ମିଥୁନ ଚକ୍ରବର୍ତୀ ଙ୍କ ଝିଅ ଦୀସାନି – ଅଧିକାଂଶ ସମୟରେ ଆମକୁ କିଛି ଏପରି ଲୋକ ମିଳିଥାନ୍ତି ଯେଉଁ ମାନଙ୍କ ଜୀବନ କାହାଣୀ ସମ୍ପୂର୍ଣ ରୂପେ ଚଳଚିତ୍ର ର କାହାଣୀ ପରି ହେଇଥାଏ I
ଏବଂ ଏମାନଙ୍କ ମଧ୍ୟ ରୁ କିଛି ଜୀବନର ସଂଘର୍ଷ ରେ ପାସ ମଧ୍ୟ ହେଇଯାନ୍ତି I ତ କିଛି ହାରିଯାନ୍ତି I ବର୍ତମାନ ବଲିଉଡ ର ଅଭିନେତା ମିଥୁନ ଚକ୍ରବର୍ତୀ ଙ୍କ କଥା ଦେଖନ୍ତୁ , ସେ ଚଳଚିତ୍ରର ପରଦାରେ ଯେତେ ଅଭିନୟ କଲେ ମଧ୍ୟ , ବାସ୍ତବ ଜୀବନରେ ମଧ୍ୟ ସେ କୋଉ ହିରୋ ଠାରୁ କମ ନୁହନ୍ତି I ମିଥୁନ ଚକ୍ରବର୍ତୀ ଙ୍କ ଚାରି ଟି ପିଲା ସେଥିମଧ୍ୟରୁ 3 ଗୋଟି ପୁଅ ଓ ଗୋଟେ ଝିଅ I ସେ ଗୋଟେ ଚାନେଲ ରେ ଏକ ଜଜ ଭୂମିକାରେ ଅଭିନୟ କରୁଥିବା ସମୟରେ କହିଥିଲେ କି “ତାଙ୍କ ଝିଅ ତାଙ୍କ ସହ ଗୋଟେ ଦିନ ବି କଥା ବନ୍ଦ କରିଦିଏ ତ ସେ ଅଣ ନିଶ୍ୱାସୀ ହେଇଯାନ୍ତି ” I
ମିଥୁନ ଚକ୍ରବର୍ତୀ ଙ୍କ ଝିଅ ଦିସାନି
ତାଙ୍କର ଏହି କଥାରୁ ଆପଣ ଅନୁମାନ କରିପାରୁଥିବେ କି ସେ ତାଙ୍କ ଝିଅ କୁ କେତେ ଭଲ ପାନ୍ତି I
ବୋଧ ହୁଏ ଆପଣ ମାନେ ଏହି ଘଟଣା କୁ ଜାଣିନଥିବେ କି I ଦିଶାନି ତାଙ୍କର ନିଜ ଝିଅ ନୁହେ , ତାଙ୍କୁ ମିଥୁନ ପାଇଁକି ଆଣିଥିଲେ I
ପ୍ରକୃତରେ ଦିଶାନି ଙ୍କ ପିତା ମତ ତାଙ୍କୁ ଏକ ସ୍ଥାନରେ ଚଡି ଚାଲିଯାଇଥିଲେ I ସେ ଯିବା ଆସିବା ବାଟରେ ଅନେକ ଲୋକେ ପିଲାଟିକୁ ଦେଖିଲେ କିନ୍ତୁ କେହି ବି ନେଉ ନ ଥିଲେ I ମିଥୁନ ଯେତେବେଳେ ଏକ ବଙ୍ଗାଳି ଖବର କାଗଜ ରେ ପଢିଲେ , ତ ସେ ସେହି ମୁହୁର୍ତରେ ଯାଇ ସେ ପିଲାଟିକୁ ନିଜ ଘରକୁ ନେଇଆସିଲେ I