ଶିବ ଅର୍ଥାତ ଶୈବ ଧର୍ମ ହିଁ ଗମି ସମୟ କୁ ଯାଇ ସନାତନ ଶିବ ଧର୍ମ ନାମ ରେ ପରିଚିତ ହେଇଥିଲା I ତ୍ରିଦେବ ଙ୍କ ମଧ୍ୟ ରେ ମହାଦେବ ଙ୍କୁ ସବୁଠାରୁ ଅଧିକ ପୂଜନୀୟ କୁହାଯାଇଛି I ମହାଦେବ ଙ୍କୁ ଲୋକେ ଶିବ , ଭୋଲେନାଥ , ମହେଶ , ରୁଦ୍ର ଆଦି ଅନେକ ନାମ ରେ ନାମିତ କରିଛନ୍ତି I
ଜୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ 333 ବର୍ଷ ପରେ 4 ଗୋଟି ରାଶି ଉପରେ ମହାଦେବ ଙ୍କ ର କୃପା ହେବାକୁ ଯାଉଛି I ଏବଂ ଏହି ରାଶି ମଧ୍ୟ ରେ ତିନି ଗୋଟି ରାଶି ସବୁଠାରୁ ଅଧିକ ଭାଗ୍ୟଶାଲୀ ହେଇପାରନ୍ତି I ମହାଦେବ ଙ୍କ କୃପା ଯେଉଁ ବ୍ୟକ୍ତି ଙ୍କ ଉପରେ ରହିଥାଏ ତାଙ୍କ ର ଭାଗ୍ୟ ପରିବର୍ତନ ହେଇଥାଏ I
ଏହି ରାଶିର ଲୋକେ ବହୁତ ଭାଗ୍ୟଶାଲୀ ହେଇଥାନ୍ତି I ଏବଂ ମହାଦେବ ଙ୍କର କୃପା ଯେଉଁ ବ୍ୟକ୍ତି ଉପରେ ପଡିଥାଏ ତାଙ୍କ ର ସବୁ ସମସ୍ୟା ର ସମାଧାନ ସହଜ ରେ ହେଇଥାଏ I ରୋଜଗାର ବୃଦ୍ଧି ହେଇଥାଏ I ଅଚାନକ ଧନ ଲାଭ ର ଯୋଗ ମଧ୍ୟ ରହିଥାଏ I କରଜ ରୁ ମୁକ୍ତି ମିଳିଥାଏ I ବ୍ୟବସାୟ ରେ ପ୍ରଚୁର ଧନ ପ୍ରାପ୍ତି ର ଯୋଗ ରହିଥାଏ I
ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ କହିବାକୁ ଯାଉଛୁ ସେମାନେ ହେଲେ ତୁଳା , ଧନୁ , କର୍କଟ ଓ ମକର ରାଶି ର ଲୋକେ I