ହାର୍ଦିକ ପାଣ୍ଡିଆ ବାପା ହେବାର ଖବର ଶୁଣିକି ବିରାଟ କୋହଲି କିଛି ଏପରି କଥା କି …

ବିଗତ ଦିନ ରେ କ୍ରିକେଟ ଜଗତ ରେ ଅନେକ କିଛି ଘଟଣା ବିଷୟ ରେ ଶୁଣିବାକୁ ପାଇଁଚେ I ତେବେ କିଛି ଘଟଣା ବେଶ ଆଶ୍ଚଯ୍ୟକର ମଧ୍ୟ ଅଟେ I ଏହିପରି ଏକ ଘଟଣା ଘଟିଛି ବିଗତ ଦିନ ରେ କ୍ରିକେଟର ହାର୍ଦିକ ପାଣ୍ଡିଆ ଙ୍କ ର ମନଗେତର ଅର୍ଥାତ ନତାସା ଗର୍ଭବତୀ ହେବାର ଖବର ବର୍ତମାନ ବେଶ ଚର୍ଚା ରେ ରହିଛି I ଏହା କୁ ନେଇ ଅନେକ ଲୋକ ଙ୍କ ର ଅନେକ ପ୍ରତିକ୍ରିୟା ମଧ୍ୟ ଦେଖିବା କୁ ମିଳିଛି I

ତେବେ ବିରାଟ କୋହଲି ଏହି ଖବର କୁ ନେଇ ତାଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି I ଏବଂ ଏହା ଟ୍ୱିଟ ରେ କହିଛନ୍ତି କି – ଆପଣ ଦୁହିଁଙ୍କ ମଧ୍ୟ ରେ ଅତୁଟ ପ୍ରେମ ସମ୍ପର୍କ ରହିଥାଉ ଓ ଘର ର ନୂତନ ଅତିଥି ଙ୍କୁ ମଧ୍ୟ ଅଭିନନ୍ଦନ ଦେଇଛନ୍ତି I ଏହିପରି ଅନ୍ୟ କ୍ରିକେଟର ମଧ୍ୟ ହାର୍ଦିକ ପାଣ୍ଡିଆ ଙ୍କୁ ଅଭିନନ୍ଦନ ଦେଇଛନ୍ତି I

ଏହା ଛଡା ରବି ଶାସ୍ତ୍ରୀ , ରୀତିକା ସଜଦେହ , ମୋହମ୍ମଦ ସମୀ , ସମେତ ଅନ୍ୟ ଖେଳାଳି ମଧ୍ୟ ଏହି ଟ୍ୱିଟ ରେ ଅଭିନନ୍ଦନ ଜଣାଇଛନ୍ତି I ସବୁ ଲୋକେ ହାର୍ଦିକ ଙ୍କ ର ଏହି ଖୁସି ରେ ଖୁସି ଜଣାଯାଇଛି I ଖୁସି ହେବା ମଧ୍ୟ ସ୍ୱାଭାବିକ ଅଟେ କାରଣ ଜୁନିୟର ପାଣ୍ଡିଆ ଙ୍କ ର ଆଗମନ ଖୁବ ଶୀଘ୍ର ହେବାକୁ ଯାଉଛି I ତେବେ ବିବାହ ପୂର୍ବ ରୁ ଏପରି ଖବର ଦେବାକୁ ନେଇ ମଧ୍ୟ ହାର୍ଦିକ ଅଧିକ ଚର୍ଚା ର କାରଣ ହେଇଛନ୍ତି I

କିନ୍ତୁ ସବୁ ଲୋକେ ଖୁସି ଅଛନ୍ତି କି ଏପରି ସମୟ ରେ ଅଚାନକ ପାଣ୍ଡିଆ ଏକ ଖୁସି ଖବର ଦେଇଛନ୍ତି I ତାଙ୍କ ର ପ୍ରଶଂସକ ମାନେ ମଧ୍ୟ ଏହା କୁ ନେଇ ବେଶ ଅଧିକ ଖୁସି ଜଣାଯାଉଛନ୍ତି I