ହଟାତ ସବୁଦିନ ଚୋରି ହେବାକୁ ଲାଗିଲା ମହିଳା ଙ୍କର ଅନ୍ତବସ୍ତ୍ର, ସିସିଟିଭିରେ ଦେଖିଲେ ତ ଉଡ଼ିଗଲା ସମସ୍ତଙ୍କ ହୋସ …

ଦୁନିଆ ରେ ଅନେକ ପ୍ରକାର ର ଲୋକେ ରହିଥାନ୍ତି I କିଛି ଲୋକେ ଭଲ ହେଇଥାନ୍ତି ତ କିଛି ଲୋକେ ଖରାପ ହେଇଥାନ୍ତି I ବିଗତ ଦିନ ରେ ମାଲେସିୟା ରେ ଏକ ଆଶ୍ଚଯ୍ୟକର ମାମଲା ଦେଖିବା କୁ ମିଳିଛି I ଏଠାରେ ମେଲାକା ରେ ରହୁଥିବା ଏକ 51 ବର୍ଷୀୟ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ ଚୋରି ହେବାର ଆରୋପ ଲାଗିଛି I ତେବେ ଏହି ଅଣ୍ଡରଗାର୍ମେଣ୍ଟସ ଚୋରି ବାବଦ ରେ ସେହି କଲୋନୀ ର ଜଣେ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରିଛି I

ମେଲାକା ର କେଲେମକ ଅଂଚଳ ରେ ବିଗତ ବର୍ଷ ନଭେମ୍ବର ମାସ ରେ ଅଚାନକ ଘର ବାହାରୁ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ ଚୋରି ହେଉଥିଲା I କେହି ଜାଣିପାରୁ ନ ଥିଲେ କି ଘଟଣା କଣ ହେଉଛି I କିଏ ଘରୁ ଏପରି ମହିଳାଙ୍କ ର ଅଣ୍ଡରଗାର୍ମେଣ୍ଟସ ଚୋରି କରୁଥିଲେ I 18 ଫ୍ରେବୁଆରି କୁ ଏହି ଅଂଚଳ ରେ ରହୁଥିବା ଜଣେ ମହିଳା ଯେତେବେଳେ ବାହାରେ ତାଙ୍କ ର ଅଣ୍ଡରଗାର୍ମେଣ୍ଟସ ଶୁଖାଇଥିଲେ ତ ଏହା ମଧ୍ୟ ଦେଖିବା କୁ ପାଇ ନ ଥିଲେ I

ଏହା ପରେ ମହିଳା ଙ୍କ ର ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ର ଫୁଟେଜ ସେ ଦେଖିଥିଲେ I ଏବଂ ରାତି ର ଫୁଟେଜ ଦେଖି ମହିଳା ଆଶ୍ଚଯ୍ୟ ହେଇଥିଲେ I ରାତି ରେ 51 ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତି ପାଚେରୀ ଡେଇଁ ଭିତର କୁ ଆସିଥିଲେ ଏବଂ କିଛି ନ ନେଇ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ କୁ ହିଁ ନେଇଥିଲେ I ମହିଳା ସଂଗେ ସଂଗେ ପୋଲିସ ଙ୍କୁ ସୂଚନା ଦେଇଥିଲେ ଏବଂ ସିସିଟିଭି ଫୁଟେଜ ଆଧାର ରେ ଏହି ଆରୋପି ଙ୍କୁ ଗିରଫ କରାଯାଇଥିଲା I

ଏହି ବ୍ୟକ୍ତି ଙ୍କ ର ଘରୁ 40 ରୁ ଅଧିକ ମହିଳା ଙ୍କ ର ଅଣ୍ଡରଗାର୍ମେଣ୍ଟସ ମିଳିଥିଲା I ଯେଉଁଥିରେ 10 ଗୋଟି ପ୍ୟାଣ୍ଟି ଥିଲା ଓ 30 ଗୋଟି ବ୍ରା ଥିଲା I ଏହି ବ୍ୟକ୍ତି ଚୋରି କରୁଥିବା ଅଣ୍ଡରଗାର୍ମେଣ୍ଟସ କୁ ତକିଆ ରେ ରଖୁଥିଲା ଏବଂ ରାତି ରେ ସେହି ତକିଆ କୁ ମୁଣ୍ଡ ତଳେ ଦେଇ ଶୋଉଥିଲେ I ଏହି ବ୍ୟକ୍ତି ଙ୍କୁ ପୋଲିସ ଆରେଷ୍ଟ କରିବା ପରେ ସେହି ବ୍ୟକ୍ତି ଙ୍କ ର ରକ୍ତ ନମୁନା ରୁ ଜଣାଯାଇଥିଲା ଡ୍ରଗ୍ସ ପଯ୍ଏଟିଭ I ରାତି ରେ ଏହି ବ୍ୟକ୍ତି ଡ୍ରଗ୍ସ ନିଶା ରେ ଏପରି କରୁଥିଲେ I