ଯେପରି କି ଆପଣ ଜାଣିଥିବେ IPL ର ଲୋକପ୍ରିୟତା ଭାରତ ରେ ବେଶ ଅଧିକ ରହିଛି I ଆଜିକା ସମୟ ରେ କ୍ରିକେଟ ଜଗତ ରେ IPL ସିରିଜ ର ହିଁ ଅଧିକ ଚର୍ଚା ଲାଗି ରହିଥାଏ I ଏହି IPL ମ୍ୟାଚ ର ଆୟୋଜନ ସର୍ବଦା ଭାରତ ର ଅଲଗା ଅଲଗା ସହର ରେ ହିଁ ହେଇଥାଏ I ଏବଂ ପ୍ରତୋକ IPL ରେ କୋଟି କୋଟି ଟଙ୍କା ର ରୋଜଗାର ହେଇଥାଏ I
ଏହି IPL ମ୍ୟାଚ ରେ ଭାରତୀୟ ଖେଳାଳି ଙ୍କ ସହ ଅନେକ ବିଦେଶୀ ଖେଳାଳି ମଧ୍ୟ ସାମିଲ ହେଇଥାନ୍ତି I ଏହି IPL ରେ ଖେଳାଳି ଙ୍କୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟ ରେ ନିଲାମୀ ପ୍ରକ୍ରିୟା ରେ କିଣାଯାଇଥାଏ I ଏବଂ ଏହି ଖେଳାଳି ମାନେ ବେଶ ଭଲ ରୋଜଗାର ମଧ୍ୟ କରିଥାନ୍ତି I ତେବେ ବଲିଉଡ ର ଅଭିନେତ୍ରୀ ପ୍ରୀତି ଜିନ୍ତା କିଙ୍ଗସ ଇଲେଭେନ ଟିମ ର ମାଲିକାଣି ଅଟନ୍ତି I ଆଜି ଆମେ ପ୍ରୀତି ଜିନ୍ତା ଙ୍କ ର ଏକ ମ୍ୟାଚ ରେ IPL ରେ କେତେ ରୋଜଗାର ହେଇଥାଏ ଏହି ବିଷୟ ରେ ଆଲୋଚନା କରିବା I
ଏହା ତ ଆପଣ ଜାଣିଥିବେ ବଲିଉଡ ରେ ପ୍ରୀତି ଜିନ୍ତା ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I କିନ୍ତୁ ଆଜିକା ସମୟ ରେ ପ୍ରୀତି ଜିନ୍ତା ବଲିଉଡ ଜଗତ ରୁ ଦୁରେଇ ଯାଇ IPL ଜଗତ ରେ ପାଦ ଦେଇଛନ୍ତି I
ପ୍ରୀତି ଜିନ୍ତା ଙ୍କ ର କ୍ୟାରିୟର ଅନେକ ସଂଘର୍ଷପୂର୍ଣ ରହିଛି I ପ୍ରଥମେ ବଲିଉଡ ରେ ହିଁ ପ୍ରୀତି ଜିନ୍ତା ନିଜ ର କ୍ୟାରିୟର କରିଥିଲେ 1998 ମସିହା ରେ ଫିଲ୍ମ ଦିଲ ସେ ରୁ ପ୍ରୀତି ଜିନ୍ତା ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I ପ୍ରୀତି ଜିନ୍ତା ନିଜ କ୍ୟାରିୟର ରେ ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି I
ଏତେ ଲୋକପ୍ରିୟତା ପାଇବା ପରେ ମଧ୍ୟ ପ୍ରୀତି ଜିନ୍ତା ବଲିଉଡ ଜଗତ ରୁ ଦୁରେଇ ଯାଇଥିଲେ I ପ୍ରୀତି ଜିନ୍ତା ନିଜ କ୍ୟାରିୟର ରେ ତେଲୁଗୁ ଓ ପଂଜାବୀ ଫିଲ୍ମ ରେ କାମ କରିଥିଲେ I ଏବଂ IPL କୁ ନେଇ ଆଜିକା ସମୟ ରେ ପ୍ରୀତି ଜିନ୍ତା ଅଧିକ ଚର୍ଚା ରେ ରହୁଛନ୍ତି I
ଆପଣ ଏହା ଜାଣି ନ ଥିବେ କି ପ୍ରୀତି ଜିନ୍ତା ଙ୍କ ର IPL ର ଏକ ମ୍ୟାଚ ରୁ କେତେ ରୋଜଗାର ହେଇଥାଏ I ଏଠାରେ ତାଙ୍କ ଟିମ ର ଖେଳାଳି ମାନେ ତାଙ୍କ ଡ୍ରେସ ରେ ବଡ଼ ବଡ଼ କମ୍ପାନୀ ର ବିଜ୍ଞାପନ କରିଥାନ୍ତି I ଏହି ବିଜ୍ଞାପନ ରୁ ତାଙ୍କ ର କୋଟି କୋଟି ଟଙ୍କା ରୋଜଗାର ହେଇଥାଏ I ସେହିପରି ଦର୍ଶକ ଙ୍କ ର ଟିକେଟ ମଧ୍ୟ ରୋଜଗାର ହେଇଥାଏ I
IPL ରେ ଏକ ଟିମ ର ମାଲିକ ପ୍ରାୟ 150 ରୁ 200 କୋଟି ର ରୋଜଗାର କରିଥାନ୍ତି I ଏହିପରି ପ୍ରୀତି ଜିନ୍ତା ଏକ ମ୍ୟାଚ ରୁ ପ୍ରାୟ 2 କୋଟି ଟଙ୍କା ରୋଜଗାର କରିଥାନ୍ତି I ଟିମ ହାରୁ କି ଜିତୁ ତାଙ୍କ ର ରୋଜଗାର ଏହି ଅନୁପାତ ରେ ହିଁ ରହିଥାଏ I