ଯଦି ଆପଣଙ୍କର ନାମ ବି S, R, P, B, M ଓ N ର ଆରମ୍ଭ ହୋଇଥାଏ ତେବେ ନିଶ୍ଚିତ ପଢନ୍ତୁ ଆର୍ଟିକିଲ କୁ

ଭାରତ ରେ ଲୋକେ ଜୋତିଷଶାସ୍ତ୍ର କୁ ଅଧିକ ମହତ୍ୱ ଦେଇଥାନ୍ତି I ତେବେ ପ୍ରତୋକ ଲୋକ ଙ୍କ ର ନାମ ଅନୁସାରେ ହିଁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କ ରେ ଅନେକ କଥା ମଧ୍ୟ ଜଣା ପଡିଥାଏ I ତେବେ କିଛି ଲୋକଙ୍କ ର ଆସ୍ଥା ଓ ବିଶ୍ୱାସ ରହିଛି ଏହି ଜୋତିଷ ବିଦ୍ୟା ରେ ତ କିଛି ଲୋକଙ୍କ ର ଆଜି ବି ଅନ୍ଧବିଶ୍ୱାସ ରହିଛି I

ତେବେ ଚାଲନ୍ତୁ ଜାଣିବା କେଉଁ ବ୍ୟକ୍ତି ଙ୍କ ର ନାମ ର ସ୍ଵଭାଵ ଅନୁସାରେ ଆଗାମୀ ଜୀବନ ରେ ତାଙ୍କ ର ଜୀବନ ର ବ୍ୟକ୍ତିତ୍ୱ ସମ୍ପର୍କ ରେ ଜଣାପଡିବ I

S ନାମ ର ବ୍ୟକ୍ତି
ଏହି ଲୋକେ ଖୁବ ପରିଶ୍ରମୀ ହେଇଥାନ୍ତି ଏବଂ ଖୁବ ଧନୀ ହେଇଥାନ୍ତି I ଏହି ବ୍ୟକ୍ତି ମାନେ ନିଜ ର ବୁଦ୍ଧି ଅନୁସାରେ ହିଁ ବାଟ ଚାଲିଥାନ୍ତି I ପ୍ରେମ ମାମଲା ରେ ଏହି ବ୍ୟକ୍ତିମାନେ ଟିକେ ଲାଜକୁରା ହେଇଥାନ୍ତି I

R ନାମ ର ବ୍ୟକ୍ତି ମାନେ ଅଧିକ ସୋସିଆଲ ଲାଇଫ ପସନ୍ଦ କରନ୍ତି ନାହିଁ I ଏହି ବ୍ୟକ୍ତିମାନେ ନିଜ ପରିବାର କୁ ଅଧିକ ଧ୍ୟାନ ଦେଇଥାନ୍ତି I ଏହି ବ୍ୟକ୍ତି ମାନେ ସେହି କାମ କରିଥାନ୍ତି ଯାହା କୁ କେହି କରିପାରନ୍ତି ନାହିଁ I ତାଙ୍କ ର ବୁଦ୍ଧି କାରଣ ରୁ ପ୍ରତୋକ ଲୋକେ ଏହି ବ୍ୟକ୍ତି ଙ୍କ ଆଡକୁ ଆକର୍ଷିତ ହେଇଥାନ୍ତି I

B ନାମ ର ବ୍ୟକ୍ତି
ଏହି ନାମ ର ବ୍ୟକ୍ତି ଜୀବନ ର ନୂଆ ନୂଆ ରାସ୍ତା କୁ ବାଛିଥାନ୍ତି I ନିଜ ର ଲକ୍ଷ ଅନୁସାରେ ହିଁ ବାଟ ଚାଲିଥାନ୍ତି I ଟିକେ ସଂକୋଚ ସ୍ଵଭାଵ ର ହେଇଥାନ୍ତି ଏବଂ ଖୁବ ସମ୍ବେଦନଶୀଳ ହେଇଥାନ୍ତି ଶୀଘ୍ର ଲୋକଙ୍କ ସହ ମିଶିଯାଇଥାନ୍ତି I

P ନାମ ର ବ୍ୟକ୍ତି
ଏହି ନାମ ର ବ୍ୟକ୍ତି ମାନେ ସର୍ବଦା ଦ୍ୱନ୍ଧ ରେ ଫସି ରହିଥାନ୍ତି I ପ୍ରତୋକ କାମ କୁ ପରଫେକ୍ଟ କରିବାକୁ ଚେଷ୍ଟା କରିଥାନ୍ତି I ପ୍ରେମ କଥା ଦେଖିବା ଯଦି ସେମାନେ ପ୍ରଥମେ ନିଜ କୁ ଅଧିକ ପ୍ରେମ କରିଥାନ୍ତି I କେବେ କେବେ ଏହି ଲୋକେ ନିଜ ଶତ୍ରୁ ଙ୍କ ସହ ବି ମିଳାମିଶା କରିଥାନ୍ତି I

M ନାମ ର ବ୍ୟକ୍ତି
ଏହି ନାମ ର ବ୍ୟକ୍ତି କୌଣସି ବି କଥା କୁ ପରିପ୍ରକାଶ କରି ପାରନ୍ତି ନାହିଁ I ନିଜ ପରିବାର କୁ ଅଧିକ ପ୍ରେମ କରିଥାନ୍ତି I ଏହି ବ୍ୟକ୍ତି ମାନେ ଖୁବ ଖାତରନାକ ବି ହେଇଥାନ୍ତି I ଖର୍ଚ୍ଚ କରିବା ପୂର୍ବ ରୁ ଅଧିକ ଚିନ୍ତା କରନ୍ତି ନାହିଁ I

N ନାମ ର ବ୍ୟକ୍ତି
ଏହି ଲୋକେ ଖୁବ ଖୋଲା ସ୍ଵଭାଵ ର ହେଇଥାନ୍ତି ଏବଂ ମାହାତ୍ୱ୍ୱକାଂକ୍ଷୀ ବି ହେଇଥାନ୍ତି I ପ୍ରତୋକ କାର୍ଯ୍ୟ କୁ ପରଫେକ୍ଟ କରିଥାନ୍ତି I ଅନ୍ୟ ସହ ଶତ୍ରୁତା କରିବାକୁ ବେଶ ସମୟ ନେଇ ନ ଥାନ୍ତି I ଏହି ବ୍ୟକ୍ତି ନ ର ଆର୍ଥିକ ସ୍ତିତି ମଜବୁତ ହେଇଥାଏ I