ଘରେ ବସିକି ୨୫ହଜାରେ ରୋଜଗାର କରିବାର ସୁଯୋଗ ଦେଉଛନ୍ତି ଇଷା ଆମ୍ବାନୀ, ବାସ କରିବାକୁ ହେବ ଏହି ଗୋଟିଏ କାମ

ଏହା ତ ଆପଣ ବେଶ ଭଲ ଭାବରେ ପରିଚିତ କି କିପରି ଆଜିକା ସମୟ ରେ ଶସ୍ତା ପ୍ଲାନ ରେ ଟେଲିକମ କମ୍ପାନୀ ବେଶ ଚର୍ଚା ରେ ରହିଛି I ଏହି ଶାସ୍ତ୍ର ଟାରିଫ ପ୍ଲାନ କାରଣ ରୁ ଏହାର ଗ୍ରାହକ ଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି I ହଁ ଜିଓ ଲଞ୍ଚ କରିବା ପରେ ଏହି କମ୍ପାନୀ ରେ ପ୍ରତିମାସ ରେ ଆପଣ 25 ରୁ 30 ହଜାରେ ପର୍ଯ୍ୟନ୍ତ ଆପଣ ରୋଜଗାର କରିପାରିବେ I

ଏହା କିପରି ହେବ ଜାଣି ରଖନ୍ତୁ କି ଜିଓ ନିଜ ର ନେଟୱର୍କ କୁ ମଜବୁତ କରିବା ପାଁଇ ଏକ ଲକ୍ଷ ନୂଆ ଟାୱାର ନିର୍ମାଣ କରିଛି I ଯେଉଁ କାରଣ ରୁ ଆପଣ ବିଗତ ଦିନ ରେ ଟେଲିକମ ସମ୍ବନ୍ଧିତ ହେଉଟିବା ସବୁ ସମସ୍ୟା ଧୀରେ ଧୀରେ ସମାଧାନ ହେବାରେ ଲାଗିଛି ଏବଂ ଏଥିରେ 16 ହଜାରେ କୋଟି ଏୟାରଟେଲ ଓ 50 ହଜାରେ କୋଟି ଜିଓ ପୁଞ୍ଜି ନିବେଶ କରିଛି I

କମ୍ପାନୀ ର ଏହି ସମସ୍ୟ ର ସମାଧାନ କାରଣ ରୁ ଗ୍ରାହକ ମାନେ ଆଉ କୌଣସି ବି ଅସୁବିଧା ରେ ଆପଡିବେ ନାହିଁ ତେବେ ଆଗାମୀ ବର୍ଷ ଅର୍ଥାତ 1 ଅପ୍ରେଲ 2018 ରୁ ଦେଶ ରେ ପାଖାପାଖି ଏକ ଲକ୍ଷ ଟାୱାର ନିର୍ମାଣ କରାଯିବ I

ଆସନ୍ତୁ ଜାଣିବା କିପରି ରୋଜଗାର କରିବେ ପଇସା
ଯଦି ଆପଣ ଙ୍କ ପାଖରେ ଛାତ କିମ୍ବା ବଡ଼ ଜାଗା ଅଛି ତେବେ ଆପଣ ଟାୱାର ପାଁଇ ଆବେଦନ କରିପାରିବେ ତେବେ ସର୍ଵନିମ 500 ବର୍ଗ ଫୁଟ ଜାଗା ଆବଶ୍ୟକ ଅଟେ I

ତେବେ ଯଦି ଆପଣ ଙ୍କ ପାଖରେ ଏପରି ଜାଗା ଅଛି ତ ଆପଣ ମୋବାଇଲ ଟାୱାର ଲଗାଇବା ପାଁଇ ଆବେଦନ କରିପାରିବେ I ଟାୱାର କମ୍ପାନୀ ଯେପରି ଆମେରିକାନ ଟାୱାର , ଭାରତୀ – ଇନ୍ଫରଟେଲ , ବ୍ୟୋମ , ଜିତିଆଲ ପରି ଅନେକ କମ୍ପାନୀ ର ୱେବସାଇଟ ରେ ଆପଣ ସମ୍ପୂର୍ଣ ବିବରଣୀ ପାଇପାରିବେ I

ଧ୍ୟାନ ରଖନ୍ତୁ କି ଛାତ ଉପରେ ଟାୱାର ଲଗାଇବାକୁ ହେଲେ 500 ବର୍ଗ ଫୁଟ ଓ ଖାଲି ପ୍ଲଟ ରେ ଲଗାଇବାକୁ ହେଲେ 2000 ବର୍ଗ ଫୁଟ ଜାଗା ଆବଶ୍ୟକ ଅଟେ I

ଯଦି ଆପଣ ଙ୍କ ପାଖରେ ଏତେ ଖାଲି ଜାଗା ରହିଚି ତେବେ ଆପଣ ନିଶ୍ଚିତ ରୂପେ ଏହି ଟାୱାର ପାଁଇ ଆବେଦନ କରିପାରିବେ I ଏବଂ ଏହା ଦ୍ୱାରା ଆପଣ ମାସ କୁ 25 ରୁ 30 ହଜାରେ ଟଙ୍କା ଖୁସି ରେ ରୋଜଗାର କରିପାରିବେ I

ଯଦି ଲୋକେସନ ଭାବରେ ଆପଣ ଙ୍କ ର ପ୍ରପର୍ଟି ଚୟନ ହେଇଥାଏ ତ ଟେଲିକମ କମ୍ପାନୀ ଓ ଆପଣ ଙ୍କ ମଧ୍ୟ ରେ ଏକ ଏଗ୍ରିମେଣ୍ଟ ହେବ ଏବଂ ଟାୱାର ର ସମ୍ପୂର୍ଣ ଖର୍ଚ୍ଚ କମ୍ପାନୀ ହିଁ ବହନ କରିବ I