ଭାରତୀୟ ଅନ୍ତରୀକ୍ଷ 27 ନଭେମ୍ବର ସକାଳୁ ଦେଶ ସୁରକ୍ଷ୍ୟା ଓ ବିକାଶ କ୍ଷେତ୍ର ରେ ଇତିହାସ ରହିଛି I ଇସ୍ରୋ ସକାଳ 9.28 ମିନିଟ ସମୟ ରେ ସ୍ୱେଟେଲାଇଟ କର୍ତ୍ତସେଟ 3 କୁ ସଫଳତା ର ସହ ଲଞ୍ଚ କରିଛି I ଏହା ଦ୍ୱାରା ଭାରତୀୟ ସେନା ପାକିସ୍ତାନ ର ଆତଙ୍କବାଦୀ ହରକତ କୁ ଅନୁଧ୍ୟାନ କରିପାରିବେ I ଏବଂ ଆବଶ୍ୟକତା ପଡିଲେ ସର୍ଜିକାଲ ଷ୍ଟ୍ରାଇକ ମଧ୍ୟ କରିପାରିବେ I
ଇସ୍ରୋ ର କାଉଂଟସେଟ କୁ 27 ନଭେମ୍ବର ସକାଳ 9.28 ସମୟ ରେ ଶ୍ରୀ ହରିକୋଟା ଦୀପ ( SDSC SHAR ) ରୁ ଲଞ୍ଚ କରାଯାଇଛି I କାଉଣ୍ଟସେଟ 3 ସ୍ୱେଟେଲାଇଟ ପିଏସଏଲବି ସି 47 ରକେଟ ରେ ଛଡାଯାଇଥିଲା I ଏବଂ ଏହା ବର୍ତମାନ ପୃଥିବୀ ରୁ 509 କିମି ଦୂରତା ରେ ପରିକ୍ରମା କରୁଛି I
ପିଏସଏଲବି ର 74 ତମ ଉଡାଣ ଏହା ଥିଲା I 6 ଗୋଟି ସ୍ପ୍ରେପଅନ ସହ ପିଏସଏଲବି 21 ତମ ଉଡାଣ କରିଥିଲା I ଏବଂ ଏହି ରାକେଟ ର ଏହା 74 ତମ ଉଡାଣ ଥିଲା I କାଉଣ୍ଟସେଟ 3 ସେତେଲାଇଟ ସହ ଆମେରିକା ର ଅନ୍ୟ 13 ଗୋଟି ସୈନିକ ସ୍ୱେଟେଲାଇଟ ମଧ୍ୟ ଛଡାଯାଇଛି I
ଏହି ସ୍ୱେଟେଲାଇଟ ଏତେ ଶକ୍ତିଶାଳୀ କି ହାତ ଘଣ୍ଟା ରେ ସମୟ କେତେ ଦେଖିପାରିବ I କାଉଣ୍ଟସେଟ 3 ନିଜ ସିରିଜ ର ନବମ ସ୍ୱେଟେଲାଇଟ ଅଟେ I କାଉଣ୍ଟସେଟ 3 ସ୍ୱେଟେଲାଇଟ ର କ୍ୟାମେରା ବହୁତ ଶକ୍ତିଶାଳୀ ଅଟେ ଏବଂ ଏହା ପୃଥିବୀ ରୁ 509 କିମି ଉଚତା ରେ ହିଁ ରହିଛି I ଏହା ଭୁପୃଷ୍ଠ ର 9/84 ଇଞ୍ଚ ର ଉଚତା ରୁ ହିଁ ସ୍ପଷ୍ଟ ଚିତ୍ର ନେଇପାରିବ I
ଦୁନିଆ ର ସବୁଠାରୁ ଶକ୍ତିଶାଳୀ ସ୍ୱେଟେଲାଇଟ ହେଉଛି ଏହି କାଉଣ୍ଟସେଟ 3 ସ୍ୱେଟେଲାଇଟ I ଏପରି ପାୱାରଫୁଲ ସ୍ୱେଟେଲାଇଟ ଅନ୍ୟ କୌଣସି ଦେଶ ଲଞ୍ଚ କରିନାହାନ୍ତି I ଏପରି କି ଆମେରିକା ର ଜିୟୋଆଇ 1 ସ୍ୱେଟେଲାଇଟ ଭୁପୃଷ୍ଠ ର 16/14 ଇଞ୍ଚ ରୁ ହିଁ ଫୋଟୋ ନେଇପାରୁଛି I