ଯଦି ଆପଣ ଙ୍କର ବି ଅଛି ଏପରି ଖରାପ ଅଭ୍ୟାସ, ତେବେ ତୁରନ୍ତ ବଦଳାଇ ଦିଅନ୍ତୁ, ନଚେତ ଏହା ଆପଣଙ୍କୁ କାଙ୍ଗାଳ କରିଦେଇ ପରେ !

ଆମ ଲୋକ ଙ୍କ ର ଅଭ୍ୟାସ ଆମ ର ଭାଗ୍ୟ ଉପରେ ନିର୍ଭର କରିଥାଏ I ଯେଉଁ ଲୋକ ଙ୍କ ର ଖରାପ ଅଭ୍ୟାସ ରହିଥାଏ ସେହି ଲୋକ ଙ୍କ ର ଘରେ ଦରିଦ୍ରତା ଲାଗି ରହିଥାଏ I ଜୀବନ ରେ ଦରିଦ୍ରତା ଦୂର ହେଇ ନ ଥାଏ I ଯଦି ଆପଣ ଙ୍କ ମଧ୍ୟ ରେ ବି ରହିଛି କିଛି ଏପରି ଖରାପ ଅଭ୍ୟାସ ତେବେ ଆପଣ ଙ୍କ ଘର କୁ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେଇ ନ ଥାଏ I

ଛେପ ପକାଇବା ର ଅଭ୍ୟାସ
ଅନେକ ଲୋକେ ରାସ୍ତା , କାନ୍ଥ ଆଦି ରେ ଛେପ ପକାଇଥାନ୍ତି I ଏହା ମନୁଷ୍ୟ ର ଏକ ଖରାପ ଅଭ୍ୟାସ ଅଟେ I ଯେଉଁ ଲୋକ ଙ୍କ ମଧ୍ୟ ରେ ଏପରି ଅଭ୍ୟାସ ରହିଛି ସେହି ଲୋକ ଙ୍କ ର ଦରିଦ୍ରତା ଲାଗି ରହିଥାଏ I ତେଣୁ ଯଥା ସମ୍ଭବ ଏହି ସବୁ ଅଭ୍ୟାସ କୁ ବଦଳାଇ ଦିଅନ୍ତୁ I

ଯିଏ ମହିଳା ଙ୍କ ର ସଂମାନ କରନ୍ତି ନାହିଁ
ଯେଉଁ ଘରେ ମହିଳା ଙ୍କ ର ସଂମାନ ହେଇ ନ ଥାଏ ସେହି ଘରେ କେବେ ହେଲେ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେଇ ନ ଥାଏ I ତେଣୁ ଆପଣ ଙ୍କ ର ଘର ର ମହିଳା ଙ୍କୁ ସଂମାନ ଜଣାନ୍ତୁ ଏବଂ ଭଲ ରେ କଥା ହୁଅନ୍ତୁ I

ଅଇଁଠା ବାସନ ଧୁଅନ୍ତୁ ନାହିଁ
ଅନେକ ଲୋକେ ରାତି ରେ ଖାଇବା ପରେ ଅଇଁଠା ବାସନ ନ ଧୋଇ ରଖି ଦେଇଥାନ୍ତି I ଏବଂ ସାରା ରାତି ଏହି ଅଇଁଠା ବାସନ ପଡି ରହିଥାଏ I ଯଦି ଆପଣ ଙ୍କ ର ଏପରି ଅଭ୍ୟାସ ରହିଛି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ I ଏହା ଦ୍ୱାରା ଆପଣ ଙ୍କ ପାଖ ରେ ସର୍ବଦା ଅର୍ଥ ର ଅଭାବ ଲାଗି ରହିଥାଏ I

ଚପଲ ଓ ଜୋତା ଠିକ ରେ ନ ରଖିବା
ଘରେ ଚପଲ ଓ ଜୋତା ସଠିକ ସ୍ଥାନ ରେ ରଖିବା ଉଚିତ I ଯଦି ଆପଣ ଠିକ ରେ ଚପଲ ଓ ଜୋତା ନ ରଖନ୍ତି ତେବେ ପରିବାର ଲୋକ ଙ୍କ ମଧ୍ୟ ରେ କଳି ଝଗଡା ଲାଗି ରହିଥାଏ I ଆପଣ ନିଜ ଘର ର ସଫାସୁତରା କୁ ମଧ୍ୟ ବିଶେଷ ଧ୍ୟାନ ରଖିବା ଉଚିତ I

କଳି ଝଗଡା
ଯେଉଁ ଲୋକେ ଘରେ କଳି ଝଗଡା କରନ୍ତି ସେହି ଘର ର ପରିବେଶ କେବେ ହେଲେ ଶାନ୍ତି ରହି ନ ଥାଏ I ଏବଂ ଏପରି ଲୋକ ଙ୍କ ଘରେ ସର୍ବଦା ଅର୍ଥ ର ଅଭାବ ଲାଗି ରହିଥାଏ I ତେଣୁ ପ୍ରତୋକ ଲୋକ ଙ୍କ ସହ ଭଲ ରେ ସ୍ନେହ ଭାବନା ରେ କଥା ହେବେ I

ବଡ଼ ଲୋକ ଙ୍କୁ ସଂମାନ ଜଣାନ୍ତୁ ନାହିଁ
ଘର ର ବଡ଼ ଲୋକ ଙ୍କ ସହ ଭଲ ରେ କଥା ହୁଅନ୍ତୁ ଏବଂ ତାଙ୍କ ର ସେବା କରନ୍ତୁ I ଯେଉଁ ଲୋକେ ବଡ଼ ଲୋକ ଙ୍କୁ ଦୁଃଖ ରେ ରଖନ୍ତି ସେହି ଘରେ କେବେ ହେଲେ ମାତା ଲକ୍ଷ୍ମୀ ଙ୍କ ର କୃପା ରହି ନ ଥାଏ I ତେଣୁ ଯଥା ସମ୍ଭବ ଆପଣ ଙ୍କ ଘରୁ ବୟସ ରେ ବଡ଼ ଲୋକ ଙ୍କୁ ସଂମାନ ଦେବା ଉଚିତ I