ଏହି ୪ଟି ଲୋକଙ୍କୁ ଦାନ ଦେବା ପାଇଁ କେବେ ହେଲେ ମନା କରନ୍ତୁ ନାହିଁ; ଏମାନଙ୍କୁ ଦାନ ଦେଲେ ଖୋଲିଯିବ ଆପଣଙ୍କ ଭାଗ୍ୟର ତାଲା …

କୌଣସି ଗରିବ ବ୍ୟକ୍ତି ଙ୍କ ର ସହାୟତା କରିବା ପାଁଇ ଲୋକେ କିଛି ନା କିଛି ଦାନ କରିଥାନ୍ତି I ଦାନ କରିବା ଏକ ଶ୍ରେଷ୍ଠ କାର୍ଯ୍ୟ ଅଟେ I କିନ୍ତୁ ଏହି ଦାନ ନିସ୍ଵାର୍ଥପର ଭାବନା ରେ କରିବା ଉଚିତ I ଯଦି ଆପଣ ସ୍ୱାର୍ଥ ରଖି କାହାରି କୁ କିଛି ଦାନ କରିଥାନ୍ତି ତେବେ ସେହି ଦାନ ର କିଛି ମହତ୍ୱ ରହି ନ ଥାଏ I ଆପଣ ସର୍ବଦା ଭଗବାନ ଙ୍କ ପାଖ ରେ ଏହି ପ୍ରାର୍ଥନା କରିଥାନ୍ତି କି କିପରି ଆପଣ ଜୀବନ ରେ ସୁଖ ପ୍ରାପ୍ତି କରିବେ I ଧାର୍ମିକ ଗ୍ରଂଥ ରେ ମଧ୍ୟ ଗରିବ ଲୋକ ଙ୍କୁ ସହାୟତା କରିବା ବିଷୟ ରେ ଉଲେଖ ରହିଛି I

ଯଦି ଆପଣ ଙ୍କ ଘର କୁ ଆସୁଛନ୍ତି ତେବେ ତାଙ୍କୁ ଖାଲି ହାତ ରେ ବିଦା କରନ୍ତୁ ନାହିଁ I ଏପରି କରିବା ଦ୍ୱାରା ଭଗବାନ କ୍ରୋଧିତ ହେଇଥାନ୍ତି I ଗ୍ରଂଥ ରେ ଏହା ଉଲେଖ ମଧ୍ୟ ରହିଥାଏ ନର ଦେହେ ନାରାୟଣ I ତେଣୁ କୌଣସି ବି ଭିକାରି କୁ ନିଜ ର ସାମର୍ଯ୍ୟା ଅନୁସାରେ ଦାନ କରନ୍ତୁ I ଏହା ଦ୍ୱାରା ଭଗବାନ ଙ୍କ ର ବିଶେଷ କୃପା ପ୍ରାପ୍ତି ହେଇଥାଏ I

ଜୋତିଷ ଶାସ୍ତ୍ର ରେ କିନ୍ନର ଙ୍କୁ ବୁଧ ଗ୍ରହ ଙ୍କ ର ପ୍ରତୀକ ବୋଲି କୁହାଯାଇଥାଏ I କିନ୍ନର ଯେତେବେଳେ ଆପଣ ଙ୍କ ଦୁଆର କୁ ଆସିବେ କେବେ ହେଲେ ଖାଲି ହାତ ରେ ବିଦା କରିବେ ନାହିଁ I କିନ୍ନର ଙ୍କ ର କରିଥିବା ଆଶ୍ରିବାଦ ଦ୍ୱାରା ଆପଣ ଜୀବନ ରେ ସୁଫଳ ପ୍ରାପ୍ତି କରିବେ I

ଯଦି କୌଣସି ଅନ୍ଧ , ଭୋକିଲା ଓ ବିକଳାଙ୍ଗ ଲୋକ ଆପଣ ଙ୍କୁ କିଛି ମାଗୁଛି ତେବେ ତାଙ୍କୁ ମନା କରନ୍ତୁ ନାହିଁ I ଏହା କୁ ଶନି ଓ ରାହୁ ଙ୍କ ର କାରକ ବୋଲି କୁହାଯାଇଥାଏ I ଏପରି ବ୍ୟକ୍ତି ଙ୍କୁ ଦାନ କରିବା ଦ୍ୱାରା ଆପଣ ଅନେକ ପୁର୍ଣ୍ୟ ଉପାର୍ଜନ କରିଥାନ୍ତି I

କୌଣସି ସାଧୁ ସଂଥ ଙ୍କୁ ମଧ୍ୟ ଘରୁ ଖାଲି ହାତ ରେ ବିଦାୟ କରନ୍ତୁ ନାହିଁ I ତାଙ୍କୁ ତାଙ୍କ ର କିଛି ଆବଶ୍ୟକୀୟ ବସ୍ତୁ ନିଜ ର ସକ୍ଷମ ଅନୁସାରେ ପ୍ରଦାନ କରନ୍ତୁ I ଦେଖିବେ ଆପଣ ଙ୍କ ର କୁଣ୍ଡଳୀ ରେ ଶୁଭ ଯୋଗ ଆରମ୍ଭ ହେବ I

Share Your Comments Below