ହରବଜନ ସିଂ ଙ୍କର ବଡ଼ ବୟାନ, କହିଲେ କାମ ସରିବା ପରେ ଆମକୁ (ସେହବାଗ,ଗମ୍ଭୀର,ଯୁବରାଜ), ଚାରେ ମାଛି ପଡିଲା ପରି ବାହାର କରିକି ପଦାକୁ ପକାଇଦେଲେ ଏଇମାନେ !

ହରବଜନ ଙ୍କ ର ବୟାନ ରହିଛି ବେଶ ଚର୍ଚା ର କାରଣ ! ସିଂ ଏକ ବୟାନ ଦେଇଥିଲେ ଯାହା କୁ ନେଇ ପୁରା କ୍ରିକେଟ ଜଗତ ବେଶ ଚର୍ଚା ରେ ରହିଛି I ହର୍ବଜନ ସିଂ ଙ୍କ ର ଏକ ବୟାନ ଭାରତୀୟ ଟିମ ମ୍ୟାନେଜମେଣ୍ଟ ତରଫଙ୍କୁ ଇସାରା କରିଛି I ଏବଂ ଟିମ ମ୍ୟାନେଜମେଣ୍ଟ କୁ ଏକ ବଡ଼ ଆରୋପ ମଧ୍ୟ ଲଗାଇଛନ୍ତି I

କିନ୍ତୁ ସେ ଏହା ମଧ୍ୟ କହିଛନ୍ତି କି ଚାନେଲ ରେ କାହାରି ନାମ ନେବା ଠିକ ହେବ ନାହିଁ I ସେ ଏହା ମଧ୍ୟ କହିଛନ୍ତି ଯେଉଁ ଖେଳାଳି ମାନେ 2007 ଓ 2011 ରେ ହେଇଥିବା ବିଶ୍ୱକପ କୁ ଜିତାଇଥିଲେ ସେହି ଖେଳାଳି ଙ୍କୁ ବିନା କୌଣସି କାରଣ ରେ ହିଁ ଟିମ ରୁ ବାହାର କରାଯାଇଛି I ଏବଂ ସେ ନିଜ ର ସାଥି ଖେଳାଳି ଯୁବରାଜ ସିଂ , ଜାହିର ଖାଁ , ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହେବାଗ ଙ୍କର ନାମ ନେଇ ମଧ୍ୟ କହିଥିଲେ ଏହି ଖେଳାଳି ମାନେ 2011 ର ବିଶ୍ୱକପ ଓ 2007 ର ବିଶ୍ୱକପ ରେ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲେ I କିନ୍ତୁ ତାଙ୍କୁ ଏହା ପରେ ଖେଳିବା କୁ ଆଉ ସୁଯୋଗ ମିଳି ନ ଥିଲା I

ହରବଜନ ସିଂ ଆରୋପ ଲଗାଇ ଏହା ମଧ୍ୟ କହିଛନ୍ତି କି ଏଜ ଫ୍ୟାକ୍ଟର ର ଉଦାହରଣ ଦେଇ ସର୍ବଦା ହିଁ ଏପରି ଭଲ ଖେଳାଳି ଙ୍କୁ ଟିମ ରୁ ବାହାର କରାଯାଉଛି I

ହରବଜନ ସିଂ ଏହା ମଧ୍ୟ କହିଛନ୍ତି କି ଆମେ ଆମ ସମୟ ରେ ବିଶ୍ୱକପ ଜିତାଇଥିଲୁ I ତେଣୁ ଆମ ର ଖେଳ ପ୍ରଦର୍ଶନ ରେ ମଧ୍ୟ କୌଣସି କମି ନ ଥିଲା I ହରବଜନ ସିଂ ଏହା ମଧ୍ୟ କହିଛନ୍ତି କି ଜଣେ କ୍ରିକେଟର ଙ୍କ ର ଖେଳ ପ୍ରଦର୍ଶନ ତାଙ୍କ ର ଖେଳ ର ଅଭିଜ୍ଞତା ଉପରେ ରହିବା ରହିବା ଉଚିତ ତାଙ୍କ ର ଆୟୁ କୁ ନେଇ ତାଙ୍କ ର ଚୟନ କରିବା ଉଚିତ ନୁହେଁ I

ହରବଜନ ସିଂ ଏହା ମଧ୍ୟ କହିଛନ୍ତି କି ଯୁବରାଜ ସିଂ 2011 ର ବିଶ୍ୱକପ ରେ ମ୍ୟାନ ଅଫ ଦି ମ୍ୟାଚ ହାସିଲ କରିଥିଲେ ଓ ଗୌତମ ଗମ୍ଭୀର ମଧ୍ୟ ଫାଇନାଲ ମ୍ୟାଚ ରେ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲେ I ତେବେ ହରବଜନ ସିଂଙ୍କ ର ଏହିପରି ବୟାନ କୁ ନେଇ କ୍ରିକେଟ ଜଗତ ରେ ଏହା ଚର୍ଚା ରେ ରହିଛି I