ହାଇୱେ କଡ଼ରେ ହେଇଥିବା ରୁମରେ ୩୦୦ଟଙ୍କାରେ ମିଳିଥିଲା ମନପସନ୍ଦର ଝିଅ, ୬୦୦ ଟଙ୍କିଆ ପ୍ୟାକେଜ ଶୁଣିକି ଆପଣଙ୍କର ହୋସ ଉଡିଯିବ

ସରକାର ଓ ପୋଲିସ ଯେତେ ସଜାଗ ହେଲେ ବି ଦେହବ୍ୟାବସାୟ କୁ ଅଟକିବାର ନା ଧରୁନାହିଁ Iଆଗ୍ରା ର ଫତେପୁର ସିକ୍ରି ହାଇୱେ ରେ ମର୍ଯ୍ୟା ରିସୋର୍ଟସ ରେ ଘର ଘଣ୍ଟା କୁ 600 ଟଙ୍କା ରେ ନିଅନ୍ତୁ , ଏପରି ସୂଚନା ପୋଲିସ ହାତ ରେ ଲାଗିଥିଲା I ବନ୍ଦ ରିସୋର୍ଟସ ରେ ସେକ୍ସ ରାକେଟ ଚାଲୁଚି I ଏହା ପରେ ପୋଲିସ ଛପା ମାରିବା ପରେ ଅନେକ ଯୁବକ ଯୁବତୀ ଓ ସେହି ରିସୋର୍ଟସ ର କର୍ମକର୍ତା ଙ୍କୁ ଗିରଫ କରାଯାଇଛି I

ପୋଲିସ ପଚରାଉଚରା ରୁ ଜଣାଯାଇଛି କି ସେଠାରେ ସେକ୍ସ ରାକେଟ ଚାଲୁଥିଲା I ଏକ ଘଣ୍ଟା ପାଁଇ ପ୍ରତି ରୁମ 600 ଟଙ୍କା ରେ ମିଳୁଥିଲା ଏବଂ 300 ଟଙ୍କା ରେ ଆପଣ ଙ୍କ ର ମନପସନ୍ଦ ର ଝିଅ ମିଳୁଥିଲେ I

ଘଣ୍ଟା ହିସାବ ରେ ମୂଲ୍ୟ ନିର୍ଧାରଣ କରାଯାଉଥିଲା I ହାଇୱେ ପାଖ ରେ ଥିବା ରୁ ଅନେକ ଲୋକେ ସେଠାକୁ ଆସୁଥିଲେ I ପୋଲିସ ଇନ୍ସପେକ୍ଟର ଙ୍କ କହିବା ମୁତାବିକ ଅନେକ ଯୁବକ ଯୁବତୀ ରେଡ ସମୟ ରେ ଅସଂଯାତ ଅବସ୍ଥା ରେ ଧରା ପଡିବା ସହ ରିସୋର୍ଟସ ର କିଛି ଷ୍ଟାଫ ବି ଧରା ପଡିଛନ୍ତି I

ମିଡ଼ିଆ ରିପୋର୍ଟ ଅନୁସାରେ ସି ଓ ନମ୍ରତା ଶ୍ରୀ ବାସ୍ତବ ଙ୍କ ର ନିର୍ଦେଶ ରେ ପୋଲିସ ରିସୋର୍ଟସ ରେ ପହଂଚିବା ପରେ ସେଠାରେ ହଇଚଇ ସୃଷ୍ଟି ହେଇଥିଲା I ଏକ ରୁମ ରୁ ପୋଲିସ ଦୁଇ ଯୁବକ ଓ ଜଣେ ଯୁବତୀ ଙ୍କୁ ବି ଉଦ୍ଧାର କରିଛି I ଏହି ଯୁବତୀ ସହଗଂଜ ଅଂଚଳର ଅଟନ୍ତି I ସେଠାରେ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ବି ବରାମତ କରାଯାଇଛି I

ଖବର ମୁତାବିକ ଏହି ରିସୋର୍ଟ ଟି ବନ୍ଦ ହେଇକି ବି ଚାଲୁଥିଲା ଏବଂ ଅନେକ ଲୋକେ ଏଠାରେ ଦେହବ୍ୟାବସାୟ ରେ ଲିପ୍ତ ଥିଲେ ଏବଂ ଅନେକ ଗ୍ରାହକ ବି ଏଠାକୁ ଆସୁଥିଲେ I