ପିଏମ ମୋଦିଙ୍କ ପାଖାପାଖି ସର୍ବଦା ଛାଇ ପରି ରହି ଥାନ୍ତି ଏହି ମହିଳା, ଜାଣନ୍ତୁ କିଏ ଏହି ମହିଳା ?

ଭାରତ ର ପ୍ରଧାନମନ୍ତ୍ରୀ ମୋଦି ଆଜିକା ସମୟ ରେ ସାରା ଦୁନିଆ ରେ ଭାରତ ର ମାନ ସଂମାନ କୁ ଉଚ୍ଚ ରେ ରଖିଛନ୍ତି I ସେ ସର୍ବଦା ବିଦେଶ ଯାତ୍ରା କୁ ନେଇ ଚର୍ଚା ରେ ରହିଥାନ୍ତି I 2014 ରେ ମୋଦି କୌଣସି ନା କୌଣସି ଦେଶ କୁ ଗସ୍ତ ରେ ଯାଇଛନ୍ତି I ଏପରି ବି କୁହାଯାଇଥାଏ କି ତାଙ୍କ ର ଅଧା ରୁ ଅଧିକ ସମୟ ବିଦେଶ ଗସ୍ତ ରେ ହିଁ ରହିଥାଏ I

ଯେତେବେଳେ ବି ମୋଦି ଦେଶ ବାହାର କୁ ଯାଇଥାନ୍ତି ଲୋକଙ୍କ ର ନଜର ତାଙ୍କ ଉପରେ ପଡିଥାଏ I କାରଣ ମୋଦି ବିଦେଶ ରୁ ଭାରତ ପାଁଇ କିଛି ନା କିଛି ଆଣିଥାନ୍ତି I ତେବେ ଦେଖିବାକୁ ଗଲେ ଜଣେ ମହିଳା ସର୍ବଦା ମୋଦି ଙ୍କ ସହ ରହିଥାନ୍ତି I

ତେବେ ଆପଣ ଭାବୁଥିବେ କି ଏହି ମହିଳା କିଏ I ଏବଂ ଏହି ମହିଳା ଙ୍କ ର ମୋଦି ଙ୍କ ସହ କଣ ସମ୍ବନ୍ଧ ରହିଛି I ତାଙ୍କ ର କାମ କଣ ଏପରି ନାନା ପ୍ରଶ୍ନ ଆପଣ ଙ୍କ ମନ କୁ ଆସୁଥିବ I ତେବେ ଏହି ମହିଳା ମୋଦି ଙ୍କ ର ବିଦେଶ ଗସ୍ତ ସମୟ ରେ ହିଁ ତାଙ୍କ ସହ ରହିଥାନ୍ତି I

ଏହି ମହିଳା ଙ୍କ ର ନାମ ଗୁରୁଦିପ କୋର ଚାୱଲା ଅଟେ I ସେ ଜଣେ ଅନୁବାଦକ ଅଟନ୍ତି I ସେ ମୋଦି ଙ୍କ ର ଭାଷଣ କୁ ଅନୁବାଦନ କରିଥାନ୍ତି I ମୋଦି ବିଦେଶ ରେ ଯାହା ବି ଭାଷଣ ଦେଇଥାନ୍ତି ହିନ୍ଦୀ ରେ ଦେଇଥାନ୍ତି ଏବଂ ଏହି ମହିଳା ଉକ୍ତ ହିନ୍ଦୀ ଭାଷା କୁ ସେହି ଅଂଚଳ ର ଆଞ୍ଚଳିକ ଭାଷା ରେ ପରିବର୍ତନ କରି କହିଥାନ୍ତି I ଏହି ମହିଳା ଜଣେ ଭାରତୀୟ ଅଟନ୍ତି I

1990 ରୁ ଅନୁବାଦନ ରେ ସଂସଦ ରୁ ହିଁ ନିଜ କ୍ୟାରିୟର ଆରମ୍ଭ କରିଥିଲେ I କିନ୍ତୁ ବିବାହ ପରେ ତାଙ୍କୁ ତାଙ୍କ କାମ ଛାଡିବାକୁ ପଡିଥିଲା I ବିଦେଶ ରେ ସେଠାକାର ଭାଷା ରେ ହିଁ ହିନ୍ଦୀ ଭାଷା କୁ ଅନୁବାଦନ କରି ଏହି ମହିଳା କହିଥାନ୍ତି I ତେଣୁ ଏହି ମହିଳା ସର୍ବଦା ମୋଦି ଙ୍କ ର ପାଖେ ପାଖେ ରହିଥାନ୍ତି I