ଏହି ବଡ଼ କଳାକାର ମାନେ ଭିକାରିଙ୍କ ସହ କରିଲେ ଏପରି ବ୍ୟବହାର, ଜାଣିଲେ ଆପଣ ବି କହିବେ ହେ ଭଗବାନ

ବଲିଉଡ ର କଳାକାର ଙ୍କ ପାଖ ରେ ପଇସା ର କିଛି ଅଭାବ ନ ଥାଏ I କାରଣ ବଲିଉଡ ରେ ଗୋଟେ ଫିଲ୍ମ ପାଁଇ ସେମାନେ କୋଟି କୋଟି ଟଙ୍କା ପାଇଥାନ୍ତି I ହେଲେ ପାଖ ରେ ପଇସା ଥିଲେ ସବୁ କିଛି ସମ୍ଭବ ନ ଥାଏ I ପଇସା ସହ ମଣିଷ ର ହୃଦୟ ବି ବଡ଼ ହେବା ଉଚିତ I ଏହା ସହ ଆଜି ଆମେ ଦେଖିବା ବଲିଉଡ ର ଏହି କଳାକାର ମାନେ କିପରି ଗରିବ ଓ ଭିକାରି ଲୋକଙ୍କ ସହ ବ୍ୟବହାର କରିଥାନ୍ତି I

ଆସନ୍ତୁ ଜାଣିବା ଏହି ଗରିବ ଲୋକଙ୍କ ପ୍ରତି ବଲିଉଡ ର କଳାକାର ଙ୍କ ର କିପରି ରହିଛି ବ୍ୟବହାର

ସାରୁଖ ଖାଁ

ସାରୁଖ ଖାଁ ବଲିଉଡ ରେ କିଙ୍ଗ ଖାଁ ନାମ ରେ ପରିଚିତ ଅଟନ୍ତି I କିନ୍ତୁ ସେ ନାମ ରେ ଯେପରି ବାଦସାହା କାମ ରେ ବି ସେହିପରି ଅଟନ୍ତି I ଏଠାରେ ସେ ଜଣେ ଗରିବ ବ୍ୟକ୍ତି ଙ୍କ ମୁଣ୍ଡ ରେ ହାତ ରଖିବା ର ଦେଖିବାକୁ ମିଳିଥାଏ I

ରଣବୀର ସିଂ
ବଲିଉଡ ର ବଡ଼ ବଡ଼ ଅଭିନେତା ଙ୍କ ମଧ୍ୟ ରେ ରଣବୀର କପୁର ହେଉଛନ୍ତି ଜଣେ ନାମିଦାମୀ ଅଭିନେତା I ତାଙ୍କ ର ନାମ ଯେପରି ତାଙ୍କ ର କାମ ବି ସେହିପରି ବଡ଼ ଅଟେ I ଏଠାରେ ଆପଣ ଦେଖୁଥିବେ କିପରି ରାସ୍ତା କଡ଼ ରେ ଏକ ପିଲା କୁ ପଇସା ଦେଉଛନ୍ତି I

ଜୟଦ ଖାଁ
ବଲିଉଡ ର ଅଭିନେତା ଜୟଦ ଖାଁ ଏକ ସୁପର ଫ୍ଲପ ଅଭିନେତା ଅଟନ୍ତି I କିନ୍ତୁ ଏହା ସତ୍ୱେ ବି ସେ ଲୋକଙ୍କ ର ବେଶ ପ୍ରଶଂସା ର ପାତ୍ର ହେଇପାରିଛନ୍ତି I ଲୋକେ ତାଙ୍କୁ ସୁପର ହିରୋ ବୋଲି ମଧ୍ୟ କହିଛନ୍ତି ଏହି ଫୋଟୋ ରେ ଆପଣ ଦେଖିପାରୁଥିବେ କିପରି ଜଣେ ଭିକାରି ସହ ବି ସୁନ୍ଦର ବ୍ୟବହାର କରୁଛନ୍ତି I

ସଲ୍ମାନ ଖାଁ
ବଲିଉଡ ର ସୁଲତାନନଂ ରେ ପରିଚିତ ସଲ୍ମାନ ଖାଁ ଙ୍କ ର ଉଦାରତା ର ଉଧାରଣ ଆପଣ ଏହି ଫୋଟୋ ରୁ ଦେଖିପାରୁଥିବେ I ସେ ଅନେକ ସମୟ ରେ ଅନେକ ପିଲା ଙ୍କ ର ସହାୟତା କରିଛନ୍ତି I ରାସ୍ତା ରେ ଏକ ଗରିବ ପିଲାଟି କୁ ଦେଖି ପାଁଇ ଡାକ୍ତର ଙ୍କ ର ନମ୍ବର ବି ଦେଇଥିଲେ I ଏବଂ ପଇସା ର ବି ସହାୟତା କରିବା ର ପ୍ରତିଶୃତି ଦେଇଥିଲେ I

ସାରା ଅଲି ଖାଁ
ଆପଣ ଏହି ଫୋଟୋ ରେ ଦେଖିପାରୁଥିବେ ସାରା ଅଲି ଖାଁ ଏକ ବୁଢ଼ୀ ଭିକାରି ଙ୍କୁ ଅଣଦେଖା କରୁଛନ୍ତି I ଏହି ଫୋଟୋ ରେ ଆପଣ ଏହି ଅନୁମାନ କରିପାରୁଥିବେ କିପରି ସେ ଗରିବ ଙ୍କୁ ବ୍ୟବହାର କରିଥାନ୍ତି I

ମଲାଇକା ଅରୋରା
ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ମଲାଇକା ଅରୋରା ଙ୍କୁ କିଏ ବା ନ ଜାଣିଚି I ଏହି ଫାଟରେ ଆପଣ ଦେଖିପାରୁଥିବେ କିପରି ସେ ଏହି ବୁଢ଼ୀ ମହିଳା ଙ୍କୁ ଭିକ ମାଗିବା ସମୟ ରେ କିପରି ବ୍ୟବହାର କରୁଛନ୍ତି I