ଯଦି ଆପଣବି ଖାଉଛନ୍ତି କଞ୍ଚା ପିଆଜ ତେବେ ଏହି ଖବରକୁ ନିଶ୍ଚିତ ପଢନ୍ତୁ , ନଚେତ ପଡିପାରେ ଆପଣଙ୍କୁ ଭାରି

ଏଥିରେ କିଛି ଭାବିବାର ନାହିଁ କି ଖାଦ୍ୟ ସହ ସାଲଟ ଭାବରେ କଞ୍ଚା ପିଆଜ କୁ ଲୋକେ ଖାଇଥାନ୍ତି I ଏବଂ ଏହା ବି ସ୍ଵାସ୍ତ୍ୟ ପାଁଇ ବେଶ ଉପକାରୀ ହେଇଥାଏ I ଏହା ଖାଇବା ଦ୍ୱାରା ଖାଦ୍ୟ ବି ସ୍ୱାଦିଷ୍ଠ ହେଇଥାଏ I ତେବେ ଆପଣ ଯଦି ପିଆଜ ଖାଇବା ପରେ ଆପଣ ଙ୍କ ପାଟି ର ସ୍ମେଲ ଆପଣ ଙ୍କୁ ପସନ୍ଦ ନୁହେ ତେବେ ଆପଣ ମାଉଥ ଫ୍ରେଶର ର ବ୍ୟବହାର କରିପାରିବେ I ଏହା ଆପଣ ଙ୍କ ଶକ୍ତି ବଢାଇବା କାମ ରେ ଆସିଥାଏ I

ତେବେ ଅନେକ ଲୋକେ କଞ୍ଚା ପିଆଜ ଖାଇବାକୁ ପସନ୍ଦ କରିନଥାନ୍ତି I ତେବେ ଏହା ର ବାସ୍ନା ଲୋକଙ୍କୁ ପସନ୍ଦ ନ ଥାଏ I ବୋଧ ହୁଏ ଏହି ଲୋକେ କଞ୍ଚା ପିଆଜ ର ଉପକାରିତା ସମ୍ପର୍କ ରେ ଜାଣିନାହାନ୍ତି I ତେବେ ଚାଲନ୍ତୁ ଜାଣିବା କଞ୍ଚା ପିଆଜ ର ଉପକାରିତା ସମ୍ପର୍କ ରେ I

ଲୁ ରୁ ରକ୍ଷା କରିଥାଏ
ଗରମ ଦିନ ରେ ଲୁ ଲାଗିବା ଏକ ସାଧାରଣ କଥା I ତେବେ ଏହି ସମୟ ରେ ଆପଣ କଞ୍ଚା ପିଆଜ ବ୍ୟବହାର କଲେ ବେଶ ଲାଭକାରୀ ହେଇଥାଏ I

ପେଟ ରୋଗ ଦୂର ହେଇଥାଏ
ପିଆଜ ରେ ଅନେକ ପ୍ରକାରର କେମିକାଲ ଓ ଫାଇବର ରହିଥାଏ ଯାହା କି ଅନେକ ପ୍ରକାରର ପେଟ ଜନିତ ସମସ୍ୟା କୁ ଦୂର କରିଥାଏ I

ନାକ ରୁ ରକ୍ତ ପଡିବ ବନ୍ଦ କରିଥାଏ
ଅଧିକାଂଶ ସମୟ ରେ ଆପଣ ଦେଖିଥିବେ ଗରମ ଦିନ ରେ ପିଲାଙ୍କ ନାମ ରୁ ରକ୍ତ ପଡିଥାଏ ତେବେ ଏହି ସମୟ ରେ ଆପଣ ଯଦି ନିୟମିତ ପିଲାଙ୍କୁ ପିଆଜ ଖାଇବାକୁ ଦେବେ ତ ବେଶ ଲାଭପ୍ରଦ ହେବ I

କୋଲେଷ୍ଟ୍ରଲ କୁ କଣ୍ଟ୍ରୋଲ ରଖିଥାଏ
କଞ୍ଚା ପିଆଜ ଖାଇବା ଦ୍ୱାରା ଏଥିରେ ଥିବା ଆତ୍ମନୋ ଏସିଡ ଓ ମିଥାଇଲ ସେଲଫାଇଡ଼ ନାମକ ତତ୍ୱ ଶରୀର ରେ କୋଲେଷ୍ଟ୍ରଲ ର ମାତ୍ରା କୁ କଣ୍ଟ୍ରୋଲ ରଖିଥାଏ I

କ୍ୟାନ୍ସର ସେଲ କୁ ନଷ୍ଟ କରିଥାଏ
କ୍ୟାନ୍ସର ରୋଗୀ ଙ୍କ ପାଁଇ ପିଆଜ ଏକ ବରଦାନ ସଦୃଶ ହେଇଥାଏ I କଞ୍ଚା ପିଆଜ କୁ ଖାଇବା ଦ୍ୱାରା ଏହା ଶରୀର ର କ୍ୟାନ୍ସର ସେଲ କୁ ନଷ୍ଟ କରିଥାଏ I