ରାସ୍ତାରେ ଯଦି ଦେଖୁଛନ୍ତି ଶବ ଯାତ୍ରା ତେବେ ତୁରନ୍ତ କରନ୍ତୁ ଏହି କାମ, ପୁରଣ ହେବ ସମସ୍ତ ମନୋକାମନା

ସତ ମିଛ ଏହି ଜୀବନ କିନ୍ତୁ ଜୀବନ ର ଏକ ନିରାଟ ସତ୍ୟ କି ଯିଏ ଜନ୍ମ ନେଇଛି ତା ର ମୃତ୍ୟୁ ସୁନିଶ୍ଚିତ ଅଟେ I ଭାଗବତ ଗୀତ ରେ ଭଗବାନ ଶ୍ରୀ କୃଷ୍ଣ ଏହା କହିଛନ୍ତି କି ଜୀବନ ରେ ମୃତ୍ୟୁ ଏକ ଏପରି ସତ୍ୟ ଯାହା କୁ କେବେ କେହି ଅଟକାଇ ପାରିବେ ନାହିଁ I ଏହା ହିଁ ଜୀବନ ର ସାର ଅଟେ I ସୂର୍ଯ୍ୟ ଚନ୍ଦ୍ର ତାରା ବି କେହି ଏଠାରେ ଅମର ନୁହନ୍ତି I

କୌଣସି ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ଶେଷ ଯାତ୍ରା ଆରମ୍ଭ ହେଇଥାଏ ଏବଂ ଶାସ୍ତ୍ର ରେ ଏହି ଯାତ୍ରା ସମ୍ବନ୍ଧ ରେ କିଛି ଉଲେଖ ରହିଛି I

1.ଶବ ଯାତ୍ରା ଦେଖିବା ମାତ୍ରେ କରନ୍ତୁ ପ୍ରଣାମ

ଯଦି ଆପଣ ବାଟ ରେ ଯିବା ସମୟ ରେ ଶବ ଯାତ୍ରା ଦେଖନ୍ତି ତ ହାତ ଯୋଡି ପ୍ରଣାମ କରନ୍ତୁ I ଏବଂ ମୁଖ ରେ ଶିବ ଶିବ ଜପ କରନ୍ତୁ I ଏବଂ ଆପଣ ଏପରି ଶିବ ଶିବ କହିବାର ଅର୍ଥ ହେଉଛି ଏହି ଶରୀର ର ଆତ୍ମା ନିଜ ଶରୀର ତ୍ୟାଗ କରିବା ସହ ସବୁ ଅଶୁଭ ଲକ୍ଷଣ କୁ ନିଜ ସହ ନେଇଯାଉ ଏବଂ ଭଗବାନ ଶିବ ତାଙ୍କ ର ଆତ୍ମା କୁ ମୁକ୍ତି ପ୍ରଦାନ କରନ୍ତୁ I

2.କିଛି ସମୟ ରହିଯାନ୍ତୁ
ଶବଯାତ୍ରା ଦେଖିବା ସମୟ ରେ ସେଠାରୁ ଯଦି ଆପଣ ସେହି ବାଟ ଦେଇ ଯାଉଛନ୍ତି ତ କିଛି ସମୟ ର୍ହି ଭଗବାନ ଙ୍କ ପାଖ ରେ ତାଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ଉଚିତ I

3.ପୁରା ହେଇଥାଏ ସବୁ କାମ
ଧାର୍ମିକ ଦୃଷ୍ଟିକୋଣ ରୁ ଜୋତିଷ ଶାସ୍ତ୍ର ରେ ଏହା ଉଲେଖ ରହିଛି କି ଯଦି ଆପଣ ଶବଯାତ୍ରା ଦେଖି ଯାଉଛନ୍ତି ତ ଏହା ଶୁଭ ହେଇଥା I ଏବଂ ଏହା କୁ ଦେଖି ଆପଣ ଯେଉଁ କାର୍ଯ୍ୟ ରେ ବି ଯାଇଥାନ୍ତି ସେଥିରେ ଆପଣ ସଫଳ ହେଇଥାନ୍ତି I

4.ଯଜ୍ଞ ସମାନ ମିଳିଥାଏ ପୁଣ୍ୟ

ପୁରାଣ ଅନୁସାରେ ଜଣେ ବ୍ୟକ୍ତି ଯଦି କୌଣସି ବ୍ରାହ୍ମଣ ବ୍ୟକ୍ତି ଙ୍କ ର ଶବ ଉଠାଇଥାଏ ତ ସେହି ବ୍ୟକ୍ତି ଙ୍କୁ ଯଜ୍ଞ ସମାନ ଫଳ ପ୍ରାପ୍ତି ହେଇଥାଏ I

Leave a Reply

Your email address will not be published. Required fields are marked *