ବିଗତ ଦିନ ରେ ହାଇଦ୍ରାବାଦ ରେ ପଶୁ ଚିକିତ୍ସାକ ରୂପେ କାର୍ଯ୍ୟରତ ଜଣେ ମହିଳା ଙ୍କ ସହ ଗଣ ଦୁଷ୍କର୍ମ ହେବା ସହ ତାଙ୍କ ର ହତ୍ୟା କରାଯାଇଥିଲା I ଏହା କୁ ନେଇ ସାରା ଦେଶ ର ଜନତା ଆକ୍ରୋଶ ପ୍ରଦର୍ଶନ କରିଥିଲେ I ଏପରି କ୍ଷେତ୍ର ରେ ତେଲେଙ୍ଗାନା ପୋଲିସ ଅରୋପୀ ଙ୍କୁ ଅପରାଧିକ ସ୍ଥାନ କୁ ନେଇଯାଇଥିଲେ ଘଟଣା ର ବାସ୍ତବତା ଜାଣିବା କୁ କିନ୍ତୁ ସେଠାରେ ଅପରାଧୀ ମାନେ ଖସି ଯିବାକୁ ଉଦ୍ୟମ କରୁଥିବା ରୁ ତାଙ୍କୁ ସେଠାରେ ପୋଲିସ ଏନକାଉଣ୍ଟର କରିଥିଲା I
ହାଇଦ୍ରାବାଦ ରେ ବିଗତ 27 ନଭେମ୍ବର ରେ ମହିଳା ଚିକିତ୍ସକ ଙ୍କ ର ବଳାତ୍କାର ଓ ହତ୍ୟା ପରି ଘଟଣା ଘଟିଯାଇଥିଲା I ଏଥିରେ ଜଡିତ ଥିବା 4 ଜଣ ଅପରାଧୀ ଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା I
ବର୍ତମାନ ର ସୂଚନା ଅନୁସାରେ ଏହି 4 ଜଣ ଅପରାଧୀ ଙ୍କ ମଧ୍ୟ ରୁ 2 ଜଣ ଏହା ମଧ୍ୟ ସ୍ୱୀକାର କରିଥିଲେ କି ସେମାନେ ପୂର୍ବ ରୁ ପ୍ରାୟ 9 ଗୋଟି ବଳାତ୍କାର କରିଛନ୍ତି I
ଏହି ମାମଲା କୁ ନେଇ କର୍ଣ୍ଣାଟକ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି I
ମହମ୍ମଦ ଅରିଫ , ଯେ ନବୀନ,ଯେ ଶିବା ଓ ଚେନକେସବୁଲ ନାମ ଏହି 4 ଜଣ ଅପରାଧୀ ଙ୍କୁ ହି ପୋଲିସ ଗିରଫ କରିଥିଲା I