ଅନେକ ବର୍ଷ ପରେ ଶନି ଦେୱଲ କହିଲେ ସତ, ଏହି କାରଣରୁ ଶାହରୁଖ ଖାନଙ୍କୁ କରନ୍ତି ଘୃଣା, ଏହି ଦୁଇ ଜଣ ମଧ୍ୟ ପସନ୍ଦ ନୁହନ୍ତି

90 ଦଶକ ରେ ଶନି ଦେୱଲ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସୁପର ହିରୋ ରୂପେ ପରିଚିତ ଥିଲେ I ସେ ସମୟ ରେ ଫିଲ୍ମ ଜିଦ୍ଦୀ , ଘାତକ , ବର୍ଡ଼ର ଓ ଗଦର ପରି ଅନେକ ସୁପର ହିଟ ଫିଲ୍ମ ରେ ଶନି ଦେୱଲ ଙ୍କୁ ଦେଖିବାକୁ ମିଳିଥିଲା I 2011 ରେ ସେ ନିଜ ର ଶେଷ ସୁପର ହିଟ ଫିଲ୍ମ “ୟମଲା ପାଗଳ ଦିୱାନ” ରେ ଅଭିନୟ କରିଥିଲେ I ଏହା ପରେ ସେ ଅନେକ ଆକ୍ସନ ଫିଲ୍ମ ରେ କାମ କରିଥିଲେ I ଏବଂ ଶନି ଦେୱଲ ଆଜି ମଧ୍ୟ 62 ବର୍ଷ ବୟସ ରେ ନିଜ କୁ ଫିଟ ରଖିପାରିଛନ୍ତି I ଶନି ଦେୱଲ ବିଗତ ଦିନ ରେ ନିଜ ଜୀବନ ର ସବୁଠାରୁ ବଡ଼ ସତ୍ୟତା ବିଷୟ ରେ ପରିପ୍ରକାଶ କରିଛନ୍ତି I ଏବଂ ସେ କହିଛନ୍ତି ସେ ଇଣ୍ଡଷ୍ଟ୍ରି ରେ ତିନି ଜଣ ବଡ଼ ବଡ଼ ଅଭିନେତା ଙ୍କୁ ପସନ୍ଦ କରନ୍ତି ନାହିଁ I

ସାରୁଖ ଖାଁ
ସାରୁଖ ଖାଁ ଙ୍କୁ ବଲିଉଡ ରେ କିଙ୍ଗ ଖାଁ କୁହାଯାଇଥାଏ I କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଶନି ଦେୱଲ ନିଜେ ଏହା କହିଛନ୍ତି କି ସେ ସାରୁଖ ଖାଁ ଙ୍କ ର ବ୍ୟକ୍ତିତ୍ୱ ଓ ସ୍ଵଭାଵ କୁ ପସନ୍ଦ କରନ୍ତି ନାହିଁ I ଫିଲ୍ମ ଡ଼ର ରେ ସେ ସାରୁଖ ନେଗେଟିଭ ଅଭିନୟ କରିଥିଲେ I ଫିଲ୍ମ ସୁପର ହିଟ ହେଇଥିଲା କିନ୍ତୁ ସନି ଦେୱଲ ଙ୍କ ର ଅଭିନୟ କୁ ଦର୍ଶକେ ଅଧିକ ପସନ୍ଦ କରିଥିଲେ I ଏହି ଫିଲ୍ମ ର ପ୍ରିମିଅରରେ ସାରୁଖ , ଶନି ଦେୱଲ ଙ୍କ ସହ କଥା ହେଇ ନ ଥିଲେ I

2001 ମସିହା ରେ ଦେଇଥିବା ଇଣ୍ଟରଭିୟୁ ରେ ଶନି ଦେୱଲ କହିଥିଲେ କି ମୁ ମୋ ତରଫରୁ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲି କିନ୍ତୁ ସେ ଅଧିକ କଥା ହେଇ ନ ଥିଲେ I ତେଣୁ ମୁ ମଧ୍ୟ ତାଙ୍କ ଠାରୁ ଦୁରେଇ ରହିଲି I

ଅନିଲ କପୁର
ଅନିଲ କପୁର ବଲିଉଡ ର ଜଣେ ସୁପର ଷ୍ଟାର ଅଭିନେତା ଅଟନ୍ତି I ଏବଂ ଅନିଲ କପୁର ଓ ଶନି ଦେୱଲ ଙ୍କ ର ପୁରୁଣା ଶତ୍ରୁତା ରହିଛି I ଦୁହେଁ ଫିଲ୍ମ “ରାମ ଅବତାର” ରେ ଏକାଠି ଅଭିନୟ କରିଥିଲେ I ସେହି ସମୟ ରୁ ହିଁ ଦୁହିଁଙ୍କ ର ଶତ୍ରୁତା ଲାଗି ରହିଛି I

ଅମୀର ଖାଁ
ଶନି ଦେୱଲ ଙ୍କ ର ହିଟ ଲିଷ୍ଟ ରେ ଆଗାମୀ ନାମ ହେଉଛି ବଲିଉଡ ର ମିସ୍ଟର ପରଫେକ୍ଟ ଅମୀର ଖାଁ I ଶନି ଦେୱଲ ଓ ଅମୀର ଖାଁ ଙ୍କ ର ଶତ୍ରୁତା 2011 ରେ ଆରମ୍ଭ ହେଇଥିଲା I ଏବଂ ଅମୀର ଙ୍କ ର ଫିଲ୍ମ 2011 ରେ ଆରମ୍ଭ ହେଇଚି I ଫିଲ୍ମ ଗଦର ଓ ଫିଲ୍ମ ଲଗାନ ଏକ ଡେଟ ରେ ରିଲିଜ ହେବାର ଥିଲା ଏବଂ ଅମୀର ଙ୍କୁ ତାଙ୍କ ଫିଲ୍ମ ରିଲିଜ ଡେଟ ଚେଙ୍ଗ କରିବାକୁ ଶନି ଦେୱଲ ଅନୁରୋଧ କରିଥିଲେ ବି ସେ ଶୁଣି ନ ଥିଲେ I ଶନି ଦେୱଲ ଏହି କଥା ରେ ରାଗି ଯାଇଥିଲେ I