ବର୍ତମାନ ର ସୂଚନା ଅନୁସାରେ ପୁରୁଣା ନୋଟ ଓ ଅନଲାଇନ ରେ ବିକ୍ରୟ କରୁଥିବା ୱେବସାଇଟ ebay ରେ ଏହି ପୁରୁଣା ନୋଟ ବିକ୍ରୟ ଜୋର୍ସୋର ରେ ଚାଲିଛି I ଏବଂ ଏଠାରେ ନୋଟ ଗୁଡିକ ର ବାସ୍ତବିକ ମୂଲ୍ୟ ରୁ ଢେର ଅଧିକ ମୂଲ୍ୟ ରେ ଏହି କିଛି ବିଶେଷ ପ୍ରକାର ର ନୋଟ ଗୁଡିକ ବିକ୍ରୟ ହେଉଛି I
ebay ରେ ଲାଗୁଚି ନିଲାମୀ I ଭାରତୀୟ କରେଁସି ର କିଛି ବହୁମୂଲ୍ୟ ବିରଳ ମୁଦ୍ରା ଆଦି ଏଠାରେ ଅନଲାଇନ ରେ ଅଧିକ ଦାମ ରେ ବିକ୍ରୟ ହେଉଛି I ଏପରି କିଛି ଖାସ ସିରିଜ ର ନୋଟ ଯେପରି 786 ସିରିଜ ର ନୋଟ ବିକ୍ରୟ ଅଧିକ ମାତ୍ରା ରେ ଚାଲିଛି I ଏହି ସାଇଟ ରେ 500 ଓ 1000 ଟଙ୍କା ର ପୁରୁଣା ନୋଟ ବି ବିକ୍ରୟ ହେଉଛି I ଏହା ନୋଟିବଂଧୀ ପୂର୍ବ ରୁ ବି ହେଉଥିଲା I
କିପରି ଲାଗିଥାଏ ନିଲାମୀ – ସଉକିନ ପାଁଇ କିଛି ଲୋକେ ଏହି ପୁରୁଣା ମୁଦ୍ରା କୁ ସଂଚୟ କରି ରଖିଥାନ୍ତି I ଏବଂ ଏପରି ଦେଶ ରେ ନୁହେ ବିଦେଶ ରେ ବି ଦେଖିବାକୁ ମିଳିଥାଏ ଯେତେ ପୁରୁଣା ନୋଟ ହେଇଥାଏ ଏହା ର ମୂଲ୍ୟ ସେତେ ଅଧିକ ହେଇଥାଏ I
ମେତେ ମୂଲ୍ୟ ରହିଥାଏ ଏହି ନୋଟ ର – ebay ୱେବସାଇଟ ବିକ୍ରୟ କରୁଥିବା 500 ରୁ 1000 ଟଙ୍କିଆ ନୋଟ 299 ରୁ ନେଇ 10000 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ର ହେଇଥାଏ I ଏହାଛଡା 200 ଓ 500 ଟଙ୍କିଆ ନୋଟ ବି ଏହି ସାଇଟ ରେ ବିକ୍ରୟ ହେଇଥାଏ I ଏହା ର ମୂଲ୍ୟ 500 ରୁ 1200 ତାଙ୍କ ମଧ୍ୟ ରେ ବି ହେଇଥାଏ I ସେହିପରି ଦାଣ୍ଡି ଯାତ୍ରା ସମୟ ରେ ବାହାରିଥିବା 500 ଟଙ୍କିଆ ନୋଟ ର ମୂଲ୍ୟ 7 ଲକ୍ଷ୍ୟ ଟଙ୍କା ହେଇଥାଏ I 2000 ଟାଙ୍କିଆ ନୋଟ ବି ନିଲାମୀ ଚାଲିଛି I ebay ସାଇଟ ରେ ଏହି 2000 ଟଙ୍କିଆ ନୋଟ ବି ନିଲାମୀ ହେଉଛି ଯାହାର ମୂଲ୍ୟ 1.50 ଲକ୍ଷ୍ୟ ଟଙ୍କା ବି ହେଇଥାଏ ଏହି ନୋଟ ରେ 786 ସିରିଏଲ ନମ୍ବର ରହିବା ଆବଶ୍ୟକ ଅଟେ I
786 ନୋଟ ର ମୂଲ୍ୟ ଅଧିକ ଅଟେ I -ଏହା ଏକ ଲକି ଟଙ୍କା ଭାବ ରେ ଏହି 786 ସିରିଜ ର ନୋଟ ର ମୂଲ୍ୟ ଅଧିକ ଦେଇ ଲୋକେ ନେଇଥାନ୍ତି I 200 ଟାଙ୍କିଆ ନୋଟ ର ମୂଲ୍ୟ 425 ଟଙ୍କା , 500 ଟଙ୍କା ନୋଟ ର ମୂଲ୍ୟ 900 ଟଙ୍କା ସେହିପରି 10 ଟଙ୍କିଆ ନୋଟ ର ମୂଲ୍ୟ 120 ଟଙ୍କା 1 ଟଙ୍କିଆ ନୋଟ ର ମମୂଲ୍ୟ 140 ଟଙ୍କା , 100 ଟଙ୍କିଆ ନୋଟ ର ମୂଲ୍ୟ 275 ଟଙ୍କା ରେ ଏହା ବିକ୍ରୟ ହେଉଛି I 20 ଟଙ୍କିଆ ପୁରୁଣା ନୋଟ ର ମୂଲ୍ୟ 1699 ଟଙ୍କା ହେଇଥାଏ ତେବେ ଯଦି କାହାରି ପାଖ ରେ 500 ଓ 1000 ଟଙ୍କିଆ ନୋଟ ପୁରୁଣା 10 ଅଧିକ ଖଣ୍ଡ ରହିଥାଏ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ହେଉଛି I