ରେଖା ଙ୍କର ଦେଖାଯାଉଥିଲେ ବହୁତ ଅଧିକ ହ୍ୟାଣ୍ଡସମ, ଏହି କାରଣରୁ ବାହାଘରର ୭ମାସ ପରେ ଦେଇ ଦେଇଥିଲେ ଜୀବନ

ବଲିଉଡ ରେ ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଥାଏ I କିନ୍ତୁ ଅଭିନେତ୍ରୀ ରେଖା ଙ୍କ ର ସୁନ୍ଦରତା ର କେହି ସମକକ୍ଷ୍ୟ ହେଇପାରିବେ ନାହିଁ I ଯେଉଁ ପରି ରେଖା ଙ୍କ ର ବୟସ ବଢି ବଢି ଯାଇଥିଲା ସେହିପରି ମଧ୍ୟ ରେଖା ଙ୍କ ର ସୁନ୍ଦରତା ରେ କୌଣସି କମି ଆସି ନ ଥିଲା I ଅଭିନେତ୍ରୀ ରେଖା ଅଭିନେତା ଅମିତାଭ ବଚ୍ଛନ ଙ୍କ ସହ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି I ତେବେ ରେଖା ବିବାହ ନ କରି ମଧ୍ୟ ମଥା ରେ ସିନ୍ଦୁର ପିନ୍ଧିବା କଥା କୁ ନେଇ ଲୋକେ ଆଶ୍ଚଯ୍ୟ ରେ ରହିଛନ୍ତି I

ମୁକେଶ ଅଗ୍ରୱାଲ ଙ୍କ ସହ ବିବାହ
ରେଖା 1990 ରେ ଉଦ୍ୟୋଗପତି ମୁକେଶ ଅଗ୍ରୱାଲ ଙ୍କ ସହ ବିବାହ କରିଥିଲେ I କିନ୍ତୁ ବିବାହ ର କିଛି ମାସ ପରେ ରେଖା ତାଙ୍କ ଠାରୁ ଦୁରେଇ ଯାଇଥିଲେ I ରେଖା ମୁକେଶ ଙ୍କ ସହ ରହିବାକୁ ଚାହୁଁ ନ ଥିଲେ I ତେଣୁ ବିବାହ ର 7 ମାସ ପରେ ମୁକେଶ ମାନସିକ ଦୁଶ୍ଚିନ୍ତା କୁ ନେଇ ଆତ୍ମହତ୍ୟା କରିଥିଲେ I

ବିବାହ ସମୟ ରେ ମୁକେଶ 37 ବର୍ଷ ର ଓ ରେଖା 35 ବର୍ଷ ର ଥିଲେ I ଉଭୟ ପରସ୍ପର ସହ ବନ୍ଧୁତା କରିବା ପରେ ବିବାହ କରିବାକୁ ନେଇଥିଲେ I ଉଭୟ ପରସ୍ପର କୁ ପସନ୍ଦ କରିବା ପରେ ବିବାହ କରିଥିଲେ I ଏହା ପରେ ରେଖା ମୁକେଶ ଙ୍କ ସହ ହେମା ଓ ଧର୍ମେନ୍ଦ୍ର ଙ୍କ ଘର କୁ ଯାଇଥିଲେ I ସେଠାରେ ରେଖା ଙ୍କୁ ତୁମେ ବିବାହ କରିଛ ?ରେଖା କହିଥିଲେ ହଁ ଆମେ ବିବାହ କରିଛୁ I

ଅମିତାଭ ଙ୍କ ପ୍ରେମ ରେ
ଏକ ଟିଭି ଇଣ୍ଟରଭିୟୁ ରେ ରେଖା କହିଥିଲେ କି ସେ ଅମିତାଭ ଙ୍କ ର ବଡ଼ ଫ୍ୟାନ ଅଟନ୍ତି I ଅମିତାଭ ଙ୍କ ର ସହ ପ୍ରଥମ ସାକ୍ଷ୍ୟାତ ରେ ହିଁ ସେ ଅମିତାଭ ଙ୍କୁ ପସନ୍ଦ କରିଥିଲେ I ସେହି ସମୟ ରେ ରେଖା ଙ୍କ ର ଅମିତାଭ ଙ୍କ ସହ ପ୍ରେମ ସମ୍ବନ୍ଧ ଥିବା ର ନେଇ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ର କାରଣ ରହିଥିଲା I ସେହିପରି ରେଖା ଙ୍କ ର ନାମ ବିନୋଦ ମେହେରା ଙ୍କ ସହ ମଧ୍ୟ ଯୋଡି ହେଇଥିଲା I କିନ୍ତୁ ବିନୋଦ ଙ୍କ ର ମା ଙ୍କୁ ଏହି ପ୍ରସ୍ତାବ ପସନ୍ଦ ନ ଥିଲା I