ପୁରା ବିଶ୍ୱରେ ଚର୍ଚାରେ ରହିଛି ଏହି ଭାରତୀୟ ଖେଳାଳିଙ୍କ ର ସୁନ୍ଦରତା ! ଆପଣ ବି ଦେଖନ୍ତୁ

ଭାରତୀୟ କ୍ରିକେଟ ଦଳ ର ଯେତିକି ନାମ ରହିଛି କ୍ରିକେଟ ଖେଳ ପାଁଇ ସେହି ପରି ଭାରତରେ ଲୋକ ପ୍ରିୟତା ମଧ୍ୟ ଢେର ଅଧିକ I ଭାରତ ରେ ଲୋକେ କ୍ରିକେଟ କୁ ଧର୍ମ ବୋଲି ମାନିଥାନ୍ତି I ଏବଂ ଅନ୍ୟ ପଟେ ମହିଳା କ୍ରିକେଟର ମାନେ ମଧ୍ୟ ଏବେ ବେଶ ସଫଳତା ଲାଭ କଲେଣି I

ଯେପରି ଭାରତୀ ରେ ଆଗରୁ ମହିଳା କ୍ରିକେଟର ଙ୍କ ର ଏତେ ଲୋକପ୍ରିୟତା ନ ଥିଲା କିନ୍ତୁ ବର୍ତମାନ ବେଶ ଲୋକପ୍ରିୟତା ଦେଖିବାକୁ ମିଳିଛି I ତେବି ଆଜି ଆମେ ଏହି ପରି ଜଣେ ମହିଳା କ୍ରିକେଟର ଙ୍କ ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛୁ ସୁନ୍ଦରତା ଓ ସୁନ୍ଦର ଖେଳ ପ୍ରଦର୍ଶନ ଖେଳ ରେ ବେଶ ଚର୍ଚିତ ଅଟନ୍ତି I ସେହି ମହିଳା କ୍ରିକେଟର ଙ୍କ ର ନାମ ହେଉଛି ସ୍ମୃତି ମଧନା I

ସେ ଭାରତୀୟ ମହିଳା କ୍ରିକେଟ ଦଳ ର ଓପନିଂ ବ୍ୟାଟ୍ସ ମ୍ୟାନ ଅଟନ୍ତି I ତାଙ୍କ ର ଜନ୍ମ 18 ଜୁଲାଇ 1996 ରେ ମୁମ୍ବାଇ ର ମହାରାଷ୍ଟ୍ର ରେ ହେଇଥିଲା I ତାଙ୍କ ର କ୍ରିକେଟ ପ୍ରତି ବେଶ ଇଚ୍ଛା ଥିବାର ରୁ ସେ କ୍ରିକେଟ ରେ ନିଜ କ୍ୟାରିୟର କରିଥିଲେ I

ସେ ଏତେ କମ ବୟସ ରେ ଏତେ ସୁନ୍ଦର ଖେଳ ପ୍ରଦର୍ଶନ କରି ବେଶ ଚର୍ଚା ରେ ଅଛନ୍ତି I