ଯଦି ଆପଣ ବି ଭାଉଜ ମାନଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି ୪ ଗୋଟି କଥା !

ଆଜିକା ସମୟ ରେ ଦୁନିଆ ଅନେକ ପ୍ରଗତି କରିଛି I ଆଜିକା ଯୁବପିଢ଼ି ସବୁ କ୍ଷେତ୍ର ରେ ବେଶ ଆଗୁଆ ରହିଛନ୍ତି I କିନ୍ତୁ ପ୍ରେମ ମାମଲା ମଧ୍ୟ ଆଜିକା ଯୁବପିଢ଼ି ବେଶ ଆଗୁଆ ରହିଛନ୍ତି I ଆଜି ଆମେ ଆପଣ ଙ୍କୁ କହିବା କୁ ଯାଉଛୁ ଯେଉଁମାନେ ବିବାହିତ ମହିଳା ଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି I

ଆମ ର ଭାରତୀୟ ସମାଜ ରେ ଏହି ମାନ୍ୟତା ରହିଛି କି ଆମ ସମାଜ ରେ ବିବାହିତ ମହିଳାମାନେ ଅଧିକ ସୁନ୍ଦର ଦେଖାଯାଇଥାନ୍ତି I ଏହି କାରଣ ରୁ ଅବିବାହିତ ଯୁବକ ମାନେ ବିବାହିତ ମହିଳା ଙ୍କ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି I କିନ୍ତୁ ବିବାହ ର କିଛି ଦିନ ପରେ ତାଙ୍କ ଚେହେରା ରେ ସେହି ସୁନ୍ଦରତା ରହି ନ ଥାଏ କି ପୂର୍ବ ପରି ପ୍ରେମ ସମ୍ପର୍କ ମଧ୍ୟ ରହି ନ ଥାଏ I

ଅନେକ ସମୟ ରେ ଦେଖାଯାଇଛି କି ବିବାହିତ ମହିଳାମାନେ ଅବିବାହିତ ମହିଳା ଙ୍କ ଅପେକ୍ଷ୍ୟା ଅଧିକ ଆତ୍ମବିଶ୍ଵାସୀ ଅଟନ୍ତି I ଯାହା ଦ୍ୱାରା କି ସେମାନେ ପୁରୁଷ ଙ୍କୁ ବିଶେଷ ରୂପେ ପ୍ରଭାବିତ କରିପାରିଥାନ୍ତି I ଏବଂ ପୁରୁଷ ମାନେ ମଧ୍ୟ ଏପରି ମହିଳା ଙ୍କୁ ଦେଖି ଆକର୍ଷିତ ହେଇଥାନ୍ତି I

ଏହିପରି କାରଣ କୁ ନେଇ ପୁରୁଷ ମାନେ ଏପରି ବିବାହିତ ମହିଳା ଙ୍କ ପ୍ରତି ବିଶେଷ ଆକର୍ଷିତ ହେଇଥାନ୍ତି ଓ ଆପଣ ମଧ୍ୟ ଆଜିକା ସମୟ ରେ ବିବାହିତ ମହିଳା ଙ୍କ ର ଅନ୍ୟତ୍ର ପ୍ରେମ ସମ୍ବନ୍ଧ ଖବର ଶୁଣୁଥିବେ I

ତେବେ ଚାଲନ୍ତୁ ଜାଣିବା କଣ କଣ ସେହି ସବୁ କଥା
ଯେତେବେଳେ କେହି ଯୁବକ ବିବାହିତ ମହିଳା ଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି ତ ସେମାନେ ଯାହା ବି ପଦକ୍ଷପ ନେଇଥାନ୍ତି ଅନେକ ଚିନ୍ତା କରିଥାନ୍ତି I ଆଗାମୀ ଭବିଷ୍ୟତ ରେ କଣ ଘଟିବ ଏହା ମଧ୍ୟ ଚିନ୍ତା କରିଥାନ୍ତି I

ଏହି ଅବିବାହିତ ଯୁବକ ମାନେ ଏହା ମଧ୍ୟ ଭାବିଥାନ୍ତି କି ଏପରି ମହିଳା ଙ୍କ ପ୍ରେମ ରେ ପଡିଯିବା ପରେ ଆଗାମୀ ସମୟ ରେ ଦୁରେଇ ପାରିବେ କି ନାହିଁ I କାରଣ ଏପରି ସମ୍ପର୍କ ର କୌଣସି ଭବିଷ୍ୟତ ନ ଥାଏ I

ଏପରି ସମ୍ପର୍କ ଦ୍ୱାରା ଯୁବକ ଙ୍କ ର ଆଗାମୀ ଭବିଷ୍ୟତ ରେ ତାଙ୍କ ଚରିତ୍ର କୁ ନେଇ ଲୋକେ ଅକ୍ଷ୍ୟେପ କରିଥାନ୍ତି I ଏବଂ ଏପରି ଯୁବକ ଙ୍କ ର ଚରିତ୍ର ଖରାପ କୁ ନେଇ ତାଙ୍କ ର ବିବାହ ରେ ମଧ୍ୟ ନାନା ସମସ୍ୟା ଆସିଥାଏ I

ଏପରି ମହିଳା ମଧ୍ୟ ନିଜ ପତି ଓ ପରିବାର କୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି I ତେଣୁ ଅବିବାହିତ ଯୁବକ ମାନେ ବିବାହିତ ନାରୀ ଙ୍କ ପ୍ରେମ ରେ ପଡିବା ହାନିକାରକ ହେଇପାରେ I

Share Your Comments Below