ଆଇପିଏଲ ଦଳର ମାଲିକ କିପରି ରୋଜଗାର କରିଥାନ୍ତି ଟଙ୍କା ? ଜାଣନ୍ତୁ ଶାହରୁଖ ଓ ପ୍ରୀତି ଜିନ୍ତା ଙ୍କର ଗୋଟେ ମ୍ୟାଚର ରୋଜଗାର

ଇଣ୍ଡିଆନ ପ୍ରିମିଅର ଲିଗ IPL ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିଚାଳିତ ଅଟେ I IPL ଭାରତ ର ଏକ ଲୋକପ୍ରିୟ 20 20 ମ୍ୟାଚ ଅଟେ I କିଛି ସହର ର ଟିମ ପ୍ରତି ବର୍ଷ ଏଥିରେ ଯୋଗ ଦେଇଥାନ୍ତି ଏବଂ ପ୍ରତିନିଧିତ୍ୱ କରିଥାନ୍ତି I 2007 ରୁ ଭାରତ ରେ ଲଳିତ ମୋଦି ଙ୍କ ଦ୍ୱାରା କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧୀନ ରେ ଏହି ମ୍ୟାଚ ଆରମ୍ଭ ହେଇଥିଲା I

ପ୍ରୀତି ଜିନ୍ତା IPL ର ଜଣେ ଫ୍ରାଞ୍ଚାଇଜ , କିଙ୍ଗ ଇଲେଭେନ ପଞ୍ଜାବ ର ମାଲିକାଣି ଅଟନ୍ତି I ସେହିପରି ସାରୁଖ ମଧ୍ୟ କଲିକତା ନାଇଟ ରାଇଡର ଟିମ 56% ମାଲିକ ଓ ଜୁହି ଚାୱଲା 46% ମାଲିକ ଅଟନ୍ତି I ପ୍ରୀତି ପ୍ରତିଟି ମ୍ୟାଚ ରେ ନିଜ ଟିମ ସହ ରହିଥାନ୍ତି I ଏବଂ ଦର୍ଶକ ଙ୍କୁ ମ୍ୟାଚ ସମୟ ରେ ଉତ୍ସାହ କରାଇଥାନ୍ତି I ପ୍ରୀତି ଙ୍କ ର ଉପସ୍ତିତି କୁ ନେଇ ତାଙ୍କ ଟିମ ମଧ୍ୟ ମ୍ୟାଚ କୁ ଆତ୍ମବିଶ୍ୱାସ ର ସହ ଖେଳିଥାନ୍ତି I

ଆପଣ ଏହା ମଧ୍ୟ ଜାଣିଥିବେ IPL ରେ ବେଶ ଭଲ ରୋଜଗାର ହେଇଥାଏ I ସାରୁଖ ଓ ପ୍ରୀତି IPL ର ଫ୍ରାଞ୍ଚାଇଜ ରୁ ବେଶ ଭଲ ରୋଜଗାର କରିଥାନ୍ତି I ଏବଂ ଏହା ମଧ୍ୟ ଆପଣ ଜାଣିଥିବେ ମୋଟା ରକମ ର ଟଙ୍କା ଦେଇ ଫ୍ରାଞ୍ଚାଇଜ ମାଲିକ ମାନେ ଖେଳାଳି ଙ୍କୁ କିଣିଥାନ୍ତି I

ସେ ନିଜ ନିଜ ର ଟିମ ରୁ ଜର୍ସି ବ୍ରାଂଡ଼ କୁ ନେଇ 150-200 କୋଟି ର ରୋଜଗାର କରିଥାନ୍ତି I ଏବଂ ଆୟ ର ଦ୍ୱିତୀୟ ମାଧ୍ୟମ ହେଉଛି ଷ୍ଟାଡିଅମ ରେ ଟିକେଟ ସେଲିଂ I

ପ୍ରୀତି ଜିନ୍ତା ଓ ସାରୁଖ ଅତି କମ ରେ ନିଜ ଟିମ ରୁ ଏକ ମ୍ୟାଚ ରେ 28-30 କୋଟି ଟଙ୍କା ରୋଜଗାର କରିଥାନ୍ତି I

Share Your Comments Below