ଅନେକ ଏପରି ଲୋକେ ଅଛନ୍ତି ଯେଉଁମାନେ ନିଜ ଶରୀର ରେ ବିଭିର୍ନ ଅଙ୍ଗ ରେ ଟାଟୁ ବନାଇଥାନ୍ତି I ଆଜିକା ଯୁବପିଢ଼ି ଙ୍କୁ ନିଜ ଶରୀର ରେ ଟାଟୁ କରିବା ଏକ ବଡ଼ ସଉକ ଅଟେ I ଏହା ଆଜିକା ସମୟ ରେ ଏକ ଫ୍ୟାସନ ହେଇଗଲାଣି I ଅନେକ ଲୋକପ୍ରିୟ ଫିଲ୍ମ କଳାକାର ମାନେ ମଧ୍ୟ ନିଜ ଶରୀର ରେ ଟାଟୁ କରିଥାନ୍ତି I ତେବେ ଏହି ଟାଟୁ କରିବା ସମୟ ରେ ଆପଣ ଅନେକ ଯନ୍ତ୍ରଣା ର ଶିକାର ମଧ୍ୟ ହେଇଥାନ୍ତି I
ଯଦି ଆପଣ ନିଜ ଶରୀର ରେ ଟାଟୁ କରିବାକୁ ଚାହୁଁଛନ୍ତି ତେବେ ଏହା ପଢ଼ୀରଖନ୍ତୁ I ଏହା ଆପଣ ଙ୍କ ଶରୀର ପାଁଇ ହାନିକାରକ ମଧ୍ୟ ହେଇପାରେ I ତେବେ ଏହା ଦ୍ୱାରା ଆପଣ ଅନେକ ଘାତକ ରୋଗ ର ଶିକାର ମଧ୍ୟ ହେଇପାରନ୍ତି I ଆଜି ଆମେ ଆପଣ ଙ୍କୁ ଏକ ରିପୋର୍ଟ ରେ ଏହା ଦର୍ଶାଇବୁ I
ଟାଟୁ ନିର୍ମାଣ କରିବାକୁ ହେଲେ କ୍ୟାଡିୟମ , କ୍ରୋମିୟଂ ଓ ଟିଟାନିୟମ ପରି ତତ୍ୱ ର ବ୍ୟବହାର କରିବାକୁ ହେଇଥାଏ I ଏବଂ ସାମାନ୍ୟ ଭୁଲ ରେ ଏହା ଆମ ଶରୀର ରେ ଇନଫେକ୍ସନ ମଧ୍ୟ କରିପାରେ I ଡାକ୍ତର ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି କି ଟାଟୁ କରିବା ବିପଦଜନକ ହେଇଥାଏ I ଏବଂ ଏହି ଟାଟୁ ନିର୍ମାଣ ଦ୍ୱାରା ଏଡ୍ସ ପରି ରୋଗ ମଧ୍ୟ ହେଇଥାଏ I ଅନ୍ୟପଟେ ଏହି ଟାଟୁ ନିର୍ମାଣ ଦ୍ୱାରା ହେପାଟାଇଟ ପରି ରୋଗ ମଧ୍ୟ ହେଇଥାଏ I
ଟାଟୁ ନିର୍ମାଣ ଦ୍ୱାରା ଅନେକ ଭୟାନକ ରୋଗ ର ଆପଣ ଶିକାର ହେଇପାରନ୍ତି I ଏବଂ ଏହି ଟାଟୁ ଆପଣ ଙ୍କ ର ସମସ୍ୟା ର କାରଣ ମଧ୍ୟ ହେଇପାରେ I ଅନ୍ୟ କ୍ଷେତ୍ର ରେ ଦେଖିବାକୁ ଗଲେ ଯଦି ଆପଣ ନିଜ ଶରୀର ରେ ଟାଟୁ କରିଛନ୍ତି ତେବେ କୌଣସି ସରକାରୀ ଚାକିରୀ ରେ ଆପଣ ଏଣ୍ଟ୍ରି ହେଇପାରିବେ ନାହିଁ I
କିଛି ଟାଟୁ ଡିଜାଇନର ଙ୍କ ର କହିବା ଅନୁସାରେ ଏପରି ଟାଟୁ କରିଲେ କିଛି ସମସ୍ୟା ନ ଥାଏ I କିନ୍ତୁ ଯଦି ଆପଣ ଟାଟୁ କରିବେ ତେବେ ଜଣେ ଭଲ ଟାଟୁ ନିର୍ମାତା ଙ୍କ ପାଖ କୁ ଯିବା ଉଚିତ I ଟାଟୁ କରୁଥିବା ଲୋକ ଟି ହାତ ରେ ଗ୍ଳୋବ୍ସ ପିନ୍ଧିବା ଜରୁରୀ ଅଟେ I କୌଣସି ପୁରୁଣା ଛୁଞ୍ଚି କି ନୂଆ ଛୁଞ୍ଚି ରେ ଏହି ଟାଟୁ ନିର୍ମାଣ ହେଉଛି ଏହା ଦେଖିବା ଜରୁରୀ ଅଟେ I
ଯଦି ଆପଣ ବି ଆପଣଙ୍କ ଶରୀରରେ ଟାଟୁ କରେଇବା ପାଇଁ ଭାବୁଛନ୍ତି କିମ୍ବା କରାଇଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ
