ଯଦି ଆପଣଙ୍କ ପାଖରେ ରହିଛି ଏହି ୫୦୦ ଟଙ୍କିଆ ଷ୍ଟାର ସିରିଜର ନୋଟ ତ ଛାଡି ଦିୟନ୍ତୁ ଚାକିରୀ ଗୋଟା ନୋଟ ବିକ୍ରି ହେଉଛି ୨୫୦୦୦୦ ଟଙ୍କାରେ

ଆପଣ ଙ୍କୁ ଏକ ସ୍ପେଶାଲ ନୋଟ ସମ୍ବନ୍ଧ ରେ କହିବାକୁ ଯାଉଛୁ ଯେଉଁ ନୋଟ ଆପଣ ଙ୍କ ପାଁଇ ବହୁତ ଖାସ ଅଟେ I ଏହି ନୋଟ ଜରିଆ ରେ ଆପଣ ଲକ୍ଷପତି ହେଇପାରିବେ I

ତେବେ ଏହି ନୋଟ ର ନମ୍ବର ମଧ୍ୟ ରେ ଆପଣ ଙ୍କୁ ଏକ ଷ୍ଟାର ସିରିଜ ଦେଖିବାକୁ ମିଳିବ I ତେବେ ଯେଉଁ ନୋଟ ମଧ୍ୟ ରେ ବି ଏହି ଷ୍ଟାର ଚିହ୍ନ ରହିଥାଏ ସେହି ନୋଟ ବହୁତ ଖାସ ହେଇଥାଏ I

ଏହି ନୋଟ କୁ ଆପଣ ଅନଲାଇନ ରେ ଯାଇ ବି ବିକ୍ରୟ କରିପାରିବେ I ଏବଂ ବହୁତ ଭଲ ରେଟ ରେ ବି ଏହା ବିକ୍ରୟ ହେବ I ଏବଂ ଦେଖିବାକୁ ଗଲେ ଅନଲାଇନ ରେ ଏହି ନୋଟ ର ମୂଲ୍ୟ 200000 ରୁ 250000 ଟଙ୍କା ହେଇଥାଏ I

ତେବେ ଏହି ନୋଟ ର ସିରିଜ ସଂଖ୍ୟା ମଧ୍ୟ ରେ ଏକ ଷ୍ଟାର ଦେଖିବାକୁ ପାଇବେ ତ ଆପଣ ସେହି ନୋଟ କୁ ଅନଲାଇନ ରେ ଯାଇ ବିକ୍ରି କରିପାରିବେ I

ତେବେ ଏହି ନୋଟ ବିକ୍ରି ହେବ କି ନାହିଁ ଏହା ତ ଜଣା ନାହିଁ କିନ୍ତୁ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି କି କିଛି ଲୋକେ ଏହି ନୋଟ ବିକି ଭଲ ରୋଜଗାର କରୁଛନ୍ତି I