ଆଇସକ୍ରିମରୁ ବାହାରିଲା ଝିଟିପିଟି, ଯାହାକୁ ଖାଇବା ଦ୍ୱାରା ହେଲା ୩ ବର୍ଷର ଛୋଟ ଛୁଆର ମୃତ୍ୟୁ…

ଯେପରି କି ଆପଣ ଜାଣିଛନ୍ତି କି ଭାରତ ରେ ଗରମ ଋତୁ ର ପ୍ରଭାବ ଦେଖିବାକୁ ମିଳୁଛି I ଏପରି ସମୟ ରେ ଲୋକେ ଥଣ୍ଡା ଜିନିଷ କୁ ଖାଇବା ରେ ଇଚ୍ଛା ପ୍ରକାଶ କରିଥାନ୍ତି I ଏବଂ ଏହି ଗରମ ଦିନ ରେ ଆଇସକ୍ରିମ ଓ କଲ୍ରେଡ୍ରିଙ୍କସ ଙ୍କ ର ଡିମାଣ୍ଡ ଅଧିକ ରହିଥାଏ I ଏବଂ ଖାସକରୀକି ପିଲାଙ୍କ ମଧ୍ୟ ରେ ଅଧିକ ଉତ୍ସୁକତା ଦେଖିବାକୁ ମିଳିଥାଏ I ଘରୁ ବାହାର କୁ ଯିବା ମାତ୍ରେ ହିଁ ଲୋକେ ଆଇସକ୍ରିମ ଖାଇବା ଆରମ୍ଭ କରିଥାନ୍ତି I

ପିଲା ହୁଅନ୍ତୁ କି ବୟସ୍କ ଲୋକେ ପ୍ରତୋକ ଲୋକେ ଏହି ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତି I ତେବେ ଆଜି ଆମେ ଏହି ପରି ଏକ ଘଟଣା ସମ୍ପର୍କ ରେ ଆପଣ ଙ୍କୁ ଜଣାଇବାକୁ ଯାଉଛୁ ଏହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଏବଂ ଆଇସକ୍ରିମ ଖାଇବା ବନ୍ଦ କରିଦେବେ I

ଟିକେ ଚିନ୍ତା କରିଲେ ବେଶ ଖୁସି ରେ ଆପଣ ଏକ ଆଇସକ୍ରିମ ଖାଇବେ ଓ ଏଥିରୁ ଏକ ଝିଟିପିଟି ବାହାରିବ ତ ଆପଣ କଣ ପ୍ରତିକ୍ରିୟା କରିବେ I ଏହି ଏପରି ଏକ ମାମଲା ଲଖନଉ ରେ ଦେଖିବାକୁ ମିଳିଛି I ପିଲାଟି ଆଇସକ୍ରିମ ଖାଇଥିଲା ଓ ଯେତେବେଳେ ଏହା ଅଧା ସରିଗଲା ତ ଏଥିରୁ ଏକ ଝିଟିପିଟି ବାହାରିଥିଲା ଏହା ଦେଖି ଲୋକେ ବି ଆଶ୍ଚଯ୍ୟ ହେଇଯାଇଥିଲେ I

ଏହା ପରେ ଦୋକାନୀ କମ୍ପାନୀ କୁ ଫୋନ କରିକି ଅଭିଯୋଗ ମଧ୍ୟ ଆଣିଥିଲେ ଏବଂ କମ୍ପାନୀ ଅଧିକାରୀ ମାନେ ବି ଘଟଣା ସ୍ଥଳ ରେ ପହଂଚି ଘଟଣା ର ଯାଞ୍ଚ କରିଛନ୍ତି ଏବଂ ନିଜ ର ଭୁଲ ସ୍ୱୀକାର କରିଛନ୍ତି I

ଏହା ପୂର୍ବ ରୁ ବି ହେଇହାଛି ଇ
ତେବେ ଏହି ଆଇସକ୍ରିମ ଏକ ନାମିଦାମୀ ବ୍ରାଣ୍ଡ ର ଅଟେ ଏବଂ ଏହା ପରେ ପିଲାଟି କୁ ସଂଗେ ସଂଗେ ଡାକ୍ତର ଙ୍କ ପାଖ କୁ ନେଇଯାଇଥିଲେ I

ଗୋଲା ର ମନ୍ଦିର ନିବାସୀ ସଂଜୀବ ସିଂ ଭୌଦରିୟା ଶନିବାର ଦିପହର ରେ ଗୋବିନ୍ଦ କିରଣ ଷ୍ଟୋର ରୁ କ୍ରିମିବେଳ କମ୍ପାନୀ ର ଆଇସକ୍ରିମ କିଣିଥିଲେ ପରିବାର ର ସବୁ ସଦସ୍ୟ ଏହି ଆଇସକ୍ରିମ ଖାଇଥିଲେ କିନ୍ତୁ ଖାଇବା ପରେ ଏଥିରୁ ଏକ ମରିଯାଇଥିବା ଝିଟିପିଟି ବାହାରିଥିଲା I ଏବଂ ଏହା ପରେ ଅଭିଯୋଗ ହେବାରୁ କମ୍ପନୀ ମ୍ୟାନେଜର ସହ ଅନ୍ୟ କର୍ମଚାରୀ ମାନେ ତାଙ୍କ ଘରେ ପହଂଚିଥିଲେ ଓ କ୍ଷମା ପାର୍ଥନା କରିଥିଲେ I

ତେବେ ଜିଲ୍ଲାପ୍ରଶାସନ ର ଅବହେଳା କାରଣ ରୁ ଏହି ଖାଦ୍ୟପଦାର୍ଥ ର ମାନ ଯାଞ୍ଚ ହେଇପାରୁନାହିଁ I ଏବଂ ଏତେ ବଡ଼ ଘଟଣା ପରେ ବି କୌଣସି ଉଚସ୍ତରିୟ ପଦକ୍ଷପ ନିଆ ଯାଇ ନାହିଁ I

Share Your Comments Below