ହୋଟେଲରେ ଖାଉଥିଲେ ପୁଅ ଝିଅ… ହାଟଥ କରିବାକୁ ଲାଗିଲେ ଏପରି କାମ… ଲୋକମାନେ ବନାଇଲେ ଭିଡ଼ିଓ ତଥାପି ଅଟକିଲେ ନାହିଁ ଆଉ …

ଆଜିକା ସମୟ ରେ ସେକ୍ସ ଏକ ସାଧାରଣ ଜିନିଷ ହେଇଗଲାଣି କିଛି ସ୍ଥାନ ରେ ଏହା କୁ ନେଇ କୌଣସି ବି ଶାଳୀନତା ର ସୀମା ମାନୁନାହାନ୍ତି ଆଜିକା ଯୁବ ପିଢ଼ି I ଏବଂ ଜନଗହଳି ପୁର୍ଣ ସ୍ଥାନ ରେ ମଧ୍ୟ କିଛି ଯୁବପିଢ଼ି ସମ୍ବନ୍ଧ ରଖିଥାନ୍ତି ଏବଂ ଲୋକ ଲଜ୍ୟା କୁ ଖାତିର କରି ନ ଥାନ୍ତି I ବିଗତ ଦିନ ରେ ଇଂଲଣ୍ଡ ରେ ଏକ ମ୍ୟାକଡୋନାଲ ରେ 30 ବର୍ଷୀୟ ଜଣେ ଯୁବକ ଯୁବତୀ ସେକ୍ସ କରିବା ର ଦେଖିବାକୁ ମିଳିଛନ୍ତି I

ଏହି ଦୁଇ ଯୁବକ ଯୁବତୀ ସେଠାକୁ ପିଜା ଖାଇବାକୁ ଆସିଥିଲେ ଏବଂ ପିଜା ଅଡ଼ର କରିବା ପରେ ସେହିଠାରେ ହିଁ ଉଭୟ ସେକ୍ସ କରିବା ଆରମ୍ଭ କରିଥିଲେ I ସେଠାରେ ବସିଥିବା ଅନ୍ୟ ଲୋକେ ତାଙ୍କ ର ଭିଡିଓ କରିବା ଆରମ୍ଭ କରିଥିଲେ I ଏବଂ କିଛି ସମୟ ପରେ ସେଠାକାର କର୍ମଚାରୀ ଙ୍କ ପାଖ ରେ ଅଭିଯୋଗ କରାଯାଇଥିଲା I ଏବଂ ରେଷ୍ଟରାଣ୍ଟ କର୍ମଚାରୀ ତାଙ୍କୁ ସେଠାରୁ ବାହାର କରିଦେଇଥିଲେ I

ଗେତ୍ଵିକ ଏୟାରପୋର୍ଟ ରେ ପ୍ଲେନ ଟି ଉଡିବା ପରେ ଅଂଟଲାଟିକା ରେ ଜଣେ ବିମାନ ର କୃ ଙ୍କୁ ଏପରି କିଛି ଆଜିବି ସ୍ତିତି ର ସମୁଖୀନ କରିବାକୁ ପଡିଥିଲା ଏବଂ ସେଠାରେ ଦୁଇ ବିମାନ ଯାତ୍ରୀ ଜଣେ ପୁରୁଷ ଓ ମହିଳା ବିମାନ ର ବାଥରୁମ ରେ ହିଁ ସେକ୍ସ କରିବା ର ଦେଖିବାକୁ ମିଳିଥିଲା I ଏବଂ ଆଶ୍ଚଯ୍ୟ ର କଥା ଏହା କି ବିମାନ ରେ ଚଢିବା ପୂର୍ବ ରୁ ହିଁ ଦୁହେଁ ପରସ୍ପର କୁ ଜାଣିନଥିଲେ I

ଏହି ବିମାନ ଟି ଗେଟବିକ ଏୟାରପୋର୍ଟ ରୁ ମେସିକ ଯାଉଥିଲା ଏବଂ ବିମାନ ର ଯାତ୍ରା 11 ଘଣ୍ଟା ର ଥିଲା I ଏବଂ ଏହି ଯୁବକ ଯୁବତୀ ଇକୋନୋମି କ୍ଲାସ ର ଟିକେଟ ରେ ବସିଥିଲେ ଓ ଦୁହେଁ ଏହା ପରେ ଟୟଲେଟ କୁ ଚାଲିଯାଇଥିଲେ I ଏବଂ ବିମାନ କର୍ମଚାରୀ କବାଟ ଖୋଲିବା ସମୟ ରେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥା ରେ ଦେଖିବାକୁ ମିଳିଥିଲା I

ସେଠାରେ ବସିଥିବା ଜଣେ ବ୍ୟକ୍ତି ଦ ସନ ନିଶା ଶକ୍ତ ଅବସ୍ଥା ରେ ବିମାନ ରେ ଚଢ଼ିଥିଲେ ଏବଂ ସେ ସମସ୍ତ ଙ୍କ ସହ ଖୁବ ମିଳାମିଶା କରିଥିଲେ I ଏବଂ ସେହି ପାଖ ସିଟ ରେ ହିଁ ଜଣେ ମହିଳା ଯାତ୍ରୀ ବସିଥିଲେ I ଏବଂ କିଛି ସମୟ ପରସ୍ପର କୁ କିସ କରିବା ପରେ ଦୁହେଁ ଟୟଲେଟ କୁ ଚାଲିଯାଇଥିଲେ I

ବିମାନ ର ଅନ୍ୟ ଯାତ୍ରୀମାନେ ଏହା ଜାଣିଥିଲେ କି ସେଠାରେ କଣ ସବୁ ଚାଲିଛି ଏବଂ ଟୟଲେଟ ରୁ ବି ଅଧିକ ଶବ୍ଦ ଆସୁଥିଲା ଏବଂ ବିମାନ କର୍ମକର୍ତା ଟୟଲେଟ କବାଟ ଖୋଲିବା ପରେ ଉକ୍ତ ଯୁବକ ବାହାର କୁ ଚାଲି ଆସିଥିଲେ I

ଏହା କୁ ନେଇ ବିମାନ କର୍ମଚାରୀ ଉକ୍ତ ଯୁବକ ଙ୍କୁ ପଚାରିଥିଲେ ଯଦି ଆପଣ ତାଙ୍କୁ ଜାଣିନାହାନ୍ତି ତେବେ ଦୁହେଁ ଏକାଠି କିପରି ଟୟଲେଟ ଭୀତରକୁ ଯାଇଥିଲ I ଏବଂ ଏହା ପରେ ଯୁବକ ଓ ଯୁବତୀ ଙ୍କୁ ଅନ୍ୟତ୍ର ବସାଯାଇଥିଲା I