ବଡ ଖବର: ହୃତଘାତରେ ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କର ହେଲା ଦେହାନ୍ତ, ମୁଖ୍ୟ ମନ୍ତ୍ରୀ ନିଜେ ଦୁଃଖ ପ୍ରକାଶ କରିଲେ …

ଏକ ସମୟ ର ଲୋକପ୍ରିୟ ଅଭିନେତ୍ରୀ ଆରତୀ ଦାସ ଯିଏ କି ମିସ ଶେଫାଳି ନାମ ରେ ପରିଚିତ ଅଟନ୍ତି I ସେ ଜଣେ ଲୋକପ୍ରିୟ ନୃତ୍ୟାଙ୍ଗନା ମଧ୍ୟ ଅଟନ୍ତି I ବିଗତ ଗୁରୁବାର ଦିନ ଅଚାନକ ହୃତଘାତ ରେ ତାଙ୍କ ର ଦେହାନ୍ତ ହେଇଚି I ଦେହାନ୍ତ ସମୟ ରେ ସେ 76 ବର୍ଷ ବୟସ ର ଥିଲେ I ଆରତୀ ଦାସ ଜଣେ ବେଙ୍ଗଲୀ ଅଭିନେତ୍ରୀ ଥିଲେ ଯିଏ କି ମିସ ଶେଫାଳି ନାମ ରେ ପରିଚିତ ଥିଲେ I

ପରିବାର ଲୋକ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆରତୀ ଦାସ ଙ୍କ ର ଦେହାନ୍ତ ଗୁରୁବାର ପଶ୍ଚିମ ବଙ୍ଗ ର ନର୍ଥ 24 ପରଗନା ରେ ଥିବା ଏକ ଘରେ ତାଙ୍କ ର ହୃତଘାତ ହେଇଥିଲା I ଏହା ପରେ ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ରେ ମଧ୍ୟ ଆଡମିଟ କରାଯାଇଥିଲା I ଡାକ୍ତର ଙ୍କ ର କହିବା ଅନୁସାରେ ହୃତଘାତ ରେ ତାଙ୍କ ର ଦେହାନ୍ତ ହେଇଥିଲା I


ଏହି ଅଭିନେତ୍ରୀ ଆରତୀ ଦାସ ଙ୍କ ର ଦେହାନ୍ତ କୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡ଼ିଆ ରେ ଦୁଃଖ ପ୍ରକାଶ କରିଥିଲେ I ଏବଂ ଟ୍ୱିଟର ରେ ଲେଖିଥିଲେ , ଆରତୀ ଦାସ ଙ୍କ ର ଦେହାନ୍ତ କୁ ନେଇ ଆମେ ଗଭୀର ଦୁଃଖ ପ୍ରକାଶ କରୁଚୁ I ଭଗବାନ ତାଙ୍କ ର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ I


ଆରତୀ ଦାସ 60 – 70 ଦଶକ ରେ ବେଶ ଲୋକପ୍ରିୟ ଡ୍ୟାନ୍ସର ଥିଲେ I ସେ ଲୋକପ୍ରିୟ ନିର୍ଦେଶକ ସତ୍ୟଜିତ ରେ ଙ୍କ ସହ ପ୍ରତିଦ୍ବନ୍ଧି ଓ ସୀମାବଦ୍ଧ ପରି ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି I ଆରତୀ ଦାସ ନିଜ କ୍ୟାରିୟର ର ଆରମ୍ଭ ଫିଲ୍ମ ଚୌରାଙ୍ଗି ରୁ କରିଥିଲେ I ଏହି ଫିଲ୍ମ 1968 ରେ ରିଲିଜ ହେଇଥିଲା I ଏବଂ ସେ ସମୟ ରେ ଏହା ଏକ ସୁପର ହିଟ ଫିଲ୍ମ ଥିଲା I ଆରତୀ ଦାସ ସମ୍ରାଟ ଓ ସୁନ୍ଦରୀ , ସାହିବ ବିବି ଔର ଗୁଳ୍ମ ଓ ଅଶ୍ଳୀଳ ପରି ଅନେକ ସୁନ୍ଦର ନାଟକ ମଧ୍ୟ କରିଛନ୍ତି I