷ ଧ୍ୟାନ ଦିଅନ୍ତୁ | ମାତା ପିତା ଙ୍କ ସହ ସମ୍ବନ୍ଧ ଉତ୍ତମ ରହିବ |
ସାରା ଦିନ ସକାରାତ୍ମକ ଚିନ୍ତା ରେ ରହିବେ | କୌଣସି ଶୁଭ ଖବର ଅପେକ୍ଷ୍ୟା ରେ ରହିବେ | ବ୍ୟବସାୟ ରେ କୌଣସି ବଡ଼ ଧରଣ ର ସଫଳତା ପ୍ରାପ୍ତି କରିବେ |
ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମ ରେ ସନିଦେବ ହେଉଛନ୍ତି ନ୍ୟାୟ ର ଦେବତା | ପ୍ରତୋକ ବ୍ୟକ୍ତି ଙ୍କ ର କର୍ମ ଅନୁସାରେ ହିଁ ସନିଦେବ ଫଳ ପ୍ରଦାନ କରିଥାନ୍ତି | ଏବଂ ବ୍ୟକ୍ତି ନିଜ ର ଭୁଲ କର୍ମ ର ଫଳ ଦଣ୍ଡ ସ୍ୱରୂପ ପାଇଥାଏ |
ଅନେକ ସମୟ ରେ ସହଜ କାମ ମଧ୍ୟ ଅଧିକ ପରିଶ୍ରମ ସତ୍ୱେ ସଫଳ ହେଇ ନ ଥାଏ | ଗ୍ରହ ଙ୍କ ର ସ୍ଥାନ ପରିବର୍ତନ କାରଣ ରୁ କିଛି ରାଶି ର ଲୋକଙ୍କ ଜୀବନ ରେ ନାନା ସମସ୍ୟା ଲାଗି ରହିଥାଏ |
ମିଥୁନ ରାଶି ର ଲୋକେ କୌଣସି ବଡ଼ ଖୁସି ଖବର ପ୍ରାପ୍ତି କରିବେ | ଯାହା ର କାମନା ମଧ୍ୟ ସେ କରି ନ ଥିବେ | ଏହି ରାଶି ର ଲୋକେ ଧନ ପ୍ରାପ୍ତି ର ଯୋଗ ରହିଛି | ନିଜ କାର୍ଯ୍ୟ ସହ ଜଡିତ କିଛି ଯୋଜନା କରିପାରନ୍ତି |
ବ୍ୟବସାୟ ସହ ଜଡିତ କିଛି ବଡ଼ ନିଷ୍ପତି ନେଇପାରନ୍ତି | ଆପଣ ଙ୍କ ର କାହାରି ସହ ସାକ୍ଷ୍ୟାତ ହେଇପାରେ | ପରିବାର ରେ ଖୁସି ର ବାତାବରଣ ଲାଗି ରହିବ | କୌଣସି ବଡ଼ ଖୁସି ଖବର ପ୍ରାପ୍ତି କରିବେ |
କର୍କଟ ରାଶି ର ଲୋକେ ଧନ ପ୍ରାପ୍ତି ର ଏକ ବିଶେଷ ଯୋଗ ହେବାକୁ ଯାଉଛି | ବେରୋଜଗାର ବ୍ୟକ୍ତି ରୋଜଗାରକ୍ଷମ ହେବେ | ବ୍ୟବସାୟ ରେ ଏକ ବହୁତ ବଡ଼ ଅଡ଼ର ମିଳିପାରେ |
ବ୍ୟବସାୟ ରେ କୌଣସି ବଡ଼ ଲାଭ ହେଇପାରେ | ଶିକ୍ଷ୍ୟା କ୍ଷେତ୍ର ରେ କୌଣସି ବଡ଼ ସଫଳତା ପ୍ରାପ୍ତି କରିପାରନ୍ତି | ଉଦ୍ଧାର ଦେଇଥିବା ଧନ ଫେରି ପାଇବେ |
କୁମ୍ଭ ରାଶି ର ଲୋକେ ବନ୍ଧୁ ସମ୍ପର୍କ ଉତ୍ତମ କରିବେ | କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି | ଶିକ୍ଷ୍ୟା କ୍ଷେତ୍ର ରେ ଅପାର ସଫଳତା ପ୍ରାପ୍ତି କରିବେ | ବ୍ୟବସାୟ ରେ କୌଣସି ଶୁଭ ଯୋଗ ହେବାକୁ ଯାଉଛି | ଜୀବନ ରେ ସବୁ ସମସ୍ୟା ର ସମାଧାନ ହେବ |
ମାନ୍ୟତା ଅନୁସାରେ ହିନ୍ଦୁ ଧର୍ମ ରେ ସନିଦେବ ହେଉଛନ୍ତି ନ୍ୟାୟ ର ଦେବତା ଏବଂ ବ୍ୟକ୍ତି ଙ୍କ ର କର୍ମ ଅନୁସାରେ ହିଁ ସେ ଫଳ ଦେଇଥାନ୍ତି |
କେବେ କେବେ ସହଜ କାମ କଷ୍ଟ ହେଇଥାଏ ତ କେବେ କେବେ କଷ୍ଟ କାମ ମଧ୍ୟ ସନିଦେବ ଙ୍କ କୃପା ରୁ ସହଜ ହେଇଯାଇଥାଏ |