ଯେତେବେଳେ ଶିବଲିଙ୍ଗକୁ ବଞ୍ଚାଇବା ପାଇଁ ସ୍ୱୟଂ ଶେଷ Naga ଚାଲି ଆସିଲେ, ତାପରେ ସେଠି ଯାହା ହେଲା, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ମହାଦେବଙ୍କ ବିଷୟରେ ଏମିତି ଏକ ସତ ଘଟଣା ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ମୋହନ ଦାସ କୁହନ୍ତି କି ଏହି ଘଟଣାଟି ୧୦ ବର୍ଷର ଅଟେ ୧୦ ବର୍ଷ ତଳେ ତାଙ୍କ ଗାଁରେ ଜଣେ ବୃଦ୍ଧ ଲୋକ ଥିଲେ ଯାହାଙ୍କ ନାମ ଥିଲା ହିରାଲାଲ ଶର୍ମା ଏବଂ ହିରାଲାଲ ବାବୁଙ୍କୁ ସବୁଦିନ ଗୋଟିଏ ସ୍ବପ୍ନ ଆସୁଥିଲା କି ତାଙ୍କ ଗାଆଁରେ ଯେଉଁ ନଦୀ ଲାଗିଥିଲା ସେହି ଜମିରେ ଆଖପାଖରେ କୋଉଠି ଶିବଲିଙ୍ଗ ଅଛନ୍ତି।

ହିରାଲାଲ ବାବୁ ଏହାକୁ ଗମ୍ଭୀରର ସହ ନେଲେ ଆଉ ଗାଁରେ ଗୋଟିଏ ବୈଠକ ଡାକିଲେ ଆଉ ତାଙ୍କ ସ୍ବପ୍ନ ବିଷୟରେ ସମସ୍ତ ଗାଁ ଲୋକଙ୍କୁ କହିଲେ। ଏହାପରେ ଗାଁର ଲୋକମାନେ ମିଶି ନଦୀର ଆଖପାଖ ଜମି ଖୋଳିବାକୁ ଲାଗିଲେ ଆଉ ଶିବଲିଙ୍ଗଙ୍କୁ ଖୋଜିବାକୁ ଲାଗିଲେ ଆଉ ସେହି ନଦୀର ଗୋଟିଏ କୂଳରେ ଶିବଲିଙ୍ଗକୁ ପାଇଲେ। ଏହାପରେ ସବୁ ଗାଁ ଲୋକମାନେ ଏକ ଭଲ ମୁହୂର୍ତ୍ତ ଦେଖିଲି ଏକ ଶଗଡ଼ ଗାଡ଼ିର ବ୍ୟବସ୍ଥା କରିଲେ ଯେଉଁଥିରେ ଶିବଲିଙ୍ଗକୁ ରଖି ଏକ ଭଲ ଜାଗା ନେବା ପାଇଁ କିନ୍ତୁ ଚମତ୍କାର ତ ସେତେବେଳେ ହେଲା ଯେତେବେଳେ ସେହି ଶିବଲିଙ୍ଗ ସେଠୁ ଉଠିଲା ନାହିଁ ଗାଁର ବଡ଼ ବଡ଼ ବଳବାନ୍ ଲୋକମାନେ ଶିବଲିଙ୍ଗକୁ ଉଠାଇବାକୁ ଚେଷ୍ଟା କଲେ |

ପରନ୍ତୁ ସେହି ଶିବଲିଙ୍ଗ ଟିକେ ବି ହେଲେ ଘୁଞ୍ଚିଲା ନାହିଁ। ଏହା ଦେଖି ଗାଁର ବୃଦ୍ଧ ଲୋକମାନେ ନିଷ୍ପତି ନେଲେ କି ଏହି ଶିବଲିଙ୍ଗ ଏହିଠାରେ ସ୍ଥାପନ ହେବ। ତାପର ଦିନ ଗାଁର ଲୋକମାନେ ଶିବଲିଙ୍ଗର ପ୍ରାଣ ପ୍ରତଷ୍ଠା କରିବା ପୂର୍ବରୁ ତାଙ୍କ ସହ ଏକ ଏମିତି ଚମତ୍କାର ହେଲା ଯାହାକୁ ହିରାଲାଲ କେବେବି ଭୁଲି ପାରିବେ ନାହିଁ। ସେହି ଗାଁରେ ବୋହୁତ ଜୋର୍ ରେ ବାତ୍ୟା ହେବାକୁ ଲାଗିଲା କେତେବେଳେ ଜୋର୍ ବର୍ଷା ଆଉ କେତେବେଳେ ଜୋର୍ ପବନ ବହିବାକୁ ଲାଗିଲା।

ସନ୍ଧ୍ୟା ସମୟରେ ଚାରିଆଡ଼େ ବର୍ଷା ପବନ ହେଉଥିଲା ତଥାପି ହିରାଲାଲ ବାବୁ ନିଜ ଘରର କବାଟ ଖୋଲିଲେ ଆଉ ବାହାରର ଦୃଶ୍ୟ ଦେଖି ତାଙ୍କର ହୋସ ଉଡ଼ିଗଲା ଯାହା ଯେମିତି କରିକି ସେ ନଦୀ ସେ ସେହି ନଦୀ କୂଳରେ ପହଞ୍ଚିଲେ ଆଉ ଦେଖିଲେ କେଉଁଠାରେ ବି ଶିବଲିଙ୍ଗ ଦେଖା ଯାଇନଥିଲା କିନ୍ତୁ ଏହାପରେ ସେ ଯେତେବେଳେ ଭଲ ଭାବରେ ଶିବଲିଙ୍ଗ ଯେଉଁ ଦିଗରେ ଥିଲେ ସେହି ଦିଗକୁ ଦେଖିବାକୁ ଚେଷ୍ଟା କଲେ ସେଠାରେ ସେ ଯାହା ଦେଖିଲେ ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ସେ ସେଠାରେ ଦେଖିଲେ ସ୍ଵୟଂ ଶେଷନାଗ ଶିବଲିଙ୍ଗଙ୍କର ରକ୍ଷା କରୁଥିଲେ। ସେ ହାତ ଯୋଡ଼ି ପ୍ରଣାମ କଲେ ଆଉ ତାଙ୍କ ଘରକୁ ଚାଲି ଆସିଲେ।

୩ ରୁ ୪ ଘଣ୍ଟା ପରେ ବାତ୍ୟା ଧୀରେ ଧୀରେ କମ୍ ହୋଇଗଲା ଆଉ ଗାଁର ଲୋକମାନେ କହିଲେ ହିରାଲାଲ ତୁମକୁ ଶିବଲିଙ୍ଗର ରକ୍ଷା କରିବାକୁ କୁହାଯାଇଥିଲା ତମେ ତମ ଦାୟିତ୍ଵ ପୂର୍ଣ୍ଣ କରୁଛ ତ। ଏହାପରେ ହିରାଲାଲ ସବୁ ଘଟଣା ବିଷୟରେ ଗାଁ ଲୋକଙ୍କୁ ଜଣାଇଲେ କିନ୍ତୁ ଗାଁ ଲୋକମାନେ ସମସ୍ତେ ତାଙ୍କୁ ପାଗଳ କହିଲେ ଆଉ ଏହାର ପ୍ରମାଣ ଦେଖିବା ପାଇଁ ନଦୀ କୂଳକୁ ଗଲେ ଆଉ ନଦୀ କୂଳରେ ପହଞ୍ଚିବା ପରେ ସେମାନେ ଯାହା ଦେଖିଲେ ତାଙ୍କର ହୋସ ଉଡ଼ିଗଲା। ସେମାନେ ଦେଖିଲେ ସେଠାରେ ଶେଷନାଗ ନଥିଲେ କିନ୍ତୁ ଶିବଲିଙ୍ଗ ପଛପଟେ ଏକ ବିଶାଳ ପଥର ଥିଲା ଆଉ ଶିବଲିଙ୍ଗ ସଂପୂର୍ଣ୍ଣ ସୁରକ୍ଷିତ ଥିଲା। ଏହାପରେ ବୋହୁତ ଧୁମ୍ ଧାମ୍ ରେ ସେଠାରେ ଶିବଲିଙ୍ଗଙ୍କ ପ୍ରାଣ ପ୍ରତିଷ୍ଠା କରାଗଲା|