ଯଦି ଆପଣଙ୍କ ନଖରେ ଅଛି ଏପରି ଅଧା ଚାନ୍ଦ ତେବେ ଜାଣି ନିୟନ୍ତୁ ଏହାର ଅର୍ଥ, ଏପରି ଲୋକମାନେ ହୋଇଥାନ୍ତି ଭାଗ୍ୟଶାଲୀ

ହସ୍ତରେଖା ବିଜ୍ଞାନ ଓ ଜୋତିଷ ଶାସ୍ତ୍ର ରେ ଅନେକ କିଛି କଥା ର ଉଲେଖ ରହିଛି I ଏବଂ ଏହି ଜ୍ଞାନ ଆଧାର ରେ ଆପଣ ଆଗାମୀ ଭବିଷ୍ୟତ ବିଷୟ ରେ ଜାଣିପାରିବେ I ଆମ ର ହାତ ଓ ଗୋଡ଼ ରେ ମଧ୍ୟ ଏପରି ଅନେକ ରେଖା ରହିଛି I ଯାହା କି ଆମ ଜୀବନ ର କାହାଣୀ ସହ ଜଡିତ ଅଟେ I ଏବଂ ଏହି ହସ୍ତରେଖା ର କିଛି ନା କିଛି ଅର୍ଥ ରହିଥାଏ I ହସ୍ତରେଖା ଶାସ୍ତ୍ର କୁ ଇଂରାଜୀ ରେ PALMISTRY କୁହାଯାଇଥାଏ I

ଯଦି ଆପଣ ଙ୍କ ର ନଖ ଦେଖିବା ତେବେ ଆପଣ ନଖ ରେ ଧଳା ଦାଗ ଦେଖିଥିବେ I କିନ୍ତୁ ଏହି ଚିହ୍ନ ସବୁ ଲୋକ ଙ୍କ ର ନଖ ରେ ନ ଥାଏ I ଏହି ଚିହ୍ନ ଆପଣ ଙ୍କ ର ବ୍ୟକ୍ତିତ୍ୱ ବିଷୟ ରେ ଦର୍ଶାଇ ଥାଏ I ଆଜି ଆମେ ଏହି ଚିହ୍ନ ବିଷୟ ରେ ଆଲୋଚନା କରିବା I ଯେଉଁ ବ୍ୟକ୍ତି ଙ୍କ ର ନଖ ରେ ଏହି ଚିହ୍ନ ରହିଥାଏ ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଲୀ ହେଇଥାନ୍ତି I ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହା ର ଅର୍ଥ

କଣ କାରଣ ହେଇଥାଏ ଅଧା ଚନ୍ଦ୍ର ର
-ଯେଉଁ ଲୋକ ଙ୍କ ର ନଖ ରେ ଏହିପରି ଚିହ୍ନ ରହିଥାଏ ତାଙ୍କ ଜୀବନ ବହୁତ ଭଲ ରେ ବ୍ୟତୀତ ହେଇଥାଏ I ଏହି ଲୋକେ ଜୀବନ ରେ ଅନେକ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ପରିଶ୍ରମ ର ଫଳ ମିଠା ହେଇଥାଏ I ଯେତିକି ଭଲ ପରିଶ୍ରମ କରିଥାନ୍ତି ସେହିପରି ଭଲ ଜୀବନ ଅତିବାହିତ କରିଥାନ୍ତି I

-ଏହି ଚିହ୍ନ ଥିବା ବ୍ୟକ୍ତି ନିଜ ପାର୍ଟନର ଙ୍କ ର କ୍ଷେତ୍ର ରେ ବହୁତ ଭାଗ୍ୟଶାଲୀ ହେଇଥାନ୍ତି I ତାଙ୍କ ର ଜୀବନସାଥୀ ନିର୍ମଳ ହୃଦୟ ର ହେଇଥାନ୍ତି I ଏହି ପରି ଲୋକ ଙ୍କ ର ଜୀବନସାଥୀ ତାଙ୍କ ର ପୁରା ଧ୍ୟାନ ରଖିଥାନ୍ତି I

-ଯେଉଁ ଲୋକ ଙ୍କ ର ନଖ ରେ ଧଳା ଚିହ୍ନ ରହିଥାଏ ସେମାନେ ଅଧିକ ପରିଶ୍ରମୀ ହେଇଥାନ୍ତି I ଏବଂ କଠିନ ପରିଶ୍ରମ କରିବା କୁ ଡରନ୍ତି ନାହିଁ I ନିଜ କାର୍ଯ୍ୟ କୁ ଅଧିକ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି I

-ଯେଉଁ ଲୋକ ଙ୍କ ର ନଖ ରେ ଚିହ୍ନ ରହିଥାଏ ସେମାନେ ବହୁତ ଭାଗ୍ୟଶାଲୀ ହେଇଥାନ୍ତି I ଏବଂ କୌଣସି କାର୍ଯ୍ୟ ରେ ଅଚାନକ ହାର ମାନନ୍ତି ନାହିଁ I ଈମାନଦାରୀ ରେ ହିଁ ପ୍ରତୋକ କାର୍ଯ୍ୟ କୁ ପୁରା କରିଥାନ୍ତି I