ଯଦି ଆପଣଙ୍କ ପାଖରେଭାରତୀୟ ପାସପୋର୍ଟ ଅଛି, ତ ଆପଣ ଏହି ସବୁ ଦେଶରେ ବିନା ଭିଜାରେ ବୁଲି ପାରିବେ

ବୁଲିବା କୁ କାହାକୁ ବା ପସନ୍ଦ ନୁହେଁ I ସବୁ ଲୋକେ ଭଲ ଭଲ ଜାଗା ବୁଲିବା କୁ ପସନ୍ଦ କରିଥାନ୍ତି I ଆଉ ବିଦେଶ ରେ ବୁଲିବା ର ସୁଯୋଗ କୁ କିଏ ବା ହାତ ଛଡା କରିବ I ଆପଣ ଭାବୁଥିବେ ଆପଣ ଙ୍କୁ ବିଦେଶ ବୁଲିବା କୁ ହେଲେ ଭିଜା ର ଆବଶ୍ୟକତା ଥିବ କିନ୍ତୁ ଏପରି ନୁହେଁ I କିଛି ଏପରି ଦେଶ ରହିଛି ଯେଉଁଠାକୁ ଆପଣ କେବଳ ପାସ୍ପୋର୍ଟ ଦ୍ୱାରା ହିଁ ଯାଇପାରିବେ I

ବହରୀନ
ବହରୀନ ଏକ ଛୋଟ ଦେଶ ଅଟେ I ଏହି ଦେଶ ର ରାଜଧାନୀ ହେଉଛି ମନାମା I ଏହି ସ୍ଥାନ କୁ ଆପଣ ବିନା ଭିଜା ରେ ଯାଇପାରିବେ I ଏଠାକୁ ଯିବାକୁ ହେଲେ ଆପଣ ଙ୍କୁ କେବଳ ଇ – ଭିଜା ହିଁ ଆବଶ୍ୟକ ରହିଛି I ଯାହା କି ଆପଣ ଅନଲାଇନ ରେ ଆବେଦନ କରିପାରିବେ I

ଭୁଟାନ
ଭୁଟାନ ରେ ଅନେକ ସୁନ୍ଦର ମନ୍ଦିର ରହିଛି I ଏହା ଏକ ବୁଦ୍ଦିଷ୍ଟ ଦେଶ ଅଟେ I ଏହି ଦେଶ ର ଅଧିକ ରୁ ଅଧିକ ଲୋକେ ବୁଦ୍ଧ ଦେବ ଙ୍କ ର ପୂଜା କରନ୍ତି I ଏହି ଦେଶ କୁ ଯିବା କୁ ହେଲେ କୌଣସି ଭିଜା ର ଆବଶ୍ୟକ ହେଇ ନ ଥାଏ I

ବୋଲିବିୟା
ବୋଲିବିୟା ଦେଶ ସାଉଥ ଆମେରିକା ରେ ରହିଛି I ଭାରତୀୟ ଲୋକେ ଏହି ଦେଶ କୁ ଯିବାକୁ ହେଲେ କୌଣସି ଭିଜା ର ଆବଶ୍ୟକ ହେଇ ନ ଥାଏ I ଏହି ଦେଶ ପାଁଇ ଭାରତୀୟ ଙ୍କୁ ଭିଜା ଅନ ଅରାଈଭାଲ ର ଆବଶ୍ୟକତା ରହିଛି I

ଫିଜି
ଫିଜି ଦେଶ ର ପ୍ରାକୃତିକ ସୁନ୍ଦରତା କୁ ସବୁ ଲୋକେ ପସନ୍ଦ କରିଥାନ୍ତି I ଏହି ଦେଶ କୁ ଯିବା କୁ ହେଲେ ଭାରତୀୟ ଙ୍କୁ ଭିଜା ର କୌଣସି ଆବଶ୍ୟକତା ରହି ନ ଥାଏ I ଏହି ଦେଶ ର 300 ରୁ ଅଧିକ ଆଇଲ୍ୟାଣ୍ଡ ରହିଛି I

ମେଡାଗାସ୍କର
ମେଡାଗାସ୍କର ଦେଶ ଇଷ୍ଟ ଆଫ୍ରିକା ମଧ୍ୟ ରେ ରହିଛି I ଏହା ଏକ ଛୋଟ ଆଇଲ୍ୟାଣ୍ଡ ପରି ଅଟେ I ଏହା ର ଚାରି ପାର୍ଶ୍ଵ ରେ ସମୁଦ୍ର ଘେରି ରହିଛି I ଏହା ର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତ ଙ୍କ ର ଅଧିକ ପସନ୍ଦ ହେଇଥାଏ I

Share Your Comments Below