ଇଣ୍ଡିଆ ବାଂଲାଦେଶ ଟେଷ୍ଟ ଟିମ ମ୍ୟାଚ ପାଇଁ ଭାରତୀୟ ଦଳର ହେଲା ଘୋଷଣା; ରାହୁଲ ସହିତ ଏହି ୩ଜଣ ବଡ ଖେଳାଳି ଫେରିଲେ ଦଳକୁ

ଭାରତୀୟ ଟିମ ବାଂଲାଦେଶ କୁ ନିର୍ଣ୍ଣାୟକ ମୁକାବିଲା ରେ 30 ରନ ରେ ପରାଜିତ କରିପାରିଛି I ଏବଂ 3 ଟି 20 ମ୍ୟାଚ ର ସିରିଜ ରେ ଭାରତୀୟ ଟିମ 2-1 ରେ ଏହି ସିରିଜ କୁ ନିଜ ନାମ ରେ କରିପାରିଛି I ବାଂଲାଦେଶ ବିପକ୍ଷ ରେ ଭାରତୀୟ ଟିମ ସହ ବର୍ତମାନ ଦୁଇଟି ଟେଷ୍ଟ ମ୍ୟାଚ ର ସିରିଜ ଆରମ୍ଭ ହେବ I ଏହି ସିରିଜ 14 ନଭେମ୍ବର ରୁ ଆରମ୍ଭ ହେଇ 26 ନଭେମ୍ବର ରେ ଶେଷ ହେବ I

ବାଂଲାଦେଶ ବିପକ୍ଷ ରେ ଭାରତୀୟ ଟେଷ୍ଟ ଟିମ ର ବିରାଟ କୋହଲି ଅଧିନାୟକ ରୂପେ ମ୍ୟାଚ କୁ ପରିଚାଳିତ କରିବେ I

ରାହୁଲ ସହିତ ଏହି 3 ଜଣ ଧୁରନ୍ଧର ଖେଳାଳି
ବାଂଲାଦେଶ ବିପକ୍ଷ ରେ ଭାରତୀୟ ଟେଷ୍ଟ ଟିମ ର ଲୋକେଶ ରାହୁଲ , ଶିଖର ଧାୱନ ଓ ଯଶପ୍ରୀତ ବୁମରାହ ଙ୍କୁ ଟିମ ରୁ ବାହାର କରାଯାଇଛି I ଏବଂ ଭାରତୀୟ ଟିମ ର ଯୁବ ଖେଳାଳି ଶୁଭମନ ଗିଲ ଙ୍କୁ ମଧ୍ୟ ସୁଯୋଗ ମିଳିଛି I

ଭାରତୀୟ ଟିମ ର ଟେଷ୍ଟ ଟିମ
ବିରାଟ କୋହଲି , ରୋହିତ ଶର୍ମା , ମାୟାଙ୍କ ଅଗ୍ରୱାଲ , ଚେତ୍ତେଶ୍ୱର ପୂଜାରା , ଅଝିଙ୍କିଆ ,ରାହାଣେ ହନୁମା ବିହାରୀ , ଋଢୀମାନ ସାହା , ରବିଚନ୍ଦ୍ରନ ଅଶ୍ୱିନୀ , କୁଲଦୀପ ଯାଦବ , ସାମୀ , ଉମେଶ ଯାଦବ , ଇଶାନ୍ତ ଶର୍ମା , ଶୁଭମନ ଗିଲ , ଋଷବ ପଂତ I