ବିରାଟ କୋହଲି ଙ୍କର ଏହି ଗୋଟିଏ ଛୋଟ ଭୁଲ ପାଇଁ ଅଷ୍ଟ୍ରେଲିଆ ଭାରତକୁ ୧୦ ଵିକେଟ ରେ ହରାଇଦେଲା ପ୍ରଥମ ମ୍ୟାଚ

ଶ୍ରୀଲଙ୍କା ବିପକ୍ଷ ରେ ହେଇଥିବା ସିରିଜ ପରେ ବର୍ତମାନ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷ ରେ ଆଜି ଏକ ଦିବସୀୟ ମ୍ୟାଚ ଖେଳିବା ଆରମ୍ଭ କରିଛି I ଏହି ମ୍ୟାଚ ମୁମ୍ବାଇ ରେ ଆୟୋଜିତ ହେଇଚି I ଯେଉଁଠାରେ ଅଷ୍ଟ୍ରେଲିଆ ଟିମ ର ଖେଳାଳି ମାନେ ବିଜେତା ହେଇଛନ୍ତି I

ଭାରତୀୟ ଟିମ କରିଛି ସଂମାନ ଜନକ ସ୍କୋର
ମ୍ୟାଚ ରେ ଟସ ଜିତିବା ପରେ ଅଷ୍ଟ୍ରେଲିଆ ଟିମ ପ୍ରଥମେ ବୋଲିଂ କରିବା କୁ ନିଷ୍ପତି ନେଇଥିଲେ I ଏବଂ ଭାରତୀୟ ଟିମ ବ୍ୟାଟିଂ କରିବା ଆରମ୍ଭ କରିଥିଲେ I ରୋହିତ ଶର୍ମା ମାତ୍ର 11 ରନ ହିଁ କରିଥିଲେ I କେଏଲ ରାହୁଲ ଓ ଶିଖର ଧାୱନ ଙ୍କ ସହ ଦୁହେଁ ବେଶ ଭଲ ରନ କରିଥିଲେ I ଭାରତୀୟ ଟିମ 49.1 ଓଭର ରେ 255 ରନ କରିଥିଲେ I

କେଏଲ ରାହୁଲ 47 ରନ କରିଥିଲେ I ଶିଖର ଧାୱନ 74 ରନ କରିଥିଲେ I ଯେଉଁଥିରେ 9 ଗୋଟି ଚୌକ ଓ ଏକ 6 କରିଥିଲେ I କ୍ୟାପଟେନ ବିରାଟ କୋହଲି ମାତ୍ର 16 ରନ କରିଥିଲେ I ଋଷବ 28 ରନ କରିଥିଲେ I ଅଷ୍ଟ୍ରେଲିଆ ଟିମ ର ପେଟ କମିଶ 2 ଵିକେଟ ଓ ମିଚେଲ 3 ଵିକେଟ ନେଇଥିଲେ I

ସହଜ ରେ ନିଜ ର ଲକ୍ଷ ପୁରା କରିଥିଲେ

ଅଷ୍ଟ୍ରେଲିଆ ଟିମ ବେଶ ସହଜ ରେ ଭାରତୀୟ ଟିମ କରିଥିବା ସ୍କୋର ର ପିଛା କରିଥିଲେ ଓ ଡେବିଡ଼ 107 ବଲ ରେ 128 ରନ କରିଥିଲେ ଯେଉଁଥିରେ କି 17 ଗୋଟି ଚୌକ ଓ 3 ଗୋଟି ଛକ୍କା ସାମିଲ ଥିଲା I ଟିମ ର କ୍ୟାପଟେନ ଆରୋନ ଫିଂଚ 110 ରନ କରିଥିଲେ I

ଭାରତ ଏହି ମ୍ୟାଚ ରେ 10 ଵିକେଟ ହରାଇ ପରାଜିତ ହେଇଥିଲା I ଏହା କୁ ନେଇ ଟିମ ମ୍ୟାନେଜମେଣ୍ଟ ମଧ୍ୟ କରିଛି I

ରାଜକୋଟ ରେ ଖେଳ ଯିବ ଦ୍ୱିତୀୟ ମ୍ୟାଚ
ଏହି ସିରିଜ ର ଦ୍ୱିତୀୟ ମ୍ୟାଚ 17 ଜାନୁୟାରୀ ରେ ରାଜକୋଟ ରେ ଆୟୋଜିତ ହେବ I ତେବେ ଏହି ଦ୍ୱିତୀୟ ମ୍ୟାଚ ରେ ଟିମ ର ବିଜୟ ଆଶା ରେ ଭାରତୀୟ ଟିମ ନିଜ ର ପ୍ରୟାସ ଆରମ୍ଭ କରିଛନ୍ତି I

ବିରାଟ ଙ୍କ ର ଭୁଲ
ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ନିଜ ର ବ୍ୟାଟିଂ ର କ୍ରମିକ କୁ ନେଇ ବଡ଼ ଭୁଲ କରିଥିଲେ I ବିରାଟ ମଧ୍ୟ ଶୀଘ୍ର ଆଉଟ ହେଇଯାଇଛନ୍ତି I ଯଦି ବିରାଟ ଆଉ କିଛି ସମୟ ରହିପାରିଥାନ୍ତେ ତେବେ ନିଶ୍ଚିତ ରୂପେ ଭାରତୀୟ ଟିମ 300 ସ୍କୋର କରିବା ରେ ସଫଳ ହେଇପାରିଥାନ୍ତା I

ଏପରି କ୍ଷେତ୍ର ରେ ବୁମରାହ ଙ୍କ ପାଁଇ ଵିକେଟ ବାହାର କରିବା ଟିକେ କଷ୍ଟକର ଅଟେ I ଭାରତ ପାଖ ରେ ମୋହମ୍ମଦ ସାମୀ ଙ୍କ ସହ କେହି ଜଣେ ଭଲ ବ୍ୟାଟ୍ସମ୍ୟାନ ଥିଲେ ଭଲ ହେଇପାରିଥାନ୍ତା I