ଗୋଟେ ଫିଲ୍ମ ସୁଟିଙ୍ଗ ପାଇଁ ଭାରତୀୟ ରେଳ ବିଭାଗ କେତେ ଟଙ୍କା ନେଇଥାନ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ବଲିଉଡ ଫିଲ୍ମ ରେ ଟ୍ରେନ ବୁକିଂ ବିଷୟ ରେ ଆଲୋଚନା କରିବା I ରେଳ ବିଭାଗ ବଲିଉଡ ଫିଲ୍ମ ସୁଟିଂ କାମ ରେ କେତେ ଟଙ୍କା ନେଇଥାନ୍ତି ଏହି ବିଷୟ ରେ ଆଜି ଆଲୋଚନା କରିବା I ଏପରି ଅନେକ ଫିଲ୍ମ ଆପଣ ଦେଖିଥିବେ ଯେଉଁଥିରେ ଟ୍ରେନ ର ବ୍ୟବହାର ହେଇଥାଏ I ଯେପରି ଫିଲ୍ମ ଚେନାଇ ଏକ୍ସପ୍ରେସ , ଗଦର , ଜଲେବି ପରି ଫିଲ୍ମ I

ବିଶେଷ କଥା ଏହା କି ଭାରତୀୟ ରେଳ ବିଭାଗ ରେବାଡି ଷ୍ଟିମ ଲୋକୋ ଶୋଡ଼ ର ବ୍ୟବହାର କରିଥାଏ I ଏହି କାରଣ ରୁ ଏହା ହେରିଟେଜ ରୂପେ ସମ୍ଭଳିକି ରଖାଯାଇଥାଏ I ଯଦି କୌଣସି ଫିଲ୍ମ ସୁଟିଂ ରେ ଏକ ଇଂଜିନ ଓ 4 ଗୋଟି ବଗି ର ବ୍ୟବହାର ହେବ ତେବେ ଏକ ଦିନ ପାଁଇ 50 ଲକ୍ଷ ଟଙ୍କା ଲାଗିଥାଏ I

ରେଳ ପରିସର ରେ ଫିଲ୍ମ ସୁଟିଂ ହେଲେ ସେହିପରି ମଧ୍ୟ ରେଟ ଅଲଗା ରହିଥାଏ I ଏ ୱାନ କ୍ୟାଟେଗୋରୀ ଥିବା ଷ୍ଟେସନ ର ଲାଇସେନ୍ସ ଫିସ ମଧ୍ୟ ଅଲଗା ରହିଥାଏ ଯାହା ର ମୂଲ୍ୟ 1 ଲକ୍ଷ ଟଙ୍କା ଅଟେ I ଏବଂ ବି କାଟାଗୋରି ଷ୍ଟେସନ ର ମୂଲ୍ୟ 50 ହଜାର ଟଙ୍କା ହେଇଥାଏ I

ବିଜି ସିଜିନ ରେ ଏହା ର ମୂଲ୍ୟ 15% ପ୍ରତିସଦ ଅଧିକ ଚାର୍ଜ ଲାଗିଥାଏ I ଏବଂ ଫିଲ୍ମ ସୁଟିଂ ପାଁଇ 200 କିମି ଓ 5 ୱାଗିନ ପାଁଇ 4,26,600 ଟଙ୍କା ପ୍ରତିଦିନ ରୂପେ ଚାର୍ଜ କରାଯାଇଥାଏ I

ଭାରତୀୟ ରେଳ ବିଭାଗ ର କହିବା ଅନୁସାରେ ସୁଟିଂ ପାଁଇ ଯେତେ କିମି ଲାଗିଲେ ମଧ୍ୟ ମାଲଗାଡୀ ଟ୍ରେନ 200 କିମି ପର୍ଯ୍ୟନ୍ତ ଘଣ୍ଟା କୁ 900 ଟଙ୍କା ଚାର୍ଜ ନେଇଥାଏ I

Share Your Comments Below