ଯଦି ଆପଣ ବି ଭିକାରି ମାନଙ୍କୁ ପଇସା ଦିଅନ୍ତି ତେବେ ଏହି ଖବର ନିଶ୍ଚୟ ପଢ଼ନ୍ତୁ, ସତକଥା ଜାଣିବା ପରେ ମୁଣ୍ଡ ଘୁରେଇ ଦବ

ଯେତେବେଳେ ଆପଣ ରାସ୍ତା ରେ ଯାଉଥିବେ କି ମନ୍ଦିର ଯାଉଥିବେ କେଉଁଠାରେ ନା କେଉଁଠାରେ ଆପଣ ଭିକାରି ଙ୍କୁ ଦେଖିବା କୁ ପାଇଥାନ୍ତି I କିଛି ଲୋକେ ଭିକାରି ଙ୍କୁ ଭିକ ଦାନ କରିଥାନ୍ତି I ଆଉ କିଛି ଲୋକେ ଭିକାରି ଙ୍କୁ ଟଙ୍କା ଦାନ କରିବା କୁ ଇଚ୍ଛା କରନ୍ତି ନାହିଁ I ତ ଆଉ କିଛି ଲୋକେ ବାଧ୍ୟ ରେ ଭିକାରି ଙ୍କୁ ଟଙ୍କା ଦେଇଥାନ୍ତି I ତେବେ ଏପରି କ୍ଷେତ୍ର ରେ ଆପଣ ଙ୍କୁ କିଛି ବିଶେଷ ଧ୍ୟାନ ଦେବାକୁ ହେଇଥାଏ I

କଣ ଆପଣ ଜାଣିଛନ୍ତି ଭାରତ ରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ କି ଭିକ ମାଗିବା କୁ ଏକ ବ୍ୟବସାୟ କରି ଦେଇଛନ୍ତି I ଆଉ କିଛି ଲୋକେ ନିଜ ର ଶୋଚନୀୟ ପରିସ୍ଥିତି କୁ ନେଇ ଭିକ ମାଗିଥାନ୍ତି I ତେବେ ଆଜିକା ସମୟ ରେ ଜଣେ ଭିକାରି ର ଯେତେ ରୋଜଗାର ଏକ ଚାକିରୀ ଲୋକ ଙ୍କ ର ସେତିକି ରାଜଗାର ହେଇ ନ ଥିବ I ବଡ଼ ବଡ଼ ସହର ରେ ତ ଭିକାରି ଙ୍କ ର ଏକ ବଡ଼ ସଂଗଠନ ରହିଛି I

ଏହି ସବୁ କୁ ନେଇ ଏକ ବଡ଼ ପ୍ରଶ୍ନ ଆସିଥାଏ କି କଣ ବାଟ ରେ ଥିବା ଭିକାରି ଙ୍କୁ ଭିକ ଦେବା ଉଚିତ I ?ଏହା ଆପଣ ଙ୍କ ଉପରେ ନିର୍ଭର କରିଥାଏ କି ଭିକ ମାଗୁଥିବା ବ୍ୟକ୍ତି କିଏ ଅଟନ୍ତି ? ଆଜି ଆମେ ଆପଣ ଙ୍କୁ କିଛି ଏପରି ଘଟଣା ବିଷୟ ରେ ଆଲୋଚନା କରିବା I

ଭିକାରି ଙ୍କୁ ଭିକ ଦେବା ସମୟ ରେ ଏହା ର ଧ୍ୟାନ
1.ଯଦି ଭିକ ମାଗୁଥିବା କୌଣସି ସୁସ୍ଥ ସବଳ ବ୍ୟକ୍ତି ହେଇଥାନ୍ତି ତେବେ ତାଙ୍କୁ ଭିକ ଦିଅନ୍ତୁ ନାହିଁ I କାରଣ ଏପରି କାମ କରିବା କୁ ସକ୍ଷମ ଥିବା ବ୍ୟକ୍ତି ଙ୍କୁ ଭିକ ଦେବା ଉଚିତ ନୁହେଁ I

2.ଯଦି କୌଣସି ପିଲା ଭିକ ମାଗିଥାଏ ତେବେ ତାଙ୍କୁ କିଛି ଟଙ୍କା ଦିଅନ୍ତୁ ନାହିଁ I କାରଣ କୌଣସି ପିଲା ନିଜ ଇଚ୍ଛା ରେ ଭିକ ମାଗି ନ ଥାଏ I ଏହି ପିଲା ଙ୍କୁ ଜୋର ଜବରଦସ୍ତି ଭିକ ମାଗିବା କୁ କୁହାଯାଇଥାଏ I ଏଥିରେ ପିଲାଟି ର ପିତାମାତା କିମ୍ବା କୌଣସି ଗ୍ୟାଙ୍ଗ ର ହାତ ରହିଥାଏ I ତେଣୁ ଏହି ପିଲା ଙ୍କୁ ଭିକ ଦେବା ରେ କିଛି ଲାଭ ନ ଥାଏ I

3.ଯଦି କୌଣସି ବୃଦ୍ଧ ବ୍ୟକ୍ତି କମଜୋର ବ୍ୟକ୍ତି ଭିକ ମାଗିବା ର ଦେଖନ୍ତି ତେବେ ତାଙ୍କୁ ଭିକ ରେ କିଛି ଦେଇପାରନ୍ତି I

4.ଯଦି କୌଣସି ମହିଳା କୋଳ ରେ ପିଲାଟି କୁ ନେଇ ଭିକ ମାଗନ୍ତି ତେବେ ତାଙ୍କୁ କିଛି କାମ କରିବା କୁ ପରାମର୍ଶ ଦିଅନ୍ତୁ I ଏବଂ ଏହି ମହିଳା ଙ୍କୁ ଆପଣ କିଛି ସହାୟତା କରିପାରିବେ I ଯଦି ମହିଳା କହୁଛନ୍ତି କି ତାଙ୍କ ପିଲାଟି ଭୋକ ରେ ରହିଛି ତେବେ ତାଙ୍କୁ ଟଙ୍କା ବଦଳ ରେ ଖାଇବା କୁ ଦେଇପାରିବେ I

5.ଯଦି କୌଣସି ୱାପଙ୍ଗ ବ୍ୟକ୍ତି ଭିକ ମାଗୁଛନ୍ତି ତେବେ ଆପଣ ତାଙ୍କୁ ଆପଣ ଦାନ ଦେଇପାରିବେ I ଏହା ନିର୍ବାର କରୁଛନ୍ତି ଆପଣ ଙ୍କ ର ଚିନ୍ତାଧାରା ଉପରେ କି ସେହି ବ୍ୟକ୍ତି କେତେ ମାତ୍ର ରେ ୱାପଙ୍ଗ ଅଟନ୍ତି ଓ ଆପଣ ତାଙ୍କୁ ସହାୟତା କରିବା ଉଚିତ କି ନାହିଁ I