ଗ୍ରୀନ କଫି ପିଇବା ଦ୍ଵାରା ଶରୀରକୁ ମିଳିଥାଏ ଏହି ବିଶେଷ ଲାଭ, ସବୁଦିନ ପିଇଲେ ଚେହେରାରେ ଆସିବ ଚମକ ଓ ଚେହେରା ରେ

ବ୍ରାଉନ କଫି ତୁଳନା ରେ ଗ୍ରୀନ କଫି ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I ଗ୍ରୀନ କଫି ସେବନ ଦ୍ୱାରା ଶରୀର କୁ ଅନେକ ଲାଭ ମିଳିଥାଏ I ଗ୍ରୀନ କଫି ରେ କେଫିନ ରହିଥାଏ ତେଣୁ ଏହା ଶରୀର ପାଁଇ ଲାଭକାରୀ ହେଇଥାଏ I ଗ୍ରୀନ କଫି ସେବନ ର ଅନେକ ଉପକାରିତା ରହିଛି I

ଗ୍ରୀନ କଫି ର ଫାଇଦା
ଗ୍ରୀନ କଫି ବିଷୟ ରେ ତ ଆପଣ ମଧ୍ୟ ଜାଣିଥିବେ I ଆଜି ଆମେ ଆପଣ ଙ୍କୁ ଗ୍ରୀନ କଫି ସେବନ ର ଫାଇଦା ବିଷୟ ରେ କହିବା କୁ ଏହା ସ୍ଵାସ୍ତ୍ୟ ପାଁଇ ଲାଭକାରୀ ହେଇଥାଏ I ଚାଲନ୍ତୁ ଜାଣିବା କଣ କଣ ସବୁ ଫାଇଦା ରହିଛି ଏହି ଗ୍ରୀନ ଟି ର I

ଓଜନ କମିଥାଏ
ଯେଉଁ ବ୍ୟକ୍ତି ନିଜ ର ଓଜନ ନିୟନ୍ତ୍ରଣ କରିବା କୁ ଚାହିଁଥାନ୍ତି ସେମାନେ ଗ୍ରୀନ କଫି ର ସେବନ କରିଥାନ୍ତି I ଏହା ର ସେବନ ଦ୍ୱାରା ଶରୀର ର ଏକ୍ସଟ୍ରା ଚର୍ବି ବାହାରିଯାଇଥାଏ ଓ ଆପଣ ଙ୍କ ର ଓଜନ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ I

ଗ୍ରୀନ କଫି ର ଫାଇଦା – ଡାଇବେଟିଜ କଣ୍ଟ୍ରୋଲ
ଡାଇବେଟିଜ ରୋଗ କୁ କଣ୍ଟ୍ରୋଲ କରିବା କୁ ହେଲେ ଏହି ଗ୍ରୀନ କଫି ବିଶେଷ ଲାଭକାରୀ ଅଟେ I ଗ୍ରୀନ କଫି ର ସେବନ ଦ୍ୱାରା ରକ୍ତ ରେ ଜମି ଥିବା ସୁଗାର ର ମାତ୍ରା ନିୟନ୍ତ୍ରଣ ରେ ରହିଥାଏ I

ମୁଣ୍ଡ ବ୍ୟଥା
ଗ୍ରୀନ କଫି ର ଅନେକ ଫାଇଦା ରହିଛି ଯାହା କି ମୁଣ୍ଡ ବ୍ୟଥା ପାଁଇ ଲାଭକାରୀ ଅଟେ I ମୁଣ୍ଡ ବ୍ୟଥା ପାଁଇ ଏହି ଗ୍ରୀନ ଟି ବିଶେଷ ଲାଭକାରୀ ହେଇଥାଏ କାରଣ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ I ମୁଣ୍ଡ ବ୍ୟଥା ହେଲେ ଆପଣ ଏହା କୁ ଔଷଧ ରୂପେ ସେବନ କରିପାରିବେ I

ଗ୍ରୀନ କଫି ର ଫାଇଦା- କମ ଭୋକ ଲାଗିବ
ଯେଉଁ ଲୋକ ଙ୍କୁ ଅଧିକ ଭୋକ ଲାଗିଥାଏ ସେମାନେ ଗ୍ରୀନ କଫି ସେବନ କରିବା ଉଚିତ I ଏହା ର ସେବନ ଦ୍ୱାରା ଭୋକ ଲାଗିବା କମ ହେଇଥାଏ I

ଚେହେରା ର ଚମକ
ଗ୍ରୀନ ଟି ସେବନ ଦ୍ୱାରା ଚେହେରା ର ସୁନ୍ଦରତା ବୃଦ୍ଧି ପାଇଥାଏ I ଏହା ତ୍ୱଚା ପାଁଇ ଲାଭକାରୀ ହେଇଥାଏ I ଏହା ର ପେଷ୍ଟ ଚେହେରା ରେ ଲଗାଇବା ର ମଧ୍ୟ ବିଶେଷ ଫାଇଦା ରହିଥାଏ I

ତ୍ୱଚା ଖରାପ ହେଇ ନ ଥାଏ
ଅନେକ ଲୋକ ଙ୍କ ର ତ୍ୱଚା ରେ ଦାଗ ଓ ତ୍ୱଚା ର ଚମକ ନଷ୍ଟ ହେଇଯାଇଥାଏ I ଏପରି କ୍ଷେତ୍ର ରେ ମଧ୍ୟ ଗ୍ରୀନ ଟି ର ସେବନ ଲାଭକାରୀ ହେଇଥାଏ I ଏପରି ତ୍ୱଚା ଜନିତ ସମସ୍ୟା ପାଁଇ ଗ୍ରୀନ ଟି ଲାଭକାରୀ ଅଟେ I ଏହି ପେଷ୍ଟ କୁ ମୁହଁ ରେ ଲଗାଇବା ପରେ ସାମାନ୍ୟ ଉଷୁମ ପାଣି ରେ ମୁହଁ ଧୋଇବା ଉଚିତ I

କିପରି କରିବେ ଗ୍ରୀନ ଟି
ଗ୍ରୀନ କଫି ର ଫାଇଦା ତ ଆପଣ ଜାଣିଲେ ତେବେ ଚାଲନ୍ତୁ ଜାଣିବା କିପରି ଏହା କୁ ପ୍ରସ୍ତୁତ କରିବେ I ଏକ ଚାମଚ ଗ୍ରୀନ କଫି କୁ ଗରମ ପାଣି ରେ ପକାନ୍ତୁ I ଏବଂ ଏହା କୁ ଚାମଚ ରେ ଭଲ କରିକି ମିକସ କରିଦିଅନ୍ତୁ I ଆପଣ ଚାହିଁଲେ ଏଥିରେ କିଛି ଚିନି ପକାଇ ପାରିବେ I ଯେଉଁ ବ୍ୟକ୍ତି ଙ୍କ ର ଡାଇବେଟିଜ ସମସ୍ୟା ଥିବ ସେମାନେ ଚିନି ସେବନ କରନ୍ତୁ ନାହିଁ I