ଆଇପିଏଲରେ ଗୋଟିଏ ମ୍ୟାଚ ଖେଳିବା ପାଇଁ ଏତିକି ଟଙ୍କା ନେଇଛନ୍ତି ଏହି ପାଞ୍ଚ ଜଣ ଖେଳାଳି ମାନେ, ସବୁଠୁ ଅଧିକ ନେଇଥାନ୍ତି ଏହି ଖେଳାଳି

ଏହା ତ ଆପଣ ଜାଣିଥିବେ କି IPL ଏକ ସିଜିନ ଖେଳ ଅଟେ I ଏବଂ ଏଥିରେ ଖେଳୁଥିବା ଖେଳାଳି ମାନେ କୋଟି କୋଟି ଟଙ୍କା ମଧ୍ୟ ନେଇଥାନ୍ତି I ତେବେ ଆଜି ଆମେ ଏଠାରେ ଏପରି କିଛି ଷ୍ଟାର ଖେଳାଳି ଙ୍କ ର ବିଷୟ ରେ କହିବାକୁ ଯାଉଛୁ I

5.ଯଶପ୍ରୀତ ବୁମରାହ
ୟାକର କିଙ୍ଗ ଯଶପ୍ରୀତ ବୁମରାହ IPL ମୁମ୍ବାଇ ର ମୁକ୍ଷ୍ୟ ବୋଲର ଅଟନ୍ତି I ତେଣୁ ସେ ମୁମ୍ବାଇ ଇଂଡିଆନ୍ସ IPL 2020 ରେ 7 କୋଟି ଟଙ୍କା ନେଇଥାନ୍ତି I ଅର୍ଥାତ ଯଶପ୍ରୀତ ବୁମରାହ IPL ରେ ଗୋଟେ ମ୍ୟାଚ ଖେଳିବାକୁ 50 ଲକ୍ଷ ଟଙ୍କା ନେଇଥାନ୍ତି I

4.ସ୍ଟିବ ସ୍ମିଥ
ଅଷ୍ଟ୍ରେଲିଆ ର ଖେଳାଳି ସ୍ଟିବ ସ୍ମିଥ IPL ରାଜସ୍ତାନ ରୟଲସ ର କ୍ୟାପଟେନ ଅଟନ୍ତି I IPL 2020 ପୂର୍ବ ରୁ ରାଜସ୍ତାନ ରୟଲସ ରେ ସ୍ଟିବ ସ୍ମିଥ ଙ୍କୁ 12 କୋଟି ଟଙ୍କା ରେ କିଣାଯାଇଥିଲା I ଏହି ପରି ସ୍ଟିବ ସ୍ମିଥ IPL ର ଗୋଟେ ମ୍ୟାଚ ଖେଳିବାକୁ 85 ଲକ୍ଷ ଟଙ୍କା ନେଇଥାନ୍ତି I

3.ମହେନ୍ଦ୍ର ସିଂ ଧୋନୀ
ମହେନ୍ଦ୍ର ସିଂ ଧୋନୀ IPL ରେ ତିନି ଥର ଚମ୍ପିୟାନ ସୁପର କିଙ୍ଗ ର କ୍ୟାପଟେନ ହେଇଥିଲେ I ଏବଂ ଚେନାଇ ସୁପର କିଙ୍ଗ IPL 2020 ରେ ମହେନ୍ଦ୍ର ସିଂ ଧୋନି ଙ୍କୁ 15 କୋଟି ଟଙ୍କା ରେ କ୍ରୟ କରିଥିଲା I ସେହି ଅନୁସାରେ ମହେନ୍ଦ୍ର ସିଂ ଧୋନୀ ଏକ ମ୍ୟାଚ ଖେଳିବାକୁ 1 କୋଟି 7 ଲକ୍ଷ ନେଇଥାନ୍ତି I

2.ରୋହିତ ଶର୍ମା
ରୋହିତ ଶର୍ମା IPL ର ସବୁଠାରୁ ସଫଳ କ୍ୟାପଟେନ ଅଟନ୍ତି I ଏବଂ ସେ ମୁମ୍ବାଇ ଇଂଡିଆନ୍ସ ର କ୍ୟାପଟେନ ଅଟନ୍ତି I ରୋହିତ ଶର୍ମା ଙ୍କୁ 15 କୋଟି ଟଙ୍କା ରେ ଟିମ ରେ କ୍ରୟ କରାଯାଇଥାଏ ଏବଂ ଏକ ମ୍ୟାଚ ପାଁଇ 1 କୋଟି 7 ଲକ୍ଷ ନେଇଥାନ୍ତି I

1.ବିରାଟ କୋହଲି
ଟିମ ଇଣ୍ଡିଆ ର କ୍ୟାପଟେନ ବିରାଟ କୋହଲି ମଧ୍ୟ IPL ର ରୟାଲ ଚାଲେଞ୍ଜର୍ସ ଟିମ ର ସଦସ୍ୟ ଅଟନ୍ତି I IPL 2020 ପୂର୍ବ ରୁ ରୟାଲ ଚାଲେଞ୍ଜର୍ସ ରେ 17 କୋଟି ଟଙ୍କା ମୂଲ୍ୟ ରେ ତାଙ୍କୁ କ୍ରୟ କରାଯାଇଛି I ଅର୍ଥାତ ବିରାଟ କୋହଲି 1 IPL ମ୍ୟାଚ ପାଁଇ 1 କୋଟି 21 ଲକ୍ଷ ଟଙ୍କା ନେଇଥାନ୍ତି I